Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ସ୍ଲିପର ବସ୍, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category
Today’s Highlight
ସଟଡାଉନ ବଢିବନି: ବାହାରକୁ ଯାଆନ୍ତୁନି, କରୋନା ଆଣନ୍ତୁନି
ଭୁବନେଶ୍ବର, କଟକ, ଭଦ୍ରକରେ ବଢିବନି ସଟଡାଉନ ସମୟସୀମାସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ମୁଖ୍ୟସଚିବ ଦେଲେ ସୂଚନାରାତି ୮ଟା ପରେ ତରବର ହୋଇ ବଜାରକୁ ନ ଯିବାକୁ ଅନୁରୋଧଭିଡ କଲେ, ପ୍ରଶାସନ ଓ ପୁଲିସ କଠୋର ପଦକ୍ଷେପ ନେଇପାରନ୍ତିସଟଡାଉନ ଠାରୁ ଆହୁରି କଠୋର ପଦକ୍ଷେପ ନେବାକୁ!-->…
Read More...
Read More...
ବଡ଼ ଖବର ସାମ୍ନାକୁ ଆଣିଲେ ବିଏମସି କମିସନର
ଭୁବନେଶ୍ବର: ସ୍ଥାନୀୟ ସୂର୍ଯ୍ୟନଗର ଅଞ୍ଚଳରେ ବାହାରିଥିବା କରୋନା ସଂକ୍ରମିତଙ୍କୁ ନେଇ ଯେତେ ଆଶଙ୍କା ପ୍ରକାଶ ପାଉଥିଲା, ତାହାର ଆପାତତଃ ପୂର୍ଣ୍ଣଛେଦ ପଡିଛି। ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ବିଏମସି କମିସନର ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି ଯେ ଉଭୟ ସୂର୍ଯ୍ୟନଗର ଓ ଓ!-->…
Read More...
Read More...
ନବୀନ, ନମ୍ରତା ଆଉ ନେତୃତ୍ବ, ଏକ ଉଦାହରଣ
ଭୁବନେଶ୍ବର: କରୋନା ସଂକ୍ରମିତଙ୍କ ସଂଖ୍ୟା ଧୀରେ ଧୀରେ ବୃଦ୍ଧି ପାଇବାରେ ଲାଗିଛି। ଏହି ଘଟଣା ସମସ୍ତଙ୍କୁ ବିଚଳିତ କରିସାରିଲେଣି। କିନ୍ତୁୃ କରୋନାଙ୍କୁ ଦମନ କରିବା ଲାଗି ମୁଖ୍ୟମନ୍ତ୍ରୀ ନିଜର ଦୃଢପଣ ଏଭଳି ନମ୍ରତାର ସହିତ ଜାହିର କରୁଛନ୍ତି, ଯାହା ସବୁ ବର୍ଗକୁ ବେଶ୍ ଛୁଇଁବା ଭଳି।!-->…
Read More...
Read More...
ବିଗୁଡୁଛି: ଗୋଟିଏ ଦିନରେ ୧୫ ପଜିଟିଭ୍
ସୂର୍ଯ୍ୟନଗର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଆଉ ୭ଙ୍କ ନମୁନା ପଜିଟିଭ୍ବମିଖାଲରେ ତିନିଜଣ, କଟକରେ ଜଣଙ୍କ ନମୁନାରେ ଆସିଥିଲା ପଜିଟିଭ୍ରାତିରେ ଭଦ୍ରକର ଦୁଇଜଣ, ପୁରୀ ଓ ଯାଜପୁରର ଜଣେ ଲେଖାଏଁ ସଂକ୍ରମିତ ସୂଚନାଓଡ଼ିଶାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୦ ଛୁଇଁଲା, ଦୁଇ ଜଣ ସୁସ୍ଥ ହୋଇ ଘରକୁ!-->…
Read More...
Read More...
ଗମ୍ଭୀରତା ବଢିଲା, ଦିନକରେ ୪ କରୋନା ପଜିଟିଭ୍
ଭୁବନେଶ୍ବର: ସବୁ ରାଜ୍ୟ ଆଗଉଥିଲେ। ଓଡ଼ିଶା ସ୍ଥିତି ଯେମିତିକୁ ସେମିତି ଥିଲା। ହଠାତ୍ ୪୮ ଘଣ୍ଟା ଧରି ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି କରୋନା। ଗତ ଦୁଇ ଦିନରେ ଦୁଇଟି ପଜିଟିଭ୍ ବାହାରିଥିଲା। ଆଜି ଗୋଟିଏ ଦିନରେ ୪ ଜଣଙ୍କ ନିକଟରେ କରୋନା ଭୁତାଣୁ ପଜିଟିଭ୍ ବାହିରଥିବା ସୂଚନା ମିଳିଛି।!-->…
Read More...
Read More...
ଭୁବନେଶ୍ବର ଓ ଭଦ୍ରକ ସମ୍ପୂର୍ଣ୍ଣ ତାଲାବନ୍ଦ
ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ ହେବକର୍ଫ୍ୟୁ ଭଳି ସ୍ଥିତିରେ ରହିବ ଉଭୟ ସହର
ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଇ ରାଜ୍ୟ ସରକାର ଉଭୟ ଭଦ୍ରକ ଓ ଭୁବନେଶ୍ବରକୁ ସମ୍ପୂୁର୍ଣ୍ଣ ତାଲାବନ୍ଦ ବା ଲକଡାଉନ ଘୋଷଣା କରିଛନ୍ତି। ମୁଖ୍ୟଶାସନ!-->!-->!-->…
Read More...
Read More...
ମୋଦୀ କହିଲେ ଏପ୍ରିଲ ୫ ତାରିଖ ରାତି ୯ଟାରେ ଏମିତି କର
ମୋର ପ୍ରିୟ ଦେଶବାସୀଗଣ,
ବୈଶ୍ୱିକ ମହାମାରୀ କରୋନା ବିରୋଧରେ ପାଳନ କରାଯାଉଥିବା ଦେଶବ୍ୟାପୀ ଲକ୍ ଡାଉନର ଆଜି ନବମ ଦିନ । ଏହି ଲକ୍ ଡାଉନ୍ ପାଳନ ବେଳେ ଆପଣମାନେ ଯେଉଁଭଳି ଶୃଙ୍ଖଳା ଓ ସେବାର ମନୋଭାବ ପ୍ରଦର୍ଶନ କରିଛନ୍ତି ତାହା ଅଭୂତପୂର୍ବ, ଏବଂ ତାହା ଉପରୋକ୍ତ ଉଭୟ!-->!-->!-->…
Read More...
Read More...
ରାମନବମୀ ସହିତ ମହାପ୍ରଭୁଙ୍କ ରଥଯାତ୍ରାର କି ସଂପର୍କ, ଜାଣନ୍ତୁ
ଭୁବନେଶ୍ବର: କରୋନା ଲାଗି ଏପ୍ରିଲ ୧ ତାରିଖରେ ମହାପ୍ରଭୁ ଲିଙ୍ଗରାଜଙ୍କ ଋକୁଣା ରଥଯାତ୍ରା ଅନୁଷ୍ଠିତ ହୋଇପାରିଲା ନାହିଁ। ଥୋକାଏ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥଯାତ୍ରା ହେବ କି ନାହିଁ, ସେ ନେଇ ଆଶଙ୍କା ଭିତରେ ଛନ୍ଦି ହୋଇଛନ୍ତି। ହେଲେ ମହାପ୍ରଭୁଙ୍କ ରଥଯାତ୍ରାର ଦ୍ବିତୀୟ ପର୍ବ ଆଜି!-->!-->!-->…
Read More...
Read More...
ବୀମା ଅଡୁଆରେ ବଡ଼ ନିଷ୍ପତ୍ତି ନେଲା କେନ୍ଦ୍ର
ନୂଆଦିଲ୍ଲୀ: କରୋନା ଜନିତ ଲକଡାଉନ କାରଣରୁ ଆପଣଙ୍କ ମୋଟରଯାନର ତୃତୀୟ ପକ୍ଷ ବୀମା ଦେୟ ଦାଖଲ ହୋଇପାରୁନାହିଁ କି? ଆପଣଙ୍କ ସ୍ବାସ୍ଥ୍ୟ ବୀମା ନବୀକରଣ କରିବାରେ ସମସ୍ୟା ସାମ୍ନା କରୁଛନ୍ତି କି? ଆପଣ ଡରିଯାଉଛନ୍ତି କି ଉଭୟ କ୍ଷେତ୍ରରେ ଆପଣ ବୀମା ସୁବିଧା ହରାଇବେ?
ସେମିତି କିଛି ବି!-->!-->!-->…
Read More...
Read More...
ରେକର୍ଡ କରି ଦେଖାଇଲେ ନବୀନ
କରୋନା ପାଇଁ ଦେଶର ପ୍ରଥମ କୋଭିଡ ହସ୍ପିଟାଲ ଓଡ଼ିଶାରେ ପ୍ରସ୍ତୁତ୨ଟି ମେଡିକାଲରେ ୬୫୦ ଶଯ୍ୟାରେ ଚିକିତ୍ସିତ ହୋଇପାରିବେ ରୋଗୀବୁଝାମଣାର ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେଲାକିମ୍ସ ଓ ଅଶ୍ବିନୀକୁ ଓଡ଼ିଶା ଖଣି ନିଗମ ସମର୍ଥନ ଦେଇଛି ସହାୟତା ମୁଖ୍ୟମନ୍ତ୍ରୀ ଡାକ୍ତର ଓ!-->…
Read More...
Read More...