ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ଚାଷୀଙ୍କୁ ସହାୟତା, ଅପରାଧୀଙ୍କୁ ଦଣ୍ଡ ନିର୍ଦେଶ

ଅଭ୍ୟାସଗତ ଅପରାଧୀଙ୍କୁ ଚିହ୍ନଟ ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିର୍ଦେଶକୃଷି କାର୍ଯ୍ୟରେ କୌଣସି ଅସୁବିଧା ନ ହେବା ଲାଗି ପଦକ୍ଷେପ ନିଅଦୁଇ ଦିନ ଭିତରେ ବୁର୍ଲାରେ ନମୁନା ପରୀକ୍ଷା ପାଇଁ ପଦକ୍ଷେପ ନିଅସପ୍ତାହ ଭିତରେ ପ୍ରତି ଜିଲ୍ଲାରେ କୋଭିଡ୍ ହସ୍ପିଟାଲନବୀନ ନିବାସରୁ କରୋନା ପ୍ରଭାବକୁ…
Read More...

ଏପଟେ ଲକଡାଉନ୍, ସେପଟେ ଡିଆଁଡେଇଁ ପାଇଁ ରଣନୀତି!

ଭୁବନେଶ୍ବର: ୨୦୧୪ ନିର୍ବାଚନରେ କିଛି ନେତା ବିଜେଡି ଟିକେଟକୁ ଆଖେଇଥିଲେ। ସେମାନଙ୍କୁ ଟିକେଟ୍ ମିଳିଲାନି। ସ୍ବାଧୀନ ଭାବେ ଛିଡା ହୋଇ ଆଖିଦୃଶିଆ ଭୋଟ ପାଇଥିଲେ। ଏମାନେ ଥିଲେ ବିଜେଡିର ଦ୍ବିତୀୟ ଧାଡିର ନେତା। ଏଭଳି କିଛି ନେତା ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ପାଇଁ ଭିତିରିଆ…
Read More...

ସର୍ଭେ ଜଣାଇଲା, ନବୀନ ଦେଶରେ ଆଗରେ

କରୋନା ମୁକାବିଲା କାର୍ଯ୍ୟରେ ୮୫% ସନ୍ତୁଷ୍ଟପଶ୍ଚିମବଙ୍ଗରେ ଦିଦିଙ୍କ ଉପରେ ୩୮% ଖୁସି ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ କାର୍ଯ୍ୟକୁ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ପ୍ରଶଂସା କରିଥିଲେ। ଏବେ ‘ଜନ୍ କୀ ବାତ୍’ କରିଥିବା ସର୍ଭେ କରିଛି ଯେ ଦେଶର…
Read More...

କରୋନା ବେଳେ କଣ କରୁଛନ୍ତି ମୋଦୀ ଜାଣନ୍ତୁ

ଦୈନିକ ୨୦୦ ଲୋକଙ୍କ ସହିତ କରୁଛନ୍ତି ଆଲୋଚନା ବିଭିନ୍ନ ଅଂଶୀଦାରଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ଜାରି ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀଙ୍କ ସହିତ ମିଳିମିଶି କାମ କରୁଛି କେନ୍ଦ୍ର ଲକ୍‌଼ଡାଉନ୍ ଅବଧି ବୃଦ୍ଧି ସଂପର୍କରେ ପ୍ରଧାନମନ୍ତ୍ରୀ ଆଜି ଶୁଣାଇବା ସମ୍ଭାବନା ନୂଆଦିଲ୍ଲୀ:…
Read More...

ଗୋଟିଏ ଫଟୋ, ଅନେକ ବାର୍ତା

ଭୁବନେଶ୍ବର: ମାରାତ୍ମକ କରୋନା ଜନିତ ଲକ୍‌ଡାଉନ୍ କେଉଁଠି ନା କେଉଁଠି ମାନସିକ ଚାପ ବଢ଼ାଇ ଦେଇପାରେ। କାରଣ ସାଧାରଣ ଜୀବନ ଠାରୁ ଏହି ସମୟ ଟିକିଏ ଅଲଗା। ହାତ ଗଣତି କିଛି ବ୍ୟକ୍ତିଙ୍କୁ ଛାଡ଼ିଦେଲେ, ଆମ ଆଖପାଖରେ ଥିବା କୌଣସି ବି ମଣିଷ ଏଭଳି ସମୟ ପୂର୍ବରୁ କେବେ ଅନୁଭବ କରିନଥାଇ…
Read More...

ମୋଦୀଙ୍କ ସାମ୍ନାକୁ ଆସିଲା ଏମିତି ଚିତ୍ର

ମଙ୍ଗଳବାରରୁ ସବୁ ମନ୍ତ୍ରୀ ଅଫିସ କରିବେସବୁ ମୁଖ୍ୟମନ୍ତ୍ରୀଙ୍କ ପ୍ରସ୍ତାବକୁ ଲିପିବଦ୍ଧ କଲା କେନ୍ଦ୍ରଜୀବନ ଜୀବିକା କଥା ଉଠାଇଲେ ରାଜ୍ୟଅଧିକାଂଶ ରାଜ୍ୟ ପାଇଁ ମନରେଗା ହିଁ ସଞ୍ଜୀବନୀକିଏ ପ୍ୟାକେଜ୍ ମାଗିଲେ, କିଏ ଋଣ ଛାଡ କହିଲେଋଣ ଉଠାଣ ସୀମା ବୃଦ୍ଧି ଲାଗି ବି ଉଠିଲା ଦାବି …
Read More...

୮୦% ସଂକ୍ରମିତଙ୍କ ପାଖେ ଲକ୍ଷଣ ନାହିଁ

ଭୁବନେଶ୍ବର: ରାଜ୍ୟରେ ଯେତେ ଲୋକ ସଂକ୍ରମିତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କ ଠାରେ କରୋନା ନେଇ କୁହାଯାଉଥିବା କୌଣସି ଲକ୍ଷଣ ନାହିଁ। ଆଜି ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦେଶିକା ଶାଳିନୀ ପଣ୍ଡିତ ଏଭଳି ସୂଚନା ଦେଇଛନ୍ତି। ଆଜି ଗଣମାଧ୍ୟମକୁ ଶ୍ରୀମତୀ ପଣ୍ଡିତ କହିଥିଲେ ଯେ…
Read More...

କରୋନା: ନବୀନ, ମହିଳା ଅଧିକାରୀ ଓ ମାଆମାନେ…

ପ୍ରତି ଘରେ କରୋନା ନେତୃତ୍ବ ନେଉଛନ୍ତି ମହିଳା ସୁଜାତା, ଶାଳିନୀ, ଅନୁ, ସଂଘମିତ୍ରା ଓ ସାଗରିକାମାନେସରକାରର ପ୍ରମୁଖ ସ୍ଥାନରେ ମହିଳା ଆଗରେ ଅଛନ୍ତିକେନ୍ଦ୍ର ଅର୍ଥ ବ୍ୟବସ୍ଥାର ତଦାରଖ କରୁଛନ୍ତି ନିର୍ମଳାବିମଳା, ଭୁବନେଶ୍ବରୀ, ବିରଜା ବି ନେଉଛନ୍ତି ନେତୃତ୍ବ ଭୁବନେଶ୍ବର: ମାରାତ୍ମକ…
Read More...

ସାବଧାନ! ଏବେ ସବୁ ଅସନ୍ତୁଷ୍ଟିଆ ଏକାଠି ହେବେ

ଭୁବନେଶ୍ବର: ବିଜେଡି-ବିଜେପି ମଧ୍ୟରେ ଦୂରତା କମିବାରେ ଲାଗିଛି। କେନ୍ଦ୍ର ସରକାର ଆଖିବୁଜା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସରକାରକୁ ପ୍ରଶଂସା କରିବାରେ କାର୍ପଣ୍ୟ ଦେଖାଉନାହାନ୍ତି। କେନ୍ଦ୍ର ସହିତ ଉତ୍ତମ ସାମଞ୍ଜସ୍ୟ ରଖି ଶାସନରେ ଗୋଟିଚାଳନା କରୁଛନ୍ତି ରାଜ୍ୟ ସରକାର।…
Read More...

ସବୁଠି ଚର୍ଚ୍ଚା, କରୋନା ମୁକାବିଲାରେ ନବୀନ ଆଗରେ

ସବୁଠି ପ୍ରଶଂସା, ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚାତାମିଲନାଡୁ ପତ୍ରିକାର ଉପରେ ନବୀନଙ୍କ ଛବି ଭୁବନେଶ୍ବର: କରୋନା ମୁକାବିଲା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଦକ୍ଷେପ ଏବେ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଲାଗି ଖୋରାକ ଯୋଗାଇଛି। ଦେଶ ଲକ୍ ଡାଉନ ବଢାଇବ କି ନାହିଁ,…
Read More...