Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ସ୍ଲିପର ବସ୍, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category
Today’s Highlight
୧୫ଜଣଙ୍କ ନମୁନା ନେଗେଟିଭ୍, ଦ୍ବିତୀୟ ଆକ୍ରାନ୍ତ ମୁକୁଳିଲେ
ଭୁବନେଶ୍ବର: ନିଜାମୁଦ୍ଦିନ୍ ଧାର୍ମିକ ସଭାରେ ଯୋଗଦେଇ ଓଡ଼ିଶା ଫେରିଥିବା ବ୍ୟକ୍ତିମାନେ କେଉଁଠି ଅଛନ୍ତି ସେ ନେଇ ତନାଘନା ଚାଲିଥିବା ବେଳେ ଏକ ବଡ଼ ଖବର ଆସିିଛି। ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଏହି ଧାର୍ମିକ ସଭାରେ ଯୋଗଦେଇ ଯେଉଁ ୨୦ ଜଣ ବ୍ୟକ୍ତି ଫେରିଥିଲେ,!-->…
Read More...
Read More...
କାହିଁକି ମୋଦୀଙ୍କ ନଜରରେ ଧର୍ମେନ୍ଦ୍ର ବଡ଼?
ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ପରେ ସହଯୋଗର ହାତ ବଢାଇଲା ଭାରତୀୟ ଇସ୍ପାତ କ୍ଷେତ୍ର ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ଇସ୍ପାତ୍ କ୍ଷେତ୍ର ଏବଂ କର୍ମଚାରୀ ଦାନ କଲେ ୫୧୫ କୋଟି ପୂର୍ବରୁ ତୈଳ ରାଷ୍ଟ୍ରାୟତ ଉଦ୍ୟୋଗ ଓ କର୍ମଚାରୀ ୧୦୯୨ କୋଟି ଟଙ୍କା ଦାନ କରିଥିଲେ
!-->!-->!-->!-->!-->…
Read More...
Read More...
ନିଜାମୁଦ୍ଦିନ୍ ସଭା ଫେରନ୍ତାଙ୍କୁ ଖୋଜୁଛି ଓଡ଼ିଶା ପୁଲିସ
ଭୁବନେଶ୍ବର: ଦିଲ୍ଲୀ ନିଜାମୁଦ୍ଦିନ୍ ସଭାରେ ଯୋଗଦେଇ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଖୋଜି କ୍ବାରାଣ୍ଟିନରେ ରଖିବାକୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର କ୍ୟାବିନେଟ୍ ସଚିବ ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନଙ୍କ!-->…
Read More...
Read More...
ନବୀନଙ୍କ ପାଇଁ ଲଢୁଛନ୍ତି ଗାଁ ମହିଳା
କରୋନା ମୁକାବିଲାରେ ମିସନ ଶକ୍ତି ପାଲଟିଛି ଓଡିଶା ଶକ୍ତି ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନରେ ଲାଗିଛନ୍ତି ୬ଲକ୍ଷ ଏସଏଚ୍ଜିର ୭୦ଲକ୍ଷ ମହିଳା
ଭୁବନେଶ୍ୱର: କରୋନା ମୁକାବିଲାରେ ମିସନ ଶକ୍ତି ଏବେ ଓଡିଶା ଶକ୍ତି ଭାବେ କାର୍ଯ୍ୟ କରୁଛି । ଏହି ବିପତ୍ତିର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ!-->!-->!-->!-->!-->…
Read More...
Read More...
ମନରେଗା ମଜୁରି ମୁଣ୍ଡପିଛା ୨୦ ଟଙ୍କା ବଢିଲା
ବିଭିନ୍ନ ରାଜ୍ୟକୁ କେନ୍ଦ୍ର ଦେଲା ୪୪୩୧ କୋଟି ଟଙ୍କା
ନୂଆଦିଲ୍ଲୀ: କରୋନା ମହାମାରୀର ମୁକାବିଲା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ପରାମର୍ଶକ୍ରମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ଏହି ସଂକଟ କାଳରେ ଶ୍ରମଜୀବୀମାନଙ୍କୁ କାମ ଯୋଗାଇବା ଏବଂ ସେମାନଙ୍କୁ ଅଧିକ ବେତନ!-->!-->!-->…
Read More...
Read More...
ମୋର୍ଚ୍ଚା ସମ୍ଭାଳିଛନ୍ତି ଅସିତ୍-ପାଣ୍ଡିଆନ୍ ଟିମ୍
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନ କ୍ଷମତାକୁ ଆସିବା ପରଠାରୁ ରାଜ୍ୟରେ ଆଇଏଏସ୍ ଅଫିସରମାନଙ୍କର କ୍ଷମତା ବୃଦ୍ଧି ନେଇ ସବୁବେଳେ ଚର୍ଚ୍ଚା ହୋଇ ଆସିଛି। କେତେବେଳେ ବେଣୁ ମିଶ୍ର ତ ଆଉ କେବେ ଯୁଗଳ ମହାପାତ୍ର। କେବେ ବିଜୟ ପଟ୍ଟନାୟକ, କେବେ ଆଦିତ୍ୟ ପାଢୀ। ମନ୍ତ୍ରୀଙ୍କ!-->!-->!-->…
Read More...
Read More...
କରୋନା ପାଇଁ ହାତଖୋଲିଦେଲେ ଧର୍ମେନ୍ଦ୍ର
ଏଲପିଜି ବିତରଣ ସହ ସଂପୃକ୍ତ ବ୍ୟକ୍ତିଙ୍କ କରୋନା ଯୋଗୁଁ ମୃତ୍ୟୁ ଘଟିଲେ ୫ ଲକ୍ଷ ସହାୟତାସୋ-ରୁମ ଷ୍ଟାଫ୍, ଗୋଦାମ କିପର, ମେକାନିକ୍ ଓ ଡେଲିଭରି ବୟଙ୍କ ମୃତ୍ୟୁରେ ମିଳିବ ଟଙ୍କାଇଣ୍ଡିଆନ ଅଏଲ, ବିପିସିଏଲ ଏବଂ ଏଚପିସିଏଲ ଦ୍ୱାରା ନିଆଯାଇଥିବା ନିଷ୍ପତି ସ୍ୱାଗତଯୋଗ୍ୟ ତୈଳ କମ୍ପାନୀ ଗୁଡିକର!-->…
Read More...
Read More...
ଚାଷୀଙ୍କ ଋଣ ଉପରେ ବଡ଼ ଘୋଷଣା
୩୧ ମେ, ୨୦୨୦ ପର୍ଯ୍ୟନ୍ତ ବ୍ୟାଙ୍କଗୁଡ଼ିକୁ ୨ ପ୍ରତିଶତ ସୁଧଛାଡ଼ ଓ ସମସ୍ତ କୃଷକଙ୍କୁ ୩ ପ୍ରତିଶତ ତୁରନ୍ତ ପରିଶୋଧ ରିହାତି (ପିଆରଆଇ) ଅବଧି ବୃଦ୍ଧିର ଲାଭ ମିଳିବ୧ ମାର୍ଚ୍ଚରୁ ୩୧ ମେ ମଧ୍ୟରେ ବ୍ୟାଙ୍କଗୁଡ଼ିକ ପକ୍ଷରୁ ଦିଆଯାଇଥିବା ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଉପରେ ମିଳିବ ରିହାତି
!-->!-->!-->…
Read More...
Read More...
୧୩ ଦିନରେ ଅଟକିଲା ବିଧାନସଭା ବଜେଟ୍ ଅଧିବେଶନ
ଲୋକସେବା ଭବନ ସମ୍ମେଳନ କକ୍ଷରେ ବସିଲା ଅଧିବେଶନ୨୦୨୦-୨୧ ଆର୍ଥିକ ବର୍ଷଲାଗି ଖର୍ଚ୍ଚ ଦାବି ପାରିତ ହେଲାଏସସିଏସଟି ବିଭାଗ ଛାଡି ଅନ୍ୟ ବିଭାଗ ଖର୍ଚ୍ଚ ଦାବି ଗିଲୋଟିନରେ ପାରିତଅନିର୍ଦିଷ୍ଟ କାଳ ପାଇଁ ପ୍ରସ୍ତାବ ଆଣିଲେ ମୁଖ୍ୟ ସଚେତକ, ହଁ ମାରିଲା ଗୃହଓଡ଼ିଶା ଇତିହାସରେ କରୋନା ଯୋଡିଲା!-->…
Read More...
Read More...
ବରଦାସ୍ତ ନ କରିବାକୁ ନିର୍ଦେଶ ଦେଲା କେନ୍ଦ୍ର
ସହରାଂଚଳରେ ଜନସାଧାରଣଙ୍କ ଚଳପ୍ରଚଳ ବନ୍ଦକୁ ସୁନିଶ୍ଚିତଲାଗି ରାଜ୍ୟଗୁଡିକୁ ନିର୍ଦ୍ଦେଶବାହାର ରାଜ୍ୟର ଶ୍ରମିକଙ୍କ ପାଇଁ ସମୟୋଚିତ ମଜୁରି ପ୍ରଦାନ ପାଇଁ ବ୍ୟବସ୍ଥାଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କୁ ଘର ଛାଡିବା ଲାଗି କହୁଥିବା ମାଲିକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିୟମାବଳୀର ଉଲଘଂନ!-->…
Read More...
Read More...