ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ଗଳି ପଡ଼ିଲା ବିମାନବନ୍ଦରର ନିର୍ମାଣାଧୀନ ଛାତ

ଭୁବନେଶ୍ୱର: ଆଜି ରାତି ୧୧ଟା ବେଳେ ଭୁବନେଶ୍ୱର ବିମାନନ୍ଦରରେ ନିର୍ମାଣାଧୀନ ଅବସ୍ଥାରେ ଗୋଟିଏ ଛାତ ଗଳିପଡିଛି। ଏହି ଘଟଣାରେ ଜଣେ ଶ୍ରମିକ ଚାପିହୋଇ ରହିଥିବା ସୂଚନା ମିଳୁଛି। ଅନ୍ୟଜଣେ ଗୁରୁତର ଅଛନ୍ତି। ଚାପି ହୋଇ ରହିଥିବା ବ୍ୟକ୍ତି ହେଉଛନ୍ତି ଅନ୍ତର୍ଯ୍ୟାମି ଗୁରୁ ଓ ତାଙ୍କ ଘର ନୟାଗଡ…
Read More...

ଚାଷୀ ଆତ୍ମହତ୍ୟାକୁ ନେଇ କାହିଁକି ଚିନ୍ତା ପ୍ରକାଶ କଲେ ରାଜ୍ୟପାଳ

ଭୁବନେଶ୍ବର: ରାଜ୍ୟ ସରକାର ଚାଷୀ ଆତ୍ମହତ୍ୟାକୁ ସ୍ବୀକାର କରୁନାହାନ୍ତି। ହେଲେ ଚାଷୀ ଆତ୍ମହତ୍ୟା ନେଇ ଚିନ୍ତା ପ୍ରକାଶ କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। ‘କୃଷି ଓଡ଼ିଶା’ର ଉଦ୍‌ଯାପନୀ ଉତ୍ସବରେ ଯୋଗଦେଇ ରାଜ୍ୟପାଳ ରୋକ୍‌ଠୋକ୍‌ କହିଥିଲେ, ଜୀବଜଗତରେ ପଶୁ ପକ୍ଷୀ ଆତ୍ମହତ୍ୟା…
Read More...

ଓଡ଼ିଶା ଛାଡିବେ ରୁପା

ଭୁବନେଶ୍ବର: ୨୦୦୪ ବ୍ୟାଚ୍ ଆଇଏଏସ୍ ଅଫିସର ଓଡ଼ିଶା ଛାଡିବେ। ରୁପାଙ୍କ କେନ୍ଦ୍ରୀୟ ଡେପୁଟେସନ୍ ଆବେଦନକୁ କେନ୍ଦ୍ର ସରକାର ଅନୁମୋଦନ ଦେବା ପରେ କାର୍ମିକ ମନ୍ତ୍ରାଳୟ ଆଜି ତାଙ୍କ ନିଯୁକ୍ତି ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛି। ସେ ପାଞ୍ଚବର୍ଷ ପାଇଁ କେନ୍ଦ୍ରରେ ଦାୟିତ୍ବ ତୁଲାଇବେ। ତାଙ୍କୁ…
Read More...

ଅକଳରେ ପକାଇଦେଲେଣି ପାଣ୍ଡିଆନ୍

ସବୁ ସରକାରରେ ଚର୍ଚ୍ଚାରେ ଥାଏ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟସରକାର ଭାବମୂର୍ତି ପରିବର୍ତନ ପାଇଁ ଏଥର କିନ୍ତୁ ଆଗରେ ଭୁବନେଶ୍ବର: କାଳ କାଳ ଧରି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପ୍ରଶାସନରେ ନିଜର ସ୍ବତନ୍ତ୍ର ପ୍ରଭାବ ବିସ୍ତାର କରି ଆସିଛି। ବିଜୁ ବାବୁଙ୍କ ସମୟରେ ପ୍ୟାରୀମୋହନ…
Read More...

ଏକାଠି ହୋଇଗଲା ପୂରା ପଶ୍ଚିମ ଓଡ଼ିଶା

ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଭିନ୍ନ ମତ ଥିଲା ୫ରେ ବନ୍ଦ ଡାକରା, ଚାପରେ ରାଜ୍ୟ, କେନ୍ଦ୍ର ଭୁବନେଶ୍ବର: ପଶ୍ଚିମ ଓଡ଼ିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ହେବ କି ନାହିଁ, ତାହା ଭିନ୍ନ କଥା। କିନ୍ତୁ ଏହି ଘଟଣାଟି ଏକ ଭୀଷଣ ରୂପ ନେବାକୁ ଆରମ୍ଭ କଲାଣି। ପ୍ରଥମ ଥର ପାଇଁ…
Read More...

କଟକ ସହରର ନବକଳେବର ହେବ

କଟକ ଗସ୍ତ ବେଳେ ନବୀନଙ୍କର ବଡ଼ ଘୋଷଣା, ରିଙ୍ଗ୍ ରୋଡକୁ କରାଯିବ ଛଅ ଥାକିଆମହାନଦୀ କୂଳର ଉନ୍ନତିକରଣ ସହ ଅବସର ବିନୋଦନ କେନ୍ଦ୍ରରେ ରୂପାନ୍ତରିଚ ହେବସହରବାସୀଙ୍କ ସହଯୋଗ ଲୋଡିଲେ ମୁଖ୍ୟମନ୍ତ୍ରୀ, ସରକାର ଯୋଗାଇଦେବେ ସମ୍ବଳ ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯାଇ…
Read More...

ବିଶ୍ବସ୍ତରୀୟ ଏସ୍‌ସିବି ପ୍ରସ୍ତାବରେ ଶେଷ ସ୍ପର୍ଶ

ପାଣ୍ଡିଆନ୍ ଦେଖିଲେ, ଗୁରୁବାର ନବୀନ ଅନୁଧ୍ୟାନ କରିବେଫେବୃୟାରୀ ୨୮ ସୁଦ୍ଧା ଜମି ଅଧିଗ୍ରହଣ ଓ ମାର୍ଚ୍ଚ ପହିଲାରୁ ନିର୍ମାଣ ୨ଟି ଓଭରବ୍ରିଜ, ତାଳଦଣ୍ଡାରୁ ମେଡିକାଲ ୩ ଲେନ୍ ବିଶିଷ୍ଟ ରାସ୍ତା ହେବ ଭୁବନେଶ୍ୱର: କଟକ ସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଓ ହସ୍ପିଟାଲକୁ…
Read More...

କେବଳ ନବୀନ, ଏକା ନବୀନ… କାହିଁକି

ବିଜେପି ଗତବର୍ଷ ଗର୍ଜୁଥିଲା, ଏବେ ନିକଟରେସାଙ୍ଗ ହୋଇ ବସିବେ ନବୀନ-ଅମିତ ଶାହବିଜେଡି ନେତା ବି ବୁଝିପାରୁନାହାନ୍ତି ଓଡ଼ିଶା ଗଣିତକଂଗ୍ରେସ ଠାରୁ ଢେର୍ ଦୟନୀୟ ସ୍ଥିତିରେ ବିଜେପି ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳି ଏବେ ଜାତୀୟ ରାଜନୀତି ଚର୍ଚ୍ଚାର ଶୀର୍ଷ…
Read More...

କାଲିଠୁ ଶିରିଡି ସାଇବାବାଙ୍କ ମନ୍ଦିର ବନ୍ଦ!

ମୁମ୍ବାଇ: ଆସନ୍ତାକାଲି ଠାରୁ ଶିରିଡି ସାଇ ବାବାଙ୍କ ମନ୍ଦିର ଅନିର୍ଦିଷ୍ଟ କାଳ ପାଇଁ ବନ୍ଦ ରହିବ। ଏକଥା ଆମେ କହୁନାହୁଁ। ଶିରିଡି ସାଇ ସଂସ୍ଥାନ ଏଭଳି ଅପ୍ରୀତିକର ନିଷ୍ପତ୍ତି ନେବାକୁ ଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସାଇବାବାଙ୍କ ଜନ୍ମସ୍ଥାନ ସଂପର୍କରେ ଦେଇଥିବା ମନ୍ତବ୍ୟରୁ ସଂସ୍ଥାନ…
Read More...

ବିଜେଡି ଚାଲରେ ସବୁ ଫସିଲେ!

ଭୁବନେଶ୍ବର: ଗତ ୧୬ ତାରିଖ ଗୁରୁବାର ଦିନ ପୁରୀ ଗସ୍ତ ବେଳେ ସ୍ଥାନୀୟ ବିଜେପି ବିଧାୟକ ଜୟନ୍ତ ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନିକଟତର ହେବା ଘଟଣା ସାମ୍ନାକୁ ଆସିଛି। କେବଳ ଏଇ ଗୋଟିଏ ଘଟଣା ନୁହେଁ, ଆଉ ତିନି ବଡ ଘଟଣା ଏଇ ସପ୍ତାହରେ ଗଣମାଧ୍ୟମ ପୃଷ୍ଠାକୁ ଆସିଥିଲା। ରାୟଗଡାର…
Read More...