Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍ୱେରେ ଜଳିଗଲା ସ୍ଲିପର ବସ୍, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category
Today’s Highlight
ବିରୋଧୀଙ୍କ ରଣନୀତି ଫୁସ୍!
ପ୍ରତିବଦ୍ଧତାର ପ୍ରତିଦାନ, ସମୀରଙ୍କୁ ପଦୋନ୍ନତିବିଜେପିର ନୂଆ ସଭାପତି ଭାବେ ମନୋନୀତଶୁକ୍ରବାର ଦଳୀୟ କାର୍ଯ୍ୟାଳୟରେ ଦାୟିତ୍ବ ନେବେଧର୍ମେନ୍ଦ୍ରଙ୍କୁ ଟପି ଆଗକୁ ଯାଇପାରିଲେନି ବିରୋଧୀ
ଭୁବନେଶ୍ବର: ବିଜେପି ଉପସଭାପତି ସମୀର ମହାନ୍ତିଙ୍କୁ ଦଳ ପଦୋନ୍ନତି ଦେଇ ସଭାପତି ପଦରେ ବସାଇଛି।!-->!-->!-->…
Read More...
Read More...
ବଜାର ଉପରେ ନିୟନ୍ତ୍ରଣ ହରାଇଲେ
୫ ବର୍ଷରେ ସବୁଠାରୁ ଖରାପ ସ୍ଥିତିରେ ଖୁଚୁରା ବଜାରପନିପରିବା ଦର ଆୟତ୍ତ ବାହାରେ, ମାଛ,ମାଂସ, ଡାଲି ବି ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତଙ୍କ ଅର୍ଥନୀତି ସଙ୍କଟକୁ ଚାଲିଗଲାଣି
ନୂଆଦିଲ୍ଲୀ:ମାଛ ଓ ମାଂସ କ୍ଷେତ୍ରରେ ମୁଦ୍ରାସ୍ପୀତି ହାର ୯.୫୭ % ବୃଦ୍ଧି ଘଟିଛି। ଅଣ୍ଡା ଦରରେ ଏହି!-->!-->!-->…
Read More...
Read More...
ଋଣ ଛାଡ: ଚାଷୀ ସ୍ବାର୍ଥରେ ନା ନେତାଙ୍କ ସ୍ବାର୍ଥରେ
ମହାରାଷ୍ଟ୍ରରେ ସର୍ବାଧିକ ଋଣ ଛାଡ ହୋଇଛି, ଦ୍ବିତୀୟରେ କର୍ଣ୍ଣାଟକ ସରକାରଚାଷୀଙ୍କ ପାଇଁ କାଳିଆ କି ପିଏମ୍ କିଷାନ ବି ସମାଧାନର ରାସ୍ତା ନୁହେଁଚାଷୀଙ୍କ ସ୍ଥିତି ଓ ସରକାରଙ୍କ ଯୋଜନା ମଧ୍ୟରେ ଯୋଜନ ଯୋଜନ ଦ୍ବରତ୍ବ
ଭୁବନେଶ୍ବର: ଶହେ କି ହଜାରେ ନୁହେଁ, ଗତ ୬ବର୍ଷ ଭିତରେ ବିଭିନ୍ନ!-->!-->!-->…
Read More...
Read More...
କିଏ ଦମ୍ ଦେଖାଇଲା, ଦୀପିକା ନା ଦେବଗନ୍
ନୂଆଦିଲ୍ଲୀ: ସଲମାନ୍ ଖାଁ ଓ ଅମୀର ଖାଁଙ୍କ ଚଳଚ୍ଚିତ୍ର ନେଇ ପୂର୍ବରୁ ବଲିଉଡ୍ ଜଗତରେ ଅନେକ ବାର ଚହଳ ପଡିଛି। ଏଥର କିନ୍ତୁ ଏକାଥରକେ ଦୁଇଟି ଭିନ୍ନ ଭିନ୍ନ ବିଚାର ଧାରାର କଥାବସ୍ତୁ ଧରି ଆସିଥିଲେ ଆଉ ଦୁଇ ବଲିଉଡ୍ ତାରକା ଦୀପିକା ପାଦୁକୋନ୍ ଓ ଅଜୟ ଦେବଗନ୍। ୨୦୦୫ ମସିହାର ଏକ ଏସିଡ୍!-->…
Read More...
Read More...
ପଛୁଆବର୍ଗଙ୍କ ପାଇଁ ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍
୨୦୨୧ ଜନଗଣନା ପୂର୍ବରୁ ବଡ଼ ସଂକଳ୍ପ ନେଲା ରାଜ୍ୟ କ୍ୟାବିନେଟ୍ଏସଇବିସି ଓ ଓବିସି ଗଣନା ପାଇଁ କେନ୍ଦ୍ର ଉପରେ ଚାପ ପକାଇଲେ
ଭୁବନେଶ୍ବର: ଜନଗଣନା ବେଳେ ଅନୁସୂଚିତ ଜାତି ଓ ଜନଜାତି ସଂଖ୍ୟା ଓ ସେମାନଙ୍କ ସ୍ଥିତି ନେଇ ଆପାତତଃ ଏକ ଚିତ୍ର ସାମ୍ନାକୁ ଆସିଥାଏ। ହେଲେ ସାମାଜିକ ଅର୍ଥନୈତିକ!-->!-->!-->…
Read More...
Read More...
ନୀଳାଚଳ ଇସ୍ପାତରୁ ପୁଞ୍ଜି ପ୍ରତ୍ଯାହାର ନିଷ୍ପତ୍ତି
ଧର୍ମେନ୍ଦ୍ର କହିଲେ, ଓଡ଼ିଶାକୁ ଅଧିକ ଲାଭ ହେବ୧୦ ମିଲିୟନ୍ ଟନ୍ ଉତ୍ପାଦନ ଆଶା ଦେଖାଇଲେ କଳିଙ୍ଗ ନଗରକୁ ଷ୍ଟିଲ୍ ହବ୍ କରିବାରେ ମୁଖ୍ୟ ଭୂମିକା ନେବ
ନୂଆଦିଲ୍ଲୀ: ଓଡ଼ିଶାର ଯାଜପୁର ଜିଲ୍ଲାରେ ଥିବା ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ପୁଞ୍ଜି ପ୍ରତ୍ଯାହାର ପାଇଁ କେନ୍ଦ୍ର ସରକାର ଆଜି!-->!-->!-->…
Read More...
Read More...
ଏବେ ପୁଣି ପ୍ରବଳ ଶୀତ ଫେରିବ
ଭୁବନେଶ୍ବର: ଆସନ୍ତାକାଲି ଠାରୁ ପୁଣି ଥରେ ରାଜ୍ୟରେ ଅସହ୍ୟ ଶୀତ ଅନୁଭୂତ ହେବ। ରାତିର ତାପମାତ୍ରା ୪ରୁ ୬ ଡିଗ୍ରି ଯାଏ କମିବା ସମ୍ଭାବନାକୁ ଏଡାଇ ଦେଇ ହେବନାହିଁ। ଅତିକମରେ ୮ ତାରିଖ ପର୍ଯ୍ୟନ୍ତ ଏ ଅସହ୍ୟ ଜାଡରୁ ନିସ୍ତାର ନାହିଁ। ପାଣିପାଗ ବିଜ୍ଞାନୀ ଏଭଳି ପୂର୍ବାନୁମାନ କରିଛନ୍ତି।
!-->!-->!-->…
Read More...
Read More...
ଆଇନ ପଢିବାକୁ ଆଗ୍ରହୀ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର
ଭୁବନେଶ୍ବର: ଓଡ଼ିଶା ପାଇଁ ଖୁସି ଖବର। ଶେଷରେ କଟକସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ଯାଳୟରେ ଓଡ଼ିଆ ପିଲାମାନଙ୍କ ପାଇଁ ୨୫% ଆସନ ସଂରକ୍ଷଣ ରହିବ। ଆଜି ଏକ ସ୍ବତନ୍ତ୍ର ବୈଠକରେ ବିଶ୍ବବିଦ୍ଯାଳୟ କର୍ତ୍ତୃପକ୍ଷ ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଓଡ଼ିଶା ଆଇନ ବିଶ୍ବବିଦ୍ୟାଳୟରେ ପଢିବା ପାଇଁ!-->…
Read More...
Read More...
ଆଇଏଏସ୍ ବାବୁଙ୍କୁ ‘ମୋ ସରକାର’ ଛାଟ; ଟଙ୍କା ନେବା ବେଳେ ଧରାପଡିଲେ ବିଜୟ
ଭୁବନେଶ୍ବର: ନୂଆବର୍ଷ ପୂର୍ବରୁ ରାଜ୍ୟ ସରକାର ବାବୁଙ୍କୁ ବଡ଼ ଝଟକା ଦେଇଛନ୍ତି। ଲାଞ୍ଚ ନେଉଥିବା ଅଭିଯୋଗରେ ଯୁବ ଆଇଏଏସ୍ ଅଫିସର ତଥା ଉଦ୍ୟାନ ନିର୍ଦେଶକ ବିଜୟ କେତନ ଉପାଧ୍ୟାୟଙ୍କୁ ଭିଜିଲାନ୍ସ ଧରିଛି। ସେ ଏକ ବିଲ ଅନୁମୋଦନ ପାଇଁ ୧ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ!-->…
Read More...
Read More...
ରେକର୍ଡ ଭାଙ୍ଗୁଛି ସୋନପୁର, ଥରୁଛି ଓଡ଼ିଶା
ଭୁବନେଶ୍ବର: ସୋନପୁରରେ ସର୍ବନିମ୍ନ ତାପମାତ୍ରା କନ୍ଧମାଳ ଜିଲ୍ଲାର ଦାରିଙ୍ଗିବାଡି ଠାରୁ ବି କମ୍। ରାତିର ତାପମାତ୍ରା ୩.୪ ଡିଗ୍ରି ସେଲସିୟସକୁ ଛୁଇଁଛି। ଅନୁଗୁଳ ତାପମାତ୍ରା ରେକର୍ଡ ପଛରେ ଧାଇଁଛି। ଶନିବାର ରାତିରେ ସେଠାରେ ସର୍ବନିମ୍ନ ତାପମାତ୍ରା ୪.୬ ଡିଗ୍ରିରେ ପହଞ୍ଚିଛି। କନ୍ଧମାଳରେ!-->…
Read More...
Read More...