ପ୍ରମୁଖ ଖବର

ଏସିଆନ୍ ଗେମ୍ସରେ ଭାରତକୁ ୫ ପଦକ, ମୋଟ ସଂଖ୍ୟା ୧୭
‘ମେକ୍ ଇନ୍ ଇଣ୍ଡିଆ’ରେ ଶିଳ୍ପ ଉତ୍ପାଦନରେ ବଡ଼ ବୃଦ୍ଧି
ହରିୟାଣାରେ ତୀର୍ଥଯାତ୍ରୀଙ୍କ ଟ୍ରାକ୍ଟର-ଟ୍ରଲି ଦୁର୍ଘଟଣା, ୬ ମୃତ
ବିଜେପିର ସାଂଗଠନିକ ନିଯୁକ୍ତି, ଓଡ଼ିଶା ଦାୟିତ୍ୱରେ ମାନସ ମହାନ୍ତି
କାବେରୀ ଜଳ ବିବାଦ: କୋର୍ଟ ନିର୍ଦ୍ଦେଶ ବିରୋଧରେ ଅପିଲ୍‌ କରିବ କର୍ଣ୍ଣାଟକ
ଜାମସେଦପୁରରେ ଭୟଙ୍କର ଦୁର୍ଘଟଣା, ମନ୍ତ୍ରୀଙ୍କ ଝିଅ ସମେତ ୪ ମୃତ
ଆମେରିକାର ଚାପରେ ରୁଷ ତୈଳ କିଣା ବନ୍ଦ କରିବନି ଭାରତ: ନିର୍ମଳା
ଯମୁନା ଏକ୍ସପ୍ରେସ୍‌ୱେରେ ଜଳିଗଲା ସ୍ଲିପର ବସ୍‌, ୯ ଜୀବନ୍ତ ଦଗ୍ଧ
ଏମ୍ସରେ ବାଚସ୍ପତି ସୁରମା ପାଢ଼ୀ, ଭେଟିଲେ ମୁଖ୍ୟମନ୍ତ୍ରୀ
ଓଡ଼ିଶାରେ ୨.୪୭ ଲକ୍ଷ କୋଟିର ଶିଳ୍ପ ନିବେଶକୁ ମଞ୍ଜୁରୀ
Browsing Category

Today’s Highlight

ସ୍ବର୍ଗକୁ ଯିବା ରାସ୍ତାରେ ବାଧା

ଭୁବନେଶ୍ବର; ପୁରୀ ସ୍ବର୍ଗଦ୍ବାରର ଉନ୍ନତିକରଣ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୧୯ ନଭେମ୍ବର ମାସରେ ପ୍ରଥମ ପର୍ଯ୍ୟାୟରେ ୫କୋଟି ଟଙ୍କାର ଏକ ପ୍ୟାକେଜ ଘୋଷଣା କରିଥିଲେ। ସ୍ବର୍ଗଦ୍ବାରର ସଂମ୍ପ୍ରସାରଣ ପାଇଁ ନିଜ ପିତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ବିଜୁ ପଟ୍ଟନାୟକଙ୍କ…
Read More...

ଦୁର୍ଘଟଣା ନେଇଗଲା ୭ଜୀବନ

ଗଞ୍ଜାମ: ଗତକାଲି ରାତିରେ ତପ୍ତପାଣି ଘାଟି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଛୋଟ ପିଲା ଓ ମହିଳା ବି ଅଛନ୍ତି। ସେମାନଙ୍କ ପରିଚୟ ଜଣାପଡନାହିଁ। ଏହିସହିତ ୪୫ରୁ ଅଧିକ ଆହତ ହୋଇଛନ୍ତି। ଗୁରୁତର ମାନେ ବ୍ରହ୍ମପୁର ଏବଂ ଦିଗପହଣ୍ଡି…
Read More...

ସୁନନ୍ଦାଙ୍କ ପାଇଁ ହୃଦୟ ଖୋଲିଦେଲେ

ଭୁବନେଶ୍ବର;ସ୍ବନାମଧନ୍ୟା ଶାସ୍ତ୍ରୀୟ ସଂଙ୍ଗୀତଜ୍ଞ ଡଃ ସୁନନ୍ଦା ପଟ୍ଟନାୟକଙ୍କ ସ୍ମତିରେ ସୁନନ୍ଦା ସମ୍ମାନ ଏବଂ ଗୁରୁମା ସୁନନ୍ଦା ପଟ୍ଟନାୟକ ଚେୟାର୍ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଭାରତୀୟ ସଂଗୀତ ଜଗତର କିମ୍ବଦନ୍ତୀ ସଂଙ୍ଗୀତଜ୍ଞ ଡଃ…
Read More...

ଆନ୍ଧ୍ର ମୁହଁମୋଡିଲାଣି, ଓଡ଼ିଶା ଆଖେଇଛି

ଅସଲ ଖେଳ ଖେଳୁଛନ୍ତି ନରେନ୍ଦ୍ର ମୋଦୀ-ଅମିତ ଶାହଜଗନଙ୍କ କାନ୍ଧରେ ଲାଉ ହୋଇ ଟିଡିପିକୁ ରୋକୁଛନ୍ତିଓଡ଼ିଶାରେ ବିଳମ୍ବ କରି ବିଜେଡିକୁ ଅପଦସ୍ତ କରୁଛନ୍ତି ଭୁବନେଶ୍ବର: ଆନ୍ଧ୍ରପ୍ରଦେଶ ସରକାର ତାଙ୍କ ରାଜ୍ୟରେ ଆଉ ବିଧାନ ପରିଷଦ ରଖିବାକୁ ଚାହୁଁନାହାନ୍ତି। ଏ ସଂକ୍ରାନ୍ତ ଏକ ବୈଧାନିକ…
Read More...

ପରୀକ୍ଷା ହେବ, କାହାର କେତେ ଦମ୍

ପୁରୀର ରେକର୍ଡ ସମୟରେ ହେଲା ଜମି ଅଧିଗ୍ରହଣ, ନାଁ କମାଇଲେ ନବୀନନା ମହେଶ୍ବର ଅଛନ୍ତି ନା ସଂଜୟ, ବରଂ ଦୁଇଆସନ ବିଜେପି ହାତରେଏବେ ପ୍ରତାପ ଓ ଅଶୋକଙ୍କ ସମେତ ଭୁବନେଶ୍ବର-କଟକ ବାବୁ ଅଡୁଆରେ ଭୁବନେଶ୍ବର: ପୁରୀ ସଦର ଆସନ ହରାଇଛି ଶାସକ ବିଜେଡି ଦଳ । ପଡୋଶୀ ବ୍ରହ୍ମଗିରି ଆସନ ବି ବିଜେଡି…
Read More...

ସେଦିନ ସତ କହିଥିଲେ ଆମ୍ବେଦକର

ନୂଆଦିଲ୍ଲୀ: ଦେଶ ସ୍ବାଧୀନତା ଲାଭ କଲା। ପରବର୍ତୀ ସମୟରେ ବିଶ୍ବର ସର୍ବବୃହତ୍ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ଲାଭ କରିଛି ଓଡ଼ିଶା। ସାର୍ବଭୌମ୍ୟ ଗଣତାନ୍ତ୍ରିକ ରାଷ୍ଟ୍ରର ମାନ୍ୟତା ପାଇଥିବା ଭାରତ ରବିବାର ୭୧ତମ ସାଧାରଣତନ୍ତ୍ର ଦିବସ ପାଳନ କରିଛି। କିନ୍ତୁ ଏହି ସମୟର କିଛି ସ୍ମୃତି ଏଭଳି…
Read More...

ଗୋପବନ୍ଧୁଙ୍କ ସୁଆଣ୍ଡୋରୁ ପୂଜ୍ୟପୂଜା ପ୍ରକଳ୍ପ

ଐତିହ୍ୟ ପ୍ରକଳ୍ପର ଦ୍ବିତୀୟ ପର୍ଯ୍ୟାୟରେ ମହାମନିଷୀଙ୍କ ପୀଠର ବିକାଶ ପାଇଁ ନବୀନଙ୍କ ଖସଡ଼ା ପ୍ରସ୍ତୁତସୁଆଣ୍ଡୋ ରାସ୍ତାର ଉନ୍ନତିକରଣ ସହିତ ଗୋପବନ୍ଧୁଙ୍କ ଜନ୍ମପୀଠକୁ ସ୍ମାରକୀ ଘୋଷଣା କରିପାରନ୍ତି ସରକାର ଭୁବନେଶ୍ବର: ପୁରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଠାରୁ ଆରମ୍ଭ କରି ଶ୍ରୀ…
Read More...

ପାଣ୍ଡିଆନଙ୍କ ସଙ୍କେତରୁ କିଏ କଣ ବୁଝିଲେ?

ଲୋକ ପ୍ରତିନିଧିଙ୍କ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କ ମନର ଭାଷା ପଢାଇଲେଅକଳରେ ସରକାରୀ ବାବୁ, ଗିଳିଲେ ଅଡୁଆ, କାଢିଲେ ବି ସମସ୍ୟା ଭୁବନେଶ୍ବର: ବିଧାୟକ ଓ ମନ୍ତ୍ରୀଙ୍କ କଥା ଅଫିସର ଶୁଣୁନାହାନ୍ତି। ବିଧାୟକଙ୍କ କଥା ମନ୍ତ୍ରୀ ଶୁଣୁନାହାନ୍ତି। କେଉଁଠି ଜିଲ୍ଲାପାଳ ଓ ଏସପିଙ୍କ ମଧ୍ୟରେ…
Read More...

କିଏ ପାଇଲେ ଓଡ଼ିଶାରୁ ପଦ୍ମ, ଜାଣନ୍ତୁ

ବାଗ୍ମୀ ମନୋଜ ଦାସଙ୍କୁ ପଦ୍ମଭୂଷଣପଦ୍ମ ପୁରସ୍କାର ପାଇବାରେ ରେକର୍ଡପୁଣି ଓଡ଼ିଶା ମନସ୍କ ହେଲା କେନ୍ଦ୍ର ଭୁବନେଶ୍ବର: ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଅବଦାନ ପାଇଁ ବାଗ୍ମୀ ମନାେଜ ଦାସଙ୍କୁ ପଦ୍ମଭୂଷଣ ଉପାଧିରେ ଭୂଷିତ କରାଯିବ। ସମାନ କ୍ଷେତ୍ର ପାଇଁ ବାରିପଦାର ଡ. ଦମୟନ୍ତୀ…
Read More...

ରାଜ, ଦେଓରଂଜନ, ମାଥି ଗେହ୍ଲାପୁଅ!

ବର୍ଷବର୍ଷ ଧରି ବଦଳି ସାମ୍ନା କରୁନାହାନ୍ତି ଏସବୁ ବାବୁଅବସର ପରେ ବି ଦୀପକଙ୍କର ବାରମ୍ବାର ବଢୁଛି କାର୍ଯ୍ୟ ଅବଧି ଭୁବନେଶ୍ବର: ବରିଷ୍ଠ ଆଇଏଏସ୍ ଅଫିସର ଯୁଗଳ କିଶୋର ମହାପାତ୍ର ୨୦୧୩ ମସିହା ଜୁନମାସରେ ମୁଖ୍ୟଶାସନ ସଚିବ ଭାବେ ଦାୟିତ୍ବ ନେଇଥିଲେ। ଶ୍ରୀ ମହାପାତ୍ରଙ୍କ ପରେ…
Read More...