Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category
Today’s Highlight
ଗଣେଶ ଚତୁର୍ଥୀରେ ଥଇଥାନ ପ୍ୟାକେଜ୍
ପୁରୀ ପାଇଁ ବଡ଼ ଥଇଥାନ ପ୍ୟାକେଜ ଘୋଷଣାଜମି, ଘର, ଭଡ଼ା, ସ୍ଥାନାନ୍ତର ପାଇଁ ସହାୟତା ପ୍ରତିଶ୍ରୁତିମଠର ଗାଦି ସୁରକ୍ଷିତ ରହିବ, ଐତିହ୍ୟ ସ୍ପର୍ଶ ରହିବକ୍ଷୁଦ୍ର ବ୍ୟବସାୟୀଙ୍କୁ ବି ବାଦ୍ ଦେଇନାହାନ୍ତି
ଭୁବନେଶ୍ୱର: ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶର!-->!-->!-->!-->!-->…
Read More...
Read More...
ଏବେ ନେତା, ବାବୁଙ୍କୁ ବିପଦ
ଭୁବନେଶ୍ବର: ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ତରିକା ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସନରେ ନିର୍ଦେଶାଳୟ
ବ୍ୟବସ୍ଥାର ପୂର୍ଣ୍ଣଛେଦ ଟାଣି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଉତ୍ତରଦାୟିତ୍ବ ନ୍ୟସ୍ତ ଲାଗି ତିନି ଥାକିଆ!-->…
Read More...
Read More...
ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା
ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆ ସାବଧାନ। ଯେ କୌଣସି ସାମାନ୍ୟ ଭୁଲ୍ ପାଇଁ ଚାକିରି ଚାଲିଯାଇପାରେ। ପ୍ରଶାସନକୁ ଉତ୍ତରଦାୟୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ଏବେ ସରକାରୀ ଚାକିରିଆଙ୍କ ପାଇଁ ଏଭଳି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।!-->…
Read More...
Read More...
ଡ୍ରୋନ୍ ଜଗିବ ଟ୍ରାଫିକ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଡ୍ରୋନ୍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍!-->…
Read More...
Read More...
ଗାନ୍ଧୀଙ୍କୁ ନେଇ ତର୍କ ଅଧିକ, ଚେତନା କମ୍
ମନ କି ବାତ୍ରେ ମୋଦୀ କହିଲେ ମହାତ୍ମାଗାନ୍ଧୀଙ୍କ କଥାପାଠ୍ୟକ୍ରମରେ ସାମିଲ କରିବା ନେଇ ଆନ୍ତରିକତା ନାହିଁଠୋସ୍ କାର୍ଯ୍ୟକ୍ରମ ହାତକୁ ନେଇପାରୁନାହାନ୍ତି କେନ୍ଦ୍ର-ରାଜ୍ୟ
ଭୁବନେଶ୍ୱର: ୧୫୦ତମ ଜନ୍ମ ବର୍ଷରେ ମହାତ୍ମାଗାନ୍ଧୀଙ୍କୁ ନେଇ ସମଗ୍ର ଦେଶରେ ଚର୍ଚ୍ଚା ଆଲୋଚନା ଜାରି ରହିଛି ।!-->!-->!-->!-->!-->…
Read More...
Read More...
ମହାପ୍ରଭୁ ଆମର ଆତ୍ମା, ତ୍ୟାଗ ବ୍ୟର୍ଥ ଯିବନି
ପୁରୀ ବିକାଶ ପେଡି ଖୋଲିଲେ ନବୀନରାଜ୍ୟବାସୀଙ୍କ ସହଯୋଗ ଲୋଡିଲେଉପଯୁକ୍ତ ଥଇଥାନ ପାଇଁ ଆଶ୍ୱସ୍ତ କଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପୁରୀ ବିକାଶ ସଂପର୍କରେ ରାଜ୍ୟବାସୀଙ୍କୁ ବାର୍ତା ଦେଇଛନ୍ତି । କହିଛନ୍ତି, ମହାପ୍ରଭୁଙ୍କ ସେବା ଭାବି ପୁରୀ ବିକାଶରେ ସରକାରଙ୍କୁ!-->!-->!-->…
Read More...
Read More...
ଅଧା ମନ୍ତ୍ରୀ କରୁଛନ୍ତି କଣ?
ଭୁବନେଶ୍ୱର:ପୂର୍ତ୍ତ ବିଭାଗ ଅାଇ.ବି ରୁ ଫେରିଲା ବେଳେ ମନ୍ତ୍ରୀ ସୁଶାନ୍ତ ସିଂ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ଡୁଙ୍ଗୁରିପାଲି ଗ୍ରାମର ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ । ତାଙ୍କର ଡହଳ ବିକଳ ସ୍ଥିତି ଦେଖି ମନ୍ତ୍ରୀ ତାଙ୍କୁ ତୁରନ୍ତ ବୁର୍ଲା ମେଡିକାଲକୁ ପଠେଇବା ପାଇଁ ଯୋଜନା କରିଥିଲେ ।!-->…
Read More...
Read More...
ନିବିଡତାରୁ ମିଳିଲା ପ୍ରଥମ ଫାଇଦା
ଭୁବନେଶ୍ୱର:ବିଜେଡ଼ି-ବିଜେପି ନିବିଡ଼ତାର ଅାଜି ପ୍ରଥମ ଲାଭ ଓଡ଼ିଶାକୁ ମିଳିଛି । ଭୟଙ୍କର ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି କରିଥିବା ପ୍ରଳୟ ଜନିତ ବିପର୍ଯ୍ୟୟ ପୁନଃନିର୍ମାଣ ଲାଗି କେନ୍ଦ୍ର ସରକାର ଅାଜି ଓଡ଼ିଶାକୁ ବଡ ଭେଟି ଦେଇଛନ୍ତି । ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ଫନି ପାଇଁ ୩୩୩୮କୋଟି!-->…
Read More...
Read More...
ଶିଳ୍ପାୟନ ପାଇଁ ଅଣ୍ଟା ଭିଡିଲେ
ବିନିଯୋଗ ହେବ ୨ଲକ୍ଷ କୋଟି, ନିଯୁକ୍ତି ପାଇବେ ୨୭ ହଜାର ୬୪୫ଭୁବନେଶ୍ୱର: ରାଜ୍ୟରେ ୫ ଗୋଟି ପୁଞ୍ଜିନିବେଶକାରୀ ସଂସ୍ଥା ଦ୍ୱାରା ଆଗତ ହୋଇଥିବା ପ୍ରସ୍ତାବକୁ ରାଜ୍ୟ ସରକାରଙ୍କ ବିଂଶତମ ଉଚ୍ଚକ୍ଷମତାସଂପନ୍ନ କମିଟି ବୈଠକରେ ଅନୁମୋଦନ କରିଛନ୍ତି । ନୂତନ ଭାବେ ଉଦ୍ଘାଟିତ ହୋଇଥିବା ଖାରବେଳ!-->…
Read More...
Read More...
ବିଦ୍ରୋହକୁ ଦାନା ଯୋଗାଉଛି କିଏ?
ଭୁବନେଶ୍ୱର: ଏକା ସାଙ୍ଗରେ ଶପଥ ନେଲେ ଆଗପଛ ହୋଇ। ଉଭୟଙ୍କୁ ସଂଖ୍ୟା ଲୋକେ ଅଜାଡି ଦେଇଛନ୍ତି ସଂସଦ ଓ ବିଧାନସଭାରେ। କେନ୍ଦ୍ର ସରକାର ଇତିମଧ୍ୟରେ ନାବାଳିକା ଦୁଷ୍କର୍ମ ମାମଲାରେ ଫାଶୀ, ତିନି ତଲାକ ଓ କାଶ୍ମୀର ଭଳି ୩ଟି ଐତିହାସିକ ନିଷ୍ପତ୍ତି ନେଇସାରିଲେଣି। ରାଜ୍ୟ ସରକାର ପ୍ରଥମ ତିନି ମାସ!-->…
Read More...
Read More...