Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍ ସହ ପଞ୍ଜାବ ପୁଲିସ୍ ଇନ୍ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
Browsing Category
Today’s Highlight
ଶ୍ରୀମନ୍ଦିର ଢାଞ୍ଚାରେ ହେବ ଶ୍ରୀଲିଙ୍ଗରାଜଙ୍କ ପାଇଁ ଆଇନ
ମନ୍ଦିର ପରିଚାଳନାକୁ ନେଇ ସରକାରୀ ତନାଘନା ଭୁବନେଶ୍ବର: ଗୋଟିଏ ପଟେ ପୁରୀକୁ ଐତିହ୍ୟ ସହର ମାନ୍ୟତା ଦେବା ଲାଗି ସରକାର ଜୋରଦାର ପ୍ରକ୍ରିୟା ଆରମ୍ଭ କରିଥିବା ବେଳେ ଅନ୍ୟପଟେ ରାଜ୍ୟର ଚାରିଟି ପ୍ରମୁଖ ମନ୍ଦିର ପରିଚାଳନାରେ ସୁଧାର ଆଣିବା ଲାଗି ଆଇନ ମନ୍ତ୍ରୀ ପ୍ରତାପ ଜେନା ତନାଘନା!-->…
Read More...
Read More...
ରାଜ୍ୟ କଂଗ୍ରେସକୁ ଗାନ୍ଧୀ ଭରସା
ପୁରୁଣା ବେମାରି ଭଲ ହୋଇନି, ପୁଣି ଗୋଷ୍ଠୀ ବାଦ ଅକ୍ଟୋବର ୨ରୁ ଗାନ୍ଧୀଙ୍କ କାର୍ଯ୍ୟକ୍ରମରେ ମାତିବେ ନେତା
ଭୁବନେଶ୍ବର: ନିର୍ବାଚନରେ ଶୋଚନୀୟ ପ୍ରଦର୍ଶନ ପରେ ରାଜ୍ୟ କଂଗ୍ରେସର ଭବିଷ୍ୟତ କଣ ହେବ? ଓଡ଼ିଶାରେ ସଂଗଠନ ଭୁଶୁଡିଯିବ କି? ରାଜନୈତିକ ମହଲରେ ଏହାକୁ ନେଇ କଳ୍ପନାଜଳ୍ପନା!-->!-->!-->…
Read More...
Read More...
ମଦୁଆ ଡ୍ରାଇଭର ସାବଧାନ୍!
ଶୁକ୍ରବାର ସନ୍ଧ୍ୟାରୁ ଡିଜିଙ୍କ ନିର୍ଦେଶରେ ଧରପଗଡସରକାରଙ୍କ ଉପରେ ଚାପ ବଢିଲାପୁଲିସର ଆଚରଣ କମିସନରଙ୍କ ପାଇଁ ବିପଦ
ଭୁବନେଶ୍ୱର: ପୁଲିସ ମହାନିର୍ଦେଶକ ବିଜୟ ଶର୍ମା ଆଜି ଗଣମାଧ୍ୟମକୁ କହିଛନ୍ତି, ମଦ ପିଇ ଗାଡି ଚଳାଇଲେ ଏଣିକି ଡ୍ରାଇଭର ବନ୍ଧା ହେବେ । ରାଜ୍ୟର ସମସ୍ତ ୧୪ଟି ଯାକ!-->!-->!-->!-->!-->…
Read More...
Read More...
ଦେବତାଙ୍କୁ ଏତେ ନିର୍ଯାତନା!
ଦ୍ୱିତୀୟ ଦିନ ପାଇଁ ଲିଙ୍ଗରାଜ ମହାପ୍ରଭୁ ଉପବାସରେଜଗନ୍ନାଥଙ୍କ ପାଇଁ ଥିବା ଦରଦ ଲିଙ୍ଗରାଜଙ୍କ ପାଇଁ ନାହିଁପ୍ରଶାସନ, ଆଇନ ବିଭାଗ ବେଫିକର, କାର୍ଯ୍ୟାନୁଷ୍ଠାନ ଶୂନ
ଭୁବନେଶ୍ୱର: ଜମି ମହାପ୍ରଭୁ ଲିଙ୍ଗରାଜଙ୍କର । କିନ୍ତୁ ଏହି ଜମିର ମାଲିକାନାକୁ ଦେଖାଇ ସେବକମାନେ ନିଜ ନିଜର କେତେ ତାକତ!-->!-->!-->…
Read More...
Read More...
ମଠାଧୀଶ ମେଳି ପଛରେ କିଏ?
ଧର୍ମ ଚର୍ଚ୍ଚା ପାଇଁ ସମ୍ମେଳନ ହେଉନିଭକ୍ତଙ୍କ ଜମି ବି ବିକ୍ରି କରି ଦେଇଛନ୍ତିତନାଘନା ନ କରି ପ୍ରଶାସନ ଚୁପ୍ କାହିଁକି?
ଭୁବନେଶ୍ବର: ପୁରୀ ମଠ ଭଙ୍ଗା ପ୍ରକ୍ରିୟାକୁ ଅଟକାଇବାକୁ ହଠାତ୍ ମଠାଧୀଶ ମେଳି ବାନ୍ଧିଲେଣି। ଦେଶର ବିଭିନ୍ନ ଭାଗରୁ ମଠାଧୀଶ ପୁରୀରେ ଏକାଠି ହୋଇଛନ୍ତି। ସେପଟେ!-->!-->!-->…
Read More...
Read More...
ପୃଥିବୀର ସବୁଠାରୁ କୁନି ଗଣେଶ ଦେଖିଛନ୍ତି କି?
ବିଶାଳ ନୁହଁ କି ସୁଉଚ୍ଚ ନୁହଁ
ପୃଥିବୀର ସବୁଠାରୁ କୁନି ଗଣେଶ
ଭୁବନେଶ୍ୱର: ବ୍ରହ୍ମପୁରର ଶିଳ୍ପୀ ସତ୍ୟନାରାୟଣ ମହାରଣା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଏଥର ସେ ଗଣେଶ ପୂଜା ଅବସରରେ ଦେଢ ଇଞ୍ଚର ଗଣେଶ ତିଆରି କରିଛନ୍ତି । ଅଦରକାରୀ ସାମଗ୍ରୀ ତଥା ଚିରା ଫଟା ଖବରକାଗଜ,!-->!-->!-->!-->!-->!-->!-->…
Read More...
Read More...
ଗଣେଶ ଚତୁର୍ଥୀରେ ଥଇଥାନ ପ୍ୟାକେଜ୍
ପୁରୀ ପାଇଁ ବଡ଼ ଥଇଥାନ ପ୍ୟାକେଜ ଘୋଷଣାଜମି, ଘର, ଭଡ଼ା, ସ୍ଥାନାନ୍ତର ପାଇଁ ସହାୟତା ପ୍ରତିଶ୍ରୁତିମଠର ଗାଦି ସୁରକ୍ଷିତ ରହିବ, ଐତିହ୍ୟ ସ୍ପର୍ଶ ରହିବକ୍ଷୁଦ୍ର ବ୍ୟବସାୟୀଙ୍କୁ ବି ବାଦ୍ ଦେଇନାହାନ୍ତି
ଭୁବନେଶ୍ୱର: ଜନ୍ମାଷ୍ଟମୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀର ବିକାଶର!-->!-->!-->!-->!-->…
Read More...
Read More...
ଏବେ ନେତା, ବାବୁଙ୍କୁ ବିପଦ
ଭୁବନେଶ୍ବର: ପଞ୍ଚମ ପାଳିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ କରିବାର ତରିକା ରାଜନୈତିକ ଓ ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। ଶାସନରେ ନିର୍ଦେଶାଳୟ
ବ୍ୟବସ୍ଥାର ପୂର୍ଣ୍ଣଛେଦ ଟାଣି ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ପ୍ରଶାସନିକ ଉତ୍ତରଦାୟିତ୍ବ ନ୍ୟସ୍ତ ଲାଗି ତିନି ଥାକିଆ!-->…
Read More...
Read More...
ସରକାରୀ କର୍ମଚାରୀଙ୍କ ମୁଣ୍ଡରେ ଖଣ୍ଡା
ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ସରକାରୀ ଚାକିରିଆ ସାବଧାନ। ଯେ କୌଣସି ସାମାନ୍ୟ ଭୁଲ୍ ପାଇଁ ଚାକିରି ଚାଲିଯାଇପାରେ। ପ୍ରଶାସନକୁ ଉତ୍ତରଦାୟୀ କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଇଥିବା ନିଷ୍ପତ୍ତି ଏବେ ସରକାରୀ ଚାକିରିଆଙ୍କ ପାଇଁ ଏଭଳି ଏକ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି।!-->…
Read More...
Read More...
ଡ୍ରୋନ୍ ଜଗିବ ଟ୍ରାଫିକ୍
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍ ନିୟନ୍ତ୍ରଣ ଲାଗି ଡ୍ରୋନ୍ କ୍ୟାମେରାର ପ୍ରୟୋଗ କରାଯିବ । ଆଜି ପୁଲିସ କମିସନର ସୁଧାଂଶୁ ଷଡଙ୍ଗୀ ଗଣମାଧ୍ୟମ ସାମ୍ନାରେ ଏଭଳି ସୂଚନା ଦେଇଛନ୍ତି । ପୁଲିସ ସିଧା ସିଧା କହିଛି ଯେ ରବୀନ୍ଦ୍ର ମଣ୍ଡପ ଛକ ଠାରୁ ବିମାନବନ୍ଦର ଯାଏ ରାସ୍ତାକୁ ଡ୍ରୋନ୍!-->…
Read More...
Read More...