Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category
Today’s Highlight
ପ୍ରସନ୍ନଙ୍କ କଥାରେ ଶାହ ଟେବୁଲ ବାଡେଇଲେ
ରାଜ୍ୟ ମାନ୍ୟତା ହରାଇଲା ଜମ୍ମୁ ଓ କଶ୍ମୀର
ପ୍ରତ୍ୟାହାର ହୋଇଗଲା ସବୁ ସ୍ୱତନ୍ତ୍ର ସୁବିଧା
ବିଧାନସଭା ବ୍ୟବସ୍ଥା ଥିବା କେନ୍ଦ୍ର ଶାସିତ ଅଞ୍ଚଳ
ଲଦାଖ ବି କେନ୍ଦ୍ର ଶାସିତ ଅଞ୍ଚଳ, ବିଧାନସଭା ରହିବନି
ନୂଆଦିଲ୍ଲୀ: ଗତ ସପ୍ତାହେ ଧରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ!-->!-->!-->!-->!-->!-->!-->!-->!-->!-->!-->…
Read More...
Read More...
କୁନ୍ଦୁଲି ରିପୋର୍ଟ ବଢାଇଲା ସରକାରଙ୍କ ଅଡୁଆ, କାହିଁକି ଜାଣନ୍ତୁ
ଭୁବନେଶ୍ୱର: ବହୁଚର୍ଚିତ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ରାଜ୍ୟ ସରକାରଙ୍କୁ ଅକଳରେ ପକାଇ ଦେଇଛି । କମିସନଙ୍କ ରିପୋର୍ଟ ସରକାର ଏ କଳଙ୍କରୁ ଶତ ପ୍ରତିଶତ ମୁକ୍ତ କରିପାରିନି । ଯଦିଓ ଗଣଦୁଷ୍କର୍ମ ମିଥ୍ୟା ବୋଲି ଏଥିରେ କୁହାଯାଇଛି, କିନ୍ତୁ କେଉଁ ପରିସ୍ଥିତିରେ ଜଣେ ନାବାଳିକା ନିଜ ମୁଣ୍ଡକୁ!-->…
Read More...
Read More...
ବିଜେଡିକୁ ପାନେ ଦେଲା ବିଜେପି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସବୁ ବିଲକୁ ସଂସଦରେ ଆଖିବୁଜା ସମର୍ଥନ କରିଚାଲିଛି ବିଜେଡି। ଏଣେ କିନ୍ତୁ ରାଜ୍ୟ ବିଜେପି ଏମିତି ପାନେ ଆଜି ବିିଜେଡିକୁ ଦେଇଛି ଯେ, ଏହା ରାଜ୍ୟ ରାଜନୀତିରେ ଚର୍ଚ୍ଚା ପାଇଁ ଖୋରାକ ଯୋଗାଇଲାଣି। ନିର୍ବାଚନ ପୂର୍ବରୁ ଆକସ୍ମିକ ପାଣ୍ଠିକୁ ନେଇ ଦଳୀୟ ନେତା!-->…
Read More...
Read More...
ଶ୍ରୀଜଗନ୍ନାଥଙ୍କ ବିରୋଧରେ ଷଡ଼୍ଯନ୍ତ୍ର କରୁଛି କିଏ?
ଭୁବନେଶ୍ୱର: କିଛି ବର୍ଷ ତଳେ ପୁରୀରେ ଦ୍ୱିତୀୟ ଶ୍ରୀମନ୍ଦିର ନିର୍ମାଣ ପାଇଁ ଅଣ୍ଟା ଭିଡି ବିବାଦ ଘେରକୁ ଅାସିଥିବା ଇସ୍କନ ସଂସ୍ଥାର ପୁଣି ଏକ କାରନାମା ଚର୍ଚ୍ଚାକୁ ଅାସିଛି । ଅାଷାଢ଼ ମାସ ଦ୍ୱିତୀୟା ତିଥିରେ ମହାପ୍ରଭୁଙ୍କ ରଥଯାତ୍ରା ପାଳନ ହୋଇଥାଏ । ହେଲେ ଲୁଧିଅାନାରେ ଇସ୍କନ!-->…
Read More...
Read More...
ଏବେ ମୋ ସ୍କୁଲ ଭଳି ମୋ କଲେଜ କାର୍ଯ୍ୟକ୍ରମ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ଯ୍ୟକ୍ରମ ଭଳି ଏବେ ମୋ କଲେଜ କାର୍ଯ୍ୟକ୍ରମ ଆରମ୍ଭ ହେବ । ଆଜି ବିଧାନସଭାରେ ଉଚ୍ଚଶିକ୍ଷା ସଂପର୍କିତ ମୁଲତବୀ ଆଲୋଚନାରେ ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ ଏଭଳି ଘୋଷଣା କରିଛନ୍ତି।
ମୁଲତବୀ ପ୍ରସ୍ତାବ ଆଲୋଚନାର ଉତ୍ତର ଦେଇ ମନ୍ତ୍ରୀ!-->!-->!-->!-->!-->…
Read More...
Read More...
ମାସ ଶେଷରେ ପରୀକ୍ଷା ନେବେ ପାଣ୍ଡିଆନ
ପରିବର୍ତନ ଓ ସମ୍ଭାବନା ସଚିବ ଭାବେ ନୂଆ ନିଯୁକ୍ତିନବୀନଙ୍କ ମନ୍ତ୍ରର ସୁରକ୍ଷା ଦାୟିତ୍ୱ ପାଣ୍ଡିଆନ ନେଲେ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟ ରାଜନୀତି ପାଇଁ ସବୁଠାରୁ ବଡ ଗୋଟିଚାଳନା କରିଛନ୍ତି । ଦୀର୍ଘ ଦିନ ଧରି ତାଙ୍କର ବ୍ୟକ୍ତିଗତ ସଚିବ ଭାବେ ଦାୟିତ୍ୱ ତୁଲାଇ!-->!-->!-->…
Read More...
Read More...
ପ୍ରଦୀପ୍ତ-କ୍ରିଷନ୍-ବଲଵନ୍ତଙ୍କୁ ନଜର
ବାରଣାସୀ ଭଳି ହେବ ପୁରୀ ସହର ମାଷ୍ଟର ପ୍ଲାନ ପ୍ରସ୍ତୁତି ଆରମ୍ଭ
ଭୁବନେଶ୍ବର: ପଞ୍ଚଦଶ ଅର୍ଥ କମିସନ ପାଖାପାଖି ୨୦୦ କୋଟି ଟଙ୍କା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ନାଲକୋ କର୍ତୃପକ୍ଷ ସୂଚାଇଛନ୍ତି ସେମାନେ ୬୦ କୋଟି ଟଙ୍କା ଦେବେ। ଏଥିରେ ୪୨ ଏକର ବିଶିଷ୍ଟ ଶ୍ରୀଜଗନ୍ନାଥ ବଲ୍ଲଭ ମଠକୁ!-->!-->!-->…
Read More...
Read More...
ମୁଖ୍ୟମନ୍ତ୍ରୀ ଜାଣିପାରିଲେନି, ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ଜଣାଇଲା
ଭୁବନେଶ୍ୱର: ଆଜି ବିଧାନସଭା ଭାରତବର୍ଷ ସାମ୍ନାରେ ଏକ ବଡ଼ ଉଦାହରଣ ରଖିଛି । ଚନ୍ଦ୍ରାୟଣରେ ସାମିଲ ହୋଇଥିବା ବୈଜ୍ଞାନିକଙ୍କୁ ଗୃହ ସମ୍ମାନ ପ୍ରଦାନ କରିଛି । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିରେ ସାମିଲ ହୋଇପାରିନାହାନ୍ତି । ଯେହେତୁ ବାଚସ୍ପତି ତତ୍କାଳ ଏ ସଂପର୍କରେ ନିଷ୍ପତ୍ତି!-->…
Read More...
Read More...
ସାରଥିଙ୍କ ଉପରୁ ବିପଦ ଟଳିନି, କାହିିଁକି?
ଭୁବନେଶ୍ୱର: ଚୌଦ୍ୱାର ଜେଲ ହାଜତରୁ ବାହାରିବା ପରେ ସାରଥି ବାବା ଓରଫ୍ ସନ୍ତୋଷ ରାଉଳଙ୍କୁ ନିସ୍ତାର ନାହିଁ । ଆଜି କ୍ରାଇମବାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି, ତାଙ୍କ ଉପରେ ନଜର ରଖାଯିବ । ବେଲ ବଣ୍ଡ ସର୍ତ ସେ ପାଳନ କରୁଛନ୍ତି କି ନାହିଁ ,ତାହା କ୍ରାଇମବ୍ରାଞ୍ଚ ଦେଖିବ । ଯଦି ସେ!-->…
Read More...
Read More...
ଡ୍ରେନ ଗିଳିଲା ପ୍ରାଣ, ଏ ର୍ବଷର ପ୍ରଥମ
ସାଲିଆ ସାହିରେ ଉତ୍ତେଜନା ଧସ୍ତାଧସ୍ତିଡ୍ରେନ-ରାସ୍ତା ମିଶିଯାଇଥିଲା, ଗଳିପଡିଲେ
ଭୁବନେଶ୍ବର: ମୁକୁଳା ଡ୍ରେନ ପାଣିରେ ଆଜି ଜଣେ ବୃଦ୍ଧା ଭାସିଯାଇଛନ୍ତି। ସ୍ଥାନୀୟ ସାଲିଆସାହିରେ ଏଭଳି ଅଘଟଣ ଘଟିଛି। ମୃତ ବୃଦ୍ଧାଜଣଙ୍କ ହଲେେ, ଆନ୍ଧ୍ରପ୍ରଦେଶ ମଣ୍ଡରେଶ୍ବରର ପି. ଅପଲାମା ଓ ତାଙ୍କ ବୟସ ୬୦!-->!-->!-->…
Read More...
Read More...