Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍ ୱାର୍ଡେନ୍ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category
Today’s Highlight
କାହାକୁ ରାଜନୀତିର ତୀର ମାରିଲେ ନବୀନ
କ୍ରୀଡାର ବିକାଶ ପାଇଁ ଓଡ଼ିଶାର ପୁରସ୍କୃତସୋର୍ଟସ ଷ୍ଟାର ପୁରସ୍କାର ଆଣିଲେ ନବୀନଭୁବନେଶ୍ୱର: ରାଜନୀତିରେ କ୍ଷମତା ପାଇଁ ଝୁଙ୍କ୍ ବିଜୟୀ କରିବ । କିନ୍ତୁ ସେବା ପାଇଁ ଝୁଙ୍କ୍ ଦ୍ୱାରା ଲୋକଙ୍କ ହୃଦୟ ଜିତିହେବ । ଖେଳ ସହିତ ରାଜନୀତିକୁ ଫେଣ୍ଟାଫେଣ୍ଟି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ!-->…
Read More...
Read More...
ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଅଣଓଡ଼ିଆ!
ନବୀନ ସ୍ୱଚ୍ଛତାର ପୁଣି ପ୍ରମାଣ ଦେଲେସଶକ୍ତ ଲୋକାୟୁକ୍ତ ଗଠନ ରାସ୍ତା ଖୋଲିଲାକମିଟିର ସବୁ ସଦସ୍ୟଙ୍କ ମତ ମିଶିଗଲାମାର୍ଚ ୧୯ରେ ଚୟନ ହେବେ ଅନ୍ୟ ସଦସ୍ୟ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସଶକ୍ତ ଲୋକାୟୁକ୍ତ ଗଠନ କରିବା ଲାଗି ଅଣ୍ଟାଭିଡିଛନ୍ତି । ରାଜ୍ୟର ପ୍ରଥମ!-->…
Read More...
Read More...
କିଏ ପାଇବେ ଟିକେଟ୍, କିଏ ପଡିବ ବାଦ୍
ତିନି ଥର ହାରିଥିଲେ ମିଳିବନି ଟିକେଟ୍ଗୋଟିଏ ପରିବାରକୁ ଜଣକୁ ମିଳିବକଂଗ୍ରେସ ଶିବିରରେ କମ୍ପନ, ବରିଷ୍ଠ ବିଚଳିତଭୁବନେଶ୍ୱର: ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍ । ତିନି ଥର ହାରିଥିଲେ ଟିକେଟ୍ ମନା । ଟିକେଟ୍ ବଣ୍ଟନ ପ୍ରକ୍ରିୟାରେ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ!-->…
Read More...
Read More...
ନୂଆ ଖେଳ ଆରମ୍ଭ କଲେ ବୈଜୟନ୍ତ
ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବାହମାସ୍ ଟିକସ ଠକେଇ ଭଳି ଘଟଣାରେ ବିଜେଡି ଏବେ ତାଙ୍କୁ ଘେରିଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର କାହିଁକି ଏହି ଘଟଣାରେ ତଦନ୍ତ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ଦଳ କେନ୍ଦ୍ରମନ୍ତ୍ରୀ!-->…
Read More...
Read More...
ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା
ଭୁବନେଶ୍ୱର: ବଦନାମ ନେତାଙ୍କ ଟିକେଟ୍ କାଟିଦେଲେ ବିଜେଡି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଅନେକ ଆକଳନ କରୁଥିଲେ, ଚିତ୍ପଟାଙ୍ଗ ମାରିବ ବିଜେଡି । ମୋଦୀ ହାଵାରେ ଅସନ୍ତୁଷ୍ଟଙ୍କ ଭୋଟ ମିଶିଲେ, ବରବାଦ ଆଡକୁ ଯିବ ଶଙ୍ଖ । ପୁଣି ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ!-->…
Read More...
Read More...
ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ, ୮ରୁ କାର୍ଯ୍ୟ
ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି!-->…
Read More...
Read More...
ଫଟୋରେ ରହିଗଲା ସ୍ମରଣୀୟ ମୁହୂର୍ତ
କିଏ ଯିଏ, ଆଉ କିଏ ଫେରିବେଅଧିବେଶନ ଶେଷ, ନୂଆ ସରକାରକୁ ଅପେକ୍ଷାମାନ ଅଭିମାନ ଛାଡି ହାତ ମିଳାଇଲେ ନେତାକାହାକୁ କେମିତି ମନେ ରଖିବ ବିଧାନସଭା
ଭୁବନେଶ୍ବର: ଯେତେଥର ଗୃହରେ ବସିଛନ୍ତି, ରାଜନୈତିକ ଆକ୍ଷେପ, ପ୍ରତି ଆକ୍ଷେପ ହୋଇଛି । ଲଢେଇ ଅନେକ ସମୟରେ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ!-->!-->!-->…
Read More...
Read More...
ବେଶୀ ଟଙ୍କା ନେଇଗଲା କୃଷି
୧ଲକ୍ଷ ୩୨ ହଜାର ୬୬୦ କୋଟି ଟଙ୍କାର ବାର୍ଷିକ ବଜେଟ୍ ମୁଖ୍ୟମନ୍ତ୍ରୀ େଘାଷଣା କରିଥିଲେ, ଶଶୀ ଅର୍ଥ ବରାଦ େଦଲେଚାରିମାସ ପାଇଁ ୫୬ହଜାର ୯୨୧ େକାଟିର େଲଖାନୁଦାନନବୀନଙ୍କ ନଜରରେ ଗାଁ, ଆଦିବାସୀ, ଯୁବକ, ଗରିବ, ମହିଳା ଭୁବନେଶ୍ବର: େକନ୍ଦ୍ର ସରକାରଙ୍କ ଭଳି ଅନ୍ତରୀଣ ବଜେଟରେ କୌଣସି ନୂଆ!-->…
Read More...
Read More...
ନବୀନଙ୍କ ରାସ୍ତାରେ ସୂର୍ଯ୍ୟ କଣ୍ଟା
କାଳିଆ ସଫଳତାକୁ ଅଟକାଉଛି ଧାନ କିଣା ଅବ୍ୟବସ୍ଥାସୂର୍ଯ୍ୟଙ୍କ ବାମ ହାତ କଳଙ୍କ ଡାହାଣ ହାତ ସଫଳତାକୁ ପୋଛୁଛିଗାଁ ଗାଁରେ ତେଜିଲାଣି ଅସନ୍ତୋଷ, ମନ୍ତ୍ରୀ, ପ୍ରଶାସନ ବେଫିକର ଭୁବନେଶ୍ୱର: ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ରଙ୍କ ହାତରେ ରହିଛି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ । ସମବାୟ!-->…
Read More...
Read More...
ନବୀନ ରାସ୍ତା ଦେଖାଇଲେ, ମମତା ମାଡିଗଲେ
ଚିଟ୍ଫଣ୍ଡ ମାମଲାରେ ଓଡ଼ିଶାରେ ସିବିଆଇ-ପୁଲିସ ବଳକଷାକଷିପଶ୍ଚିମବଙ୍ଗରେ ସିବିଆଇକୁ ଅଟକାଇଲେ ଦିଦି, ପୁଲିସ ସାଥ୍ ଦେଲାମମତାଙ୍କ ଧାରଣା, ସମଗ୍ର ଦେଶରେ ହଇଚଇ, ବିରୋଧୀ ପୁଣି ମେଳି ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସିବିଆଇର ଚିଟ୍ଫଣ୍ଡ ତନାଘନାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି!-->…
Read More...
Read More...