ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ
Browsing Category

Today’s Highlight

ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା । ଶନିବାର ସୁନ୍ଦରଗଡର ଏକ…
Read More...

କେନ୍ଦ୍ର କାଟିଦେଲା ୨୬ ହଜାର ୩୪୨ କୋଟି

ନବୀନ ବଜେଟକୁ ଦେଲେ ଅଢେଇ ମାର୍କଚନ୍ଦ୍ରବାବୁ ନାଇଡୁ ପାଳିବେ ପ୍ରତିବାଦ ଦିବସକ୍ରେଜିଵାଲ ବି କଡା ସମାଲୋଚନା କଲେ ଭୁବନେଶ୍ୱର: ଚତୁର୍ଦଶ ଅର୍ଥ କମିସନ ସୁପାରିସରେ ଓଡ଼ିଶାକୁ ଅଜାଡି ଦିଆଯାଇଛି ବୋଲି ଦାବି କରିଥିଲେ କେନ୍ଦ୍ର ସରକାର । ୮ଟି ବଡ ଯୋଜନା ବନ୍ଦ କରିଦେବା ସହିତ ୩୩ଟି ଯୋଜନାରେ ଚୋଟ…
Read More...

ନନ୍ଦିନୀଙ୍କୁ ତଡିଦେବେ କି ଲତିକା

ରମେଶଙ୍କୁ ବିଜେଡିରୁ ଟକ୍କର ଦେବ କିଏସାନଖେମୁଣ୍ଡିରେ ତଥାପି ଅଙ୍କ ଛିଣ୍ଡିନି ଭୁବନେଶ୍ୱର:ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ନା ବର୍ତମାନର ବିଧାୟିକ ନନ୍ଦିନୀ ଦେବୀ । ଓସ୍କାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ…
Read More...

କାହା ଆକାଉଣ୍ଟରୁ ଫେରିବ କାଳିଆ ଟଙ୍କା

ଭୁବନେଶ୍ୱର: ୫ଏକରରୁ ଅଧିକ ଚାଷ ଜମି ଥିଲେ କିମ୍ୱା ସରକାରୀ ଚାକିରିଆ । ଆୟକର ଦାତା ଅଥବା ହିତାଧିକାରୀଙ୍କର ମୃତ୍ୟୁ ହୋଇଯାଇଥିବା ଜଣାପଡିଲେ, ସେମାନଙ୍କ ଆକାଉଣ୍ଟକୁ ଭୁଲ କ୍ରମେ ଯାଇଥିବା କାଳିଆ ଟଙ୍କା ଫେରାଇ ଅଣାଯିବ । ଆଜି କୃଷି ସଚିବ ସୌରଭ ଗର୍ଗ ସଚିବାଳୟରେ ଏହି ସୂଚନା ଦେଇଛନ୍ତି ।…
Read More...

କୁଆଡେ ଗଲା କଂଗ୍ରେସର ଦମ୍ଭୋକ୍ତି

ମହାନଦୀ ଟ୍ରିବ୍ୟୁନାଲରେ ଭୀଷଣ ପ୍ରତିବାଦ ଜଣାଇଛନ୍ତି ଛତିଶଗଡ ସରକାର ଓଡ଼ିଶାକୁ ଦୋଷୀ ବୋଲି ସାବ୍ୟସ୍ତ କରିବା ସହ କ୍ଷତିପୂରଣ ମାଗିଛନ୍ତି ଭୁବନେଶ୍ୱର: ଛତିଶଗଡରେ କଂଗ୍ରେସ କ୍ଷମତାକୁ ଆସିଲା, ଏବେ ମହାନଦୀ ମାମଲାରେ ଓଡ଼ିଶାକୁ ସହଯୋଗ ମିଳିବ । ଏମିତି ଭାଷଣବାଜି କରିଥିଲେ, ରାଜ୍ୟ କଂଗ୍ରେସ…
Read More...

କ୍ଷମତା ଚୌକି ପାଇଁ ଲଢେଇ

ବିଜେପିର ସିବିଆଇ ବନାମ ବିଜେଡିର ପୁଲିସ ଅରୁଣ, ଅତନୁଙ୍କୁ ସିବିଆଇ ସମନ ଗୋଲକ, ଭୃଗୁଙ୍କୁ ପୁଲିସ ନୋଟିସ ପରସ୍ପର ସଲାକୁସ୍ତି ପରେ ବଳ କଷାକଷି ପ୍ରାକ୍‍ ନିର୍ବାଚନ ରାଜନୀତିରେ କମ୍ପନ ସମ୍ପର୍କ ଭଲ ନାହିଁ, ଜଣାଇବାକୁ ଚାଲ୍‍ କି? ଭୁବନେଶ୍ୱର: ବେଶ୍‍ କିଛି ମାସ ଧରି ସଲାକୁସ୍ତି ଚାଲିବା ପରେ…
Read More...

ପରିବର୍ତନର ଆହ୍ୱାନ ଦେଲେ ଶାହ

ଓଡ଼ିଆ ଭାଷା କହୁଥିବା ନେତାଙ୍କୁ ମୁଖ୍ୟମନ୍ତ୍ରୀ ବାଛ ବିଜେଡି, କଂଗ୍ରେସ ବିକାଶ କଲେନି, ଏଥର ବିଜେପିକୁ ଦିଅ ପଞ୍ଚାୟତ ନିର୍ବାଚନ ଫଳାଫଳ କହୁଛି, ଏଥର ପଦ୍ମଫୁଲର ସରକାର ପ୍ରଚୁର ପରିଶ୍ରମ କରିବା ଲାଗି କର୍ମୀଙ୍କୁ କହିଲେ କଟକ: ବିଜେଡିର ୧୯ ବର୍ଷର ଶାସନ ଚାଲିଲା । ୨୦୧୯ରେ ନିର୍ବାଚନହେବାକୁ…
Read More...

ନିଦ ହଜାଇଦେଲେ ରାହୁଲ

ରାୟପୁର: ସବର୍ଣ୍ଣଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ କାର୍ଡ ଖେଳି ଭୋଟରଙ୍କୁ ଚକ୍‍ମା ଦେଇଥିଲା ବିଜେପି । ଆଜି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଉ ପାଦେ ଆଗକୁ ଯାଇଛନ୍ତି । ଛତିଶଗଡ ରାୟପୁରରେ ଏକ ସଭାରେ ଯୋଗଦେଇ ରାହୁଲ ପ୍ରତିଶ୍ରୁତି ଦେଇଛନ୍ତି ଯେ ଯଦି କଂଗ୍ରେସ କ୍ଷମତାକୁ ଆସେ, ତେବେ…
Read More...

ରାହୁଲଙ୍କୁ ବକଵାସ୍‍, ଧର୍ମେନ୍ଦ୍ରଙ୍କୁ ଅବାନ୍ତର

ଭୁବନେଶ୍ୱର: ଗତ ୨୫ ତାରିଖରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଭୁବନେଶ୍ୱରରେ ଗର୍ଜନ ତର୍ଜନ କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରିମୋର୍ଟ କଣ୍ଟ୍ରୋଲ ବୋଲି ଆକ୍ଷେପ କରି କଡା ସମାଲୋଚନା କରିଥିଲେ । ଆଜି ରଦିଲ୍ଲୀରେ ମୁଖ୍ୟମନ୍ତ୍ରୀ…
Read More...

୧୬୦ କିଲୋମିଟର ବେଗରେ ଗଡିବ ବନ୍ଦେ ଭାରତ

ନୂଆଦିଲ୍ଲୀ: ନିଜସ୍ୱ ଜ୍ଞାନ କୌଶଳରେ ନିର୍ମିତ ପାଇଲଟ ବିହୀନ ସେମି ସ୍ପିଡ୍‍ ଟ୍ରେନକୁ ବନ୍ଦେ ଭାରତ ଏµପ୍ରେସ ନାମରେ ନାମିତ କରାଯାଇଛି । ଆଜି କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏ ନେଇ ସୂଚନା ଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ କହିିଥିଲେ, ଏହି ଟ୍ରେନର ନାମକରଣ ନେଇ ଅନେକ ନାମ ଆସିଥିଲା,…
Read More...