ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

ରଙ୍ଗବତୀ ଗୀତ ପାଇଁ ବଦଳିଲା ଗାଁର ନାମ

ଏବେଠାରୁ ବିଲୁଙ୍ଗ୍ ଗାଁ, ରଙ୍ଗବତୀ ବିଲୁଙ୍ଗ ନାମରେ ନୂଆ ପରିଚୟ ପାଇଲାରାଜ୍ୟ ସରକାରଙ୍କ ସୁପାରିସକୁ ଅନୁମୋଦନ ଦେଲେ କେନ୍ଦ୍ର ସରକାରଓଢ଼ିଶା ଇତିହାସ ପାଇଁ ଏକ ବିରଳ ଘଟଣା, ଅମର ହୋଇଗଲା ରଙ୍ଗବତୀ ଗୀତ ଭୁବନେଶ୍ବର: ଭାରତ ଇତିହାସରେ ଆଜି ଏକ ବିରଳ ଅଧ୍ୟାୟ ଯୋଡି ହୋଇଛି।
Read More...

୫ମାସ ମାଗଣା ଡାଲି ଓ ଚାଉଳ

କରୋନା ସଂକ୍ରମଣ ଏବଂ ତଦ୍‌ଜନିତ ଲକ୍‌ଡାଉନ ଓ ସଟ୍‌ଡାଉନ ଗରିବ ଲୋକଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପକାଇଛି। ତେଣୁ ଗରିବ ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ମାନଙ୍କୁ ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ୫
Read More...

ଡାକ୍ତରଙ୍କ ଅବସର ବୟସ ୬୨ ରୁ ୬୫ କୁ ବୃଦ୍ଧି

ଖୋର୍ଦ୍ଧା ଓ କଟକ ଜିଲ୍ଲାକୁ ରାଜ୍ୟ ବାହାରୁ ଏକ ଲକ୍ଷରୁ ଅଧିକ ପ୍ରବାସୀ ଆସିଥିଲେ ମଧ୍ୟ ଖୋର୍ଦ୍ଧା (ଭୁବନେଶ୍ବର) ଓ କଟକ ଜିଲ୍ଲାରେ କୋଭିଡ ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି। ଖୋର୍ଦ୍ଧା ଜିଲ୍ଲାରେ ସୁସ୍ଥତା ହାର ୭୦ ପ୍ରତିଶତ ଥିବାବେଳେ କଟକ ଜିଲ୍ଲାରେ ଏହା ୭୧ ପ୍ରତିଶତ ରହିଛି, ଯାହାକି
Read More...

କଥା ଦେଇଥିଲେ ଫେରିବେ; ହେଲେ ବାହୁଡିଗଲେ ବିଜୟ

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଭୁବନେଶ୍ବର: ଅସୁସ୍ଥ ଅବସ୍ଥାରେ ସହଯୋଗୀଙ୍କୁ କହିଥିଲେ, ଫେରିଲେ ଡ୍ରାମା କରିବା। ଫିଲ୍ମ କରିବା। ଆଉ ଫେରିଲେନି। ବରଂ ସବୁଦିନ ପାଇଁ ସମସ୍ତଙ୍କୁ ଛାଡ଼ି ଚାଲିଯାଇଛନ୍ତି ପ୍ରଖ୍ୟାତ ଅଭିନେତା ବିଜୟ
Read More...

ଆସନ୍ତା କାଲି ଠାରୁ ଗଞ୍ଜାମରେ ପ୍ଲାଜ୍‌ମା ଥେରାପି

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ଗଞ୍ଜାମ ଜିଲ୍ଲାର କୋଭିଡ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରି ରଣନୀତିକୁ ସୁଦୃଢ କରିବା ପାଇଁ କେତେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ଆସନ୍ତାକାଲି ଗଞ୍ଜାମ ଜିଲ୍ଲାର ଶୀତଳାପଲ୍ଲୀସ୍ଥିତ ଟାଟା କୋଭିଡ
Read More...

ବିପଦ ଟାଣିଆଣୁଛି କରୋନା

ଭୁବନେଶ୍ବର: କୋଭିଡ ଚିକିତ୍ସା କରୁଥିବା ବେଳେ ଜଣେ ଆୟୁଷ ଡାକ୍ତରଙ୍କର ଆଜି ମୃତ୍ୟୁ ଘଟିିଛି। ଡାକ୍ତର ପ୍ରଦୀପ ତ୍ରିପାଠୀ ବୌଦ୍ଧ ଜିଲ୍ଲାର ଚାରିଛକ ଠାରେ କାର୍ଯ୍ୟରତ ଥିଲେ। ତାଙ୍କ ଘର ଗଞ୍ଜାମ ଜିଲ୍ଲାର ଧରାକୋଟ ଅଞ୍ଚଳରେ। ତାଙ୍କ ସ୍ବାବ୍ ପରୀକ୍ଷା ପାଇଁ ଯାଇଥିବା ସୂଚନା ମିଳିଛି।
Read More...

ମାସକ ପରେ ପୁଣି ୩ କେଜି ଧଳାପାଉଡର ଜବତ

ଭୁବନେଶ୍ବର: ଓଡିଶା ସ୍ପେଶାଲ ଟାସ୍କ ଫୋର୍ସକୁ ଏକ ବଡ ସଫଳତା ମିଳିଛି। ମାତ୍ର ଗୋଟିଏ ମାସ ବ୍ୟବଧାନରେ ଏସଟିଏଫ ମୟୂରଭଞ୍ଜ କୁଳିଅଣାରୁ ୩କେଜି୨୮୫ଗ୍ରାମର ବ୍ରାଉନ ସୁଗାର ଜବତ ହୋଇଛି। ଏହାର ମୁଲ୍ୟ ପ୍ରାୟ ୩କୋଟି୨୮ଲକ୍ଷ ଟଙ୍କା ହେବ। କ୍ରାଇମବ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ଆଜି
Read More...

ବର୍ଷ କେଇଟାରେ ସବୁଥିରେ ରେକର୍ଡ

ଅନୁସନ୍ଧାନ - ବିଶ୍ୱ କଲ୍ୟାଣ ନିମନ୍ତେ ନାଗରିକ ସୃଷ୍ଟି କରିବା ହିଁ ମୂଳ ଲକ୍ଷ୍ୟ ଭୁବନେଶ୍ବର: ଦୁଇ ଦଶନ୍ଧି ପୂର୍ବେ ଭୁବନେଶ୍ୱରରେ ଶିକ୍ଷା ଓ ଅନୁସନ୍ଧାନ ଡିମ୍‌ଡ ଟୁ ବି ବିଶ୍ୱବିଦ୍ୟାଳୟର ଏକ ନମ୍ର ଅୟମାରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସୋଆ ନାମରେ ବେଶ ପରିଚିତ ହୋଇଥିବା ଏହି
Read More...

ଶକ୍ତି ଫେରିପାଇବ କଂଗ୍ରେସ, ବଳ ଦେଉଛି ବିଜେପି!

ଭୁବନେଶ୍ବର: କେନ୍ଦ୍ରରେ ଧୀରେ ଧୀରେ ବିଜେପି-କଂଗ୍ରେସ ମଧ୍ୟରେ ଶୀତଳଯୁଦ୍ଧ କ୍ରମଶଃ ଜୋର ଧରିଲାଣି। ସମ୍ଭବତଃ ଏମିତି ଦିନ ନ ଥିବ ,ଯେଉଁଦିନ କେନ୍ଦ୍ରୀୟ ବିଜେପି ନେତାମାନେ ଗାନ୍ଧୀ ପରିବାର ସଂପର୍କରେ ବିଷୋଦଗାର କରୁନଥିବେ। ୨୦୧୯ ନିର୍ବାଚନର ପ୍ରଥମ ୮ମାସ ପରେ ବିଜେପିର ଶୀର୍ଷ
Read More...

ସାଗରିକା ଗଲେ, ସୌମ୍ୟା ଆସିଲେ

ରାଧାକୃଷ୍ମ ଶର୍ମା ଗୁଇନ୍ଦା ନିର୍ଦେଶକ ଭାବେ ପାଇଲେ ବଡ଼ ନିଯୁକ୍ତିଅନୁପଙ୍କୁ ଗୁଇନ୍ଦା ଦାୟିତ୍ବ, ଉମାଶଙ୍କର ଭୁବନେଶ୍ବର ଡିସିପିମାଓ ଅପରେସନ୍ ପରେ ପ୍ରତୀକଙ୍କ ଉପରେ ଭରସା କଲେ ସରକାରସତ୍ୟଜିତଙ୍କୁ ଅଗ୍ନିଶମ, ଅକ୍ଷୟଙ୍କୁ ପୁଲିସ ହାଉସିଂ, ପ୍ରିୟଦର୍ଶୀଙ୍କୁ କ୍ରାଇମବ୍ରାଞ୍ଚ
Read More...