ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

ପିଢି ପରିବର୍ତନରେ ବି ନବୀନ ଦେଶରେ ଆଗୁଆ

ସିନ୍ଧିଆଙ୍କ ପରେ ପାଇଲଟଙ୍କ ଗୋଟିଚାଳନା ନେଇ ଦେଶରେ କମ୍ପନକିଏ ବିଜେପିକୁ ଦୋଷ ଦେଉଛନ୍ତି, ଆଉ କାହା ଆଙ୍ଗୁଠି ଯୁବନେତାଙ୍କୁନୀତି, ଆଦର୍ଶର ଜଳାଞ୍ଜଳି କଥା କହି ଅସଲ ଗଣିତକୁ ଦୂରେଇ ହେବନିଯାହା ଇନ୍ଦିରା, ରାଜୀବ, ସୋନିଆ କଲେ, ରାହୁଲ ସେଥିରେ ବି ଫେଲ୍ ଭୁବନେଶ୍ବର: ପ୍ରଥମେ
Read More...

ପୁରୀ ସାରା ଦୁନିଆକୁ ବାଟ ଦେଖାଇଛି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶାବାସୀଙ୍କୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ରଥଯାତ୍ରା ଉଦାହରଣ ରଖି କୋଭିଡ୍ ସଂକ୍ରାନ୍ତରେ ନିଜର ଆଭିମୁଖ୍ୟ ରଖିଥିଲେ। ସ୍ପଷ୍ଟ ଭାବେ ଜଣାଇଥିଲେ ଯେ ପୁରୀ ସାରା ଦୁନିଆକୁ କିଭଳି ବାଟ ଦେଖାଇଛି। କୋଭିଡ଼
Read More...

ଅତି ଭୀଷଣ ହେଉଛି କରୋନା

ବିଧାୟକ ସଂକ୍ରମିତ, ବିଧାନସଭା କମିଟି ବୈଠକ ବାତିଲ୍ଅତି ଜରୁରୀ ନ ଥିଲେ କଟକର ୪ ମେଡ଼ିକାଲକୁ ନଯିବାକୁ ଜିଲ୍ଲାପାଳଙ୍କ ନିର୍ଦେଶକଦେଶର ପରିସ୍ଥିତି ବି ଗୁରୁତର, ୨୪ ଘଣ୍ଟାରେ ୪୨୫ ଜଣଙ୍କର ମୃତ୍ୟୁ ଭୁବନେଶ୍ବର: ଯାହା ପୂର୍ବରୁ ଆକଳନ କରାଯାଉଥିଲା, ତାହା ଏବେ ବାସ୍ତବ ରୂପ ନେବା ଆରମ୍ଭ
Read More...

ଅଗଷ୍ଟ ୧୫ ପୂର୍ବରୁ ସମ୍ପୂର୍ଣ୍ଣ ନବକଳେବର!

ବିଜେଡି ସଂଗଠନ ନୂଆ ରୂପ ନେବ, ବଛାଯିବେ ଯୁବ, ମହିଳା ଓ ଛାତ୍ର ମୁଖିଆମନ୍ତ୍ରିମଣ୍ଡଳରେ ନୂଆ ମୁହଁ ସାମିଲ ହୋଇପାରନ୍ତି, କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେପ୍ରଶାସନିକସ୍ତରରେ ବଡ଼ ପରିବର୍ତ୍ତନ, ଯୁବ ଅଧିକାରୀଙ୍କୁ ମିଳିପାରେ ବଡ଼ କ୍ଷମତାପୁଲିସ ପ୍ରଶାସନରେ ବି ବ୍ୟାପକ ପରିବର୍ତ୍ତନ
Read More...

ବୋଲବମ୍ ଉପରେ କଟକଣା ଲାଗିଲା

ଭୁବନେଶ୍ବର: ଶିବ ଭକ୍ତ ନିରାଶ। ଚଳିତବର୍ଷ ବୋଲବମ୍ ଯାତ୍ରା ଉପରେ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। କରୋନା ପରିପ୍ରେକ୍ଷୀରେ ଆଜି ରାଜ୍ୟ ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀ ଜରିଆରେ ଏସଆରସି ପ୍ରଦୀପ କୁମାର ଜେନା ଏହି ଘୋଷଣା କରିଥିଲେ।
Read More...

କରୋନାର ବିପଜ୍ଜନକ ଦିଗ ସାମ୍ନାକୁ ଆସିଲା

ଆଦୌ ରୋଗ ନଥାଇ କରୋନା ମୃତ୍ୟୁ ବଢ଼ୁଛି ଅଧାରୁ ଅଧିକ ବୟସ୍କ ଲୋକଙ୍କର ମୃତ୍ୟୁ ହୋଇଛିଏକ ତୃତୀୟାଂଶ ମୁଖ୍ୟ ରୋଜଗାର ବୟସରେ ପ୍ରାଣ ହରାଇଲେଓଡ଼ିଶାରେ ପୁଣି ୪୯୫ ସଂକ୍ରମିତ, ୫ଜଣଙ୍କର ମୃତ୍ୟୁଗଞ୍ଜାମର ଦୁଇ ଯୁବକଙ୍କର କୌଣସି ରୋଗ ନଥିଲା ଭୁବନେଶ୍ବର: ଯାହା ଆଶଙ୍କା କରାଯାଇଥିଲା, ତାହା
Read More...

କଂଗ୍ରେସକୁ କେତେଦୂର ସାହାଯ୍ୟ କରିପାରିବେ ପ୍ରିୟଙ୍କା?

୨୦୨୨ ନିର୍ବାଚନ ଜାତୀୟ ରାଜନୀତିରେ ବଡ଼ ପରିବର୍ତ୍ତନ ସମ୍ଭାବନା ରଖେଆଞ୍ଚଳିକଦଳମାନଙ୍କର ଭାଗ୍ୟ ନିର୍ଣ୍ଣୟ ବି ଉତ୍ତରପ୍ରଦେଶ ରାଜନୀତିରୁ ହେବ ନୂଆଦିଲ୍ଲୀ: ଜାତୀୟ ରାଜନୀତିରେ କଂଗ୍ରେସ ବଢ଼ିବ ନ ଛିଡ଼ିବ? କଂଗ୍ରେସ ପାଇଁ କିଏ ତ୍ରାଣକର୍ତ୍ତା ଭାବେ ଉଭା ହେବେ ? ଯୁବନେତାମାନେ କଂଗ୍ରେସରୁ
Read More...

ଉତ୍ତରପ୍ରଦେଶ ଜଣାଇବ, କଂଗ୍ରେସ ଆଗକୁ ବଢ଼ିବ କି ଛିଡ଼ିବ

୨୦୨୨ ନିର୍ବାଚନକୁ ଲକ୍ଷ୍ୟ ରଖି ଉତ୍ତରପ୍ରଦେଶକୁ ଓହ୍ଲାଉଛନ୍ତି ପ୍ରିୟଙ୍କାଦଳ ଏକାକୀ ଯିବାକୁ ଯୋଜନା କରି ରଣନୀତି ପ୍ରସ୍ତୁତ କରିଛିଉତ୍ତରପ୍ରଦେଶରେ ସଫଳତା ମିଳିଲେ, ଆଗକୁ ବଢ଼ିପାରେ କଂଗ୍ରେସଗତ ୨୦ବର୍ଷ ଭିତରେ କଂଗ୍ରେସର ସବୁଠାରୁ ବଡ଼ ନିଷ୍ପତ୍ତି କୁହାଯାଇପାରେ ନୂଆଦିଲ୍ଲୀ:
Read More...

ସେନାଙ୍କୁ ସାହସ ଦେଲେ ମୋଦୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଦିନ ଲଦାଖରେ ନିୟୋଜିତ ତଥା ଭାରତର ସୀମା ରକ୍ଷା କରୁଥିବା ଭାରତୀୟ ସେନାର ସୈନିକମାନଙ୍କୁ ଅଭିବାଦନ ଜଣାଇଛନ୍ତି। ଜୁନ୍ ୧୫ରେ ଗାଲୱାନ୍ ଉପତ୍ୟକାରେ ଚୀନ୍ ସୈନିକମାନଙ୍କ ସହ ମୁହାଁମୁହିଁରେ ସହିଦଙ୍କୁ ମଧ୍ୟ ସେ ଶ୍ରଦ୍ଧାଞ୍ଜଳି ଅର୍ପଣ
Read More...

୩ ଦିନରେ ହଜାରେଙ୍କୁ ଧରିଲା କରୋନା

ରାଜ୍ୟରେ ଗୋଟିଏ ଦିନରେ ସର୍ବାଧିକ କରୋନା ସଂକ୍ରମିତ ଠାବ୫୬୧ଙ୍କ କରୋନା ପଜିଟିଭ୍ ଚିହ୍ନଟ, ମୃତ୍ୟୁ ସଂଖ୍ୟା ୨୯କୁ ଛୁଇଁଲାଗଞ୍ଜାମ ଜିଲ୍ଲାରେ କରୋନା ଆୟତ୍ତ ହେବାର ନା ଧରୁନି, ଦିନକରେ ୨୮୩ ଜୁଲାଇ ଆରମ୍ଭରୁ ରାଜ୍ୟରେ ଗମ୍ଭୀର ସ୍ଥିତି ସୃଷ୍ଟି କଲାଣି ଭୂତାଣୁ ଭୁବନେଶ୍ବର: ଜୁଲାଇ ମାସ
Read More...