Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ବିଜେପିର ବିହାର ଗଣିତ ବଦଳିବ!
ନୀତିଶ ନୁହେଁ, ଏଥର ସୁଶୀଲ ମୋଦୀ ହେବେ ମୁଖ୍ୟମନ୍ତ୍ରୀବଡ଼ ଗୋଟିଚାଳନା ଆରମ୍ଭ କଲାଣି ବିଜେପି, ସଂପର୍କ ତୁଟିପାରେ
ନୂଆଦିଲ୍ଲୀ: ବିହାର ରାଜନୀତି ଗଣିତରେ ଏକ ବଡ଼ ଧରଣର ପରିବର୍ତନ ସମ୍ଭାବନା ସୃଷ୍ଟି ହେଲାଣି। ମୁ୍ଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ହଟାଇବା ଲାଗି ବିଜେପି ଯଦି!-->!-->!-->…
Read More...
Read More...
ଏବେ ସମବାୟ ବ୍ୟାଙ୍କରେ ଟଙ୍କା ସୁରକ୍ଷିତ
କେନ୍ଦ୍ର କ୍ୟାବିନେଟ୍ ନେଲେ ବଡ଼ ନିଷ୍ପତ୍ତିସମବାୟ ବ୍ୟାଙ୍କ ଉପରେ ନଜର ରଖିବ ଆରବିଆଇ
ନୂଆଦିଲ୍ଲୀ: ସମବାୟ ବ୍ୟାଙ୍କଗୁଡ଼ିକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଅଧୀନକୁ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଜମାକାରୀଙ୍କ ଟଙ୍କା ସୁରକ୍ଷିତ ଅଛି ବୋଲି ନିଶ୍ଚିତ କରିବାକୁ ଏଭଳି ପଦକ୍ଷେପ!-->!-->!-->…
Read More...
Read More...
କେବଳ ରାହୁଲ ଆଉ ରାହୁଲ
ସଭାପତି ହେବା ପାଇଁ ପୁଣି ଦାବି ଉଠିଲାନିର୍ବାଚନ ପରାଜୟ ପରେ ଇସ୍ତଫା ଦେଇଥିଲେ
ନୂଆଦିଲ୍ଲୀ: ଗାନ୍ଧୀ ପରିବାର ମୋହ ଛାଡ଼ିପାରୁନି କଂଗ୍ରେସ। ମୁଖିଆ ପଦରେ ବସିବା ଲାଗି ଦଳୀୟ ନେତାଙ୍କ ମଧ୍ୟରେ ଆତ୍ମବିଶ୍ବାସର ଅଭାବ ଏକ କାରଣ ନା ଗାନ୍ଧୀ ଭୋଟ୍ ବ୍ୟାଙ୍କ ଏବେ ବି ରହିଥିବା ଦଳ ଅନୁମାନ!-->!-->!-->…
Read More...
Read More...
ମାନ ରଖିଲେ ମହାପ୍ରଭୁ
ସବୁଥିରେ ରେକର୍ଡ, ବ୍ୟାପକ ଶୃଙ୍ଖଳା ଭିତରେ ରଥଯାତ୍ରା ଭକ୍ତଙ୍କୁ ନ ଦେଖି ମହାପ୍ରଭୁ ନଟଖଟ କଲେନି, ସକାଳୁ ସକାଳୁ ରଥପାଖରେଗଜପତି କଲେ ଛେରାପହଁରା, ଶଙ୍କରାଚାର୍ଯ୍ୟ କଲେ ଦର୍ଶନଶରଧାବାଲିରେ ତିନିରଥ, ସେବାୟତ ଟାଣିଟାଣି ନେଲେ ବଡ଼ଦାଣ୍ଡରେମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟିଭି ସାମ୍ନାରେ!-->…
Read More...
Read More...
ଚାଷୀକୁ ଲାଭ ଦେବ ନା ରାଜ୍ୟକୁ ଦୁର୍ବଳ କରିବ?
କୃଷି କ୍ଷେତ୍ରରେ କେନ୍ଦ୍ରର ତିନିଟି ବଡ଼ ନିଷ୍ପତ୍ତି ନେଇ ବଢ଼ିଲାଣି ବିତର୍କ
ନୂଆଦିଲ୍ଲୀ: କେନ୍ଦ୍ର ସରକାର ନିକଟରେ ତିନିଟି ନିୟମାବଳୀ ମାଧ୍ୟମରେ ପ୍ରମୁଖ କୃଷି ବଜାରରେ ସଂସ୍କାର ଉଦ୍ୟମ କରିଛନ୍ତି। ଜରୁରୀ ଦ୍ରବ୍ୟ (ସଂଶୋଧନ) ଅଧ୍ୟାଦେଶ ୨୦୨୦, କୃଷି ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ!-->!-->!-->…
Read More...
Read More...
ଏଣିକି ସତର୍କ ନ ରହିଲେ…
ଭୁବନେଶ୍ବର: ୨୦୨୦-୨୧ କେନ୍ଦ୍ରୀୟ ନେତୃତ୍ବାଧୀନ ବିଜେପି ପାଇଁ ଏକ ଆହ୍ବାନ ରଖୁଛି। ଏଇଥିପାଇଁ ଯେ ଆସନ୍ତା ବର୍ଷକ ମଧ୍ୟରେ ଅର୍ଥାତ୍ ୨୦୨୧ ମେ' ମାସ ସୁଦ୍ଧା ଦେଶର ଗୁରୁତ୍ବପୂର୍ଣ୍ଣ କିଛି ରାଜ୍ୟରେ ନିର୍ବାଚନ ହେବ। ୨୦୨୦ରେ ନଭେମ୍ବରରେ ବିହାରର ନୀତିଶ ସରକାରଙ୍କ କାର୍ଯ୍ୟକାଳ ସରୁଛି।!-->!-->!-->…
Read More...
Read More...
ଶତ୍ରୁପାଇଁ କେତେ ଭୟଙ୍କର ହୋଇପାରେ ଭାରତ
ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ୍, ଅନ୍ୟପଟେ ନେପାଳ, ପାକିସ୍ତାନ ଭଳି ଦେଶ ଭାରତକୁ ଘେରି ଚାପ ସୃଷ୍ଟି କରୁଛନ୍ତି। ଏମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଭାରତ ସକ୍ଷମ ବୋଲି ୨୪ ଘଣ୍ଟା ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଭରସା ଦେଇଛନ୍ତି। ଏପଟେ ବାୟୁସେନା ସୀମାରେ ସଜାଗ!-->!-->!-->…
Read More...
Read More...
ଏମିତି ଏକ ପରମ୍ପରା, ଯାହା ଚମକାଇ ଦିଏ
ନୂଆଦିଲ୍ଲୀ: ଆପଣ ନିଶ୍ଚିତ ଭାବରେ ସେହି ଦୋକାନଗୁଡିକରେ ସେମାନଙ୍କର ମାଲିକମାନଙ୍କୁ ଦେଖିଥିବେ, ଯେଉଁମାନେ ଆପଣଙ୍କୁ ସାମଗ୍ରୀ ଦିଅନ୍ତି ଓ ଏ ବାବଦ ପ୍ରାପ୍ୟ ସେମାନେ ଗଣି ନିଅନ୍ତି। କିନ୍ତୁ ଆପଣ ଭାରତର ଉତ୍ତର ପୂର୍ବ ରାଜ୍ୟ ମିଜୋରାମରେ ଏମିତି କିଛି ସ୍ଥାନ ରହିଛି, ଯେଉଁଠାରେ କୌଣସି!-->!-->!-->…
Read More...
Read More...
ମଲାଲାଙ୍କ ଟ୍ବିଟ୍ ନେଇ ଚର୍ଚ୍ଚା
ନୂଆଦିଲ୍ଲୀ: ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରେ ଡିଗ୍ରୀ ସମାପ୍ତ କରିଛନ୍ତି। ଅକ୍ସଫୋର୍ଡର ଲେଡି ମାର୍ଗେଟ ହଲରେ ଦର୍ଶନ, ରାଜନୀତି ଏବଂ ଅର୍ଥନୀତି ବିଷୟ ନେଇ ମଲାଲା ଡିଗ୍ରି ସମାପ୍ତ କରିବା ପରେ ନିଜ ଖୁସି ବାଣ୍ଟିଥିଲେ। ସେ ଦୁଇଟି ଛବି!-->!-->!-->…
Read More...
Read More...
ବାୟୁସେନା ସଜାଗ ହେଲା କାହିଁକି?
ନୂଆଦିଲ୍ଲୀ: ଭାରତ-ଚୀନ୍ର ଉତ୍ତେଜନା ପରିସ୍ଥିତି ଜାରି ରହିଛି। କୌଣସି ପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ସେନା ସତର୍କ ରହିଛି। ବୁଧବାର ବିଳମ୍ବିତ ରାତିରେ ବାୟୁସେନା ମୁଖ୍ୟ ଆର.କେ.ଏସ୍ ଭଦରିଆ ଲେହ ଏୟାରବେସ୍ ପରିଦର୍ଶନ କରିଥିଲେ। ପ୍ରତିରକ୍ଷା ମୁଖ୍ୟ ବିପିନ୍ ରାୱତ ଏବଂ ସେନା!-->…
Read More...
Read More...