Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
ସମରେ ହେବ କୋଭିଡ୍ ଟିକା ପରୀକ୍ଷଣ
ଭୁବନେଶ୍ୱର : ଭାରତରେ ପ୍ରଥମ କୋଭିଡ଼-୧୯ ଭ୍ୟାକସିନର ମଣିଷ ଉପରେ ପ୍ରୟୋଗ ନିମନ୍ତେ ଓଡ଼ିଶାର ଏକମାତ୍ର ପରୀକ୍ଷଣ କେନ୍ଦ୍ର ଭାବେ ଶିକ୍ଷା ଓ ଅନୁସନ୍ଧାନ (ଡିମ୍ଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନସେସ ଆଣ୍ଡ ସମ୍ ହସପିଟାଲ୍କୁ ଇଣ୍ଡିଆନ କାଉନସିଲ ଫର ମେଡିକାଲ!-->…
Read More...
Read More...
ଖୁବ୍ ଶୀଘ୍ର ପ୍ଲାଜ୍ମା ଥେରାପି ଚିକିତ୍ସା
ଦିଲ୍ଲୀ ପରେ ଓଡ଼ିଶାରେ ହେବ, ଏସସିବିରେ ହେବ ଲ୍ୟାଣ୍ଡ ବ୍ୟାଙ୍କଅଗଷ୍ଟ ପରେ ଲୋକେ ଉପକୃତ ହେବେ, ବୈଷୟିକ କମିଟି ଗଠନ
ଭୁବନେଶ୍ବର: ରାଜ୍ୟରେ ଖୁବ୍ ଶୀଘ୍ର ଆରମ୍ଭ ହେବ ପ୍ଲାଜ୍ମା ଥେରାପି। ଆଡି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଏହି ସୂଚନା ଦେଇଛନ୍ତି। ଏହାଦ୍ବାରା କରୋନାରୁ ସୁସ୍ଥ!-->!-->!-->…
Read More...
Read More...
ଭୂମିହୀନଙ୍କ ଚାଷୀ ପାଇଁ ନବୀନଙ୍କ ବଡ଼ ଯୋଜନା
କୃଷି ଋଣ ଯୋଗାଇବା ପାଇଁ ରାଜ୍ୟର ଅଭିନବ ଯୋଜନା 'ବଳରାମ'୧୦୪୦ କୋଟି ଟଙ୍କାର ଋଣ ଯୋଗାଣ ଲକ୍ଷ୍ୟ, ୭ଲକ୍ଷ ଚାଷୀଙ୍କୁ ନଜର
ଭୁବନେଶ୍ବର: ଭୂମିହୀନ ଚାଷୀମାନଙ୍କୁ କୃଷି ଋଣ ଯୋଗାଇବା ନିମନ୍ତେ ରାଜ୍ୟ ସରକାରଙ୍କ ନୂତନ ଯୋଜନା ବଳରାମ ଆରମ୍ଭ କରିଛନ୍ତି। ଆଜି ମୁଖ୍ୟ ଶାସନ ସଚିବ ଅସିତ୍!-->!-->!-->…
Read More...
Read More...
ଚୀନ ବିରୋଧରେ ଆଉ ଏକ ପଦକ୍ଷେପ
ନୂଆଦିଲ୍ଲୀ: ଟିକଟକ ବା ଡିଜିଟାଲ କ୍ଷେତ୍ରରେ ଧକା ଓ ସଡ଼କ ନିର୍ମାଣରେ କଟକଣା ପରେ କେନ୍ଦ୍ର ସରକାର ଚୀନ ଉପରେ ଆଉ ଏକ ଶକ୍ତ ପ୍ରହାର ଲାଗି ପ୍ରସ୍ତୁତି ଆରମ୍ଭ କରିଛନ୍ତି। ବିଦ୍ୟୁତ୍ କ୍ଷେତ୍ରରେ ଚୀନ୍କୁ ଚକିତ କରିବା ପାଇଁ ଭାରତ ଶକ୍ତି କ୍ଷେତ୍ରର ଆମଦାନୀ ଶୁଳ୍କକ ବୃଦ୍ଧି କରିବ। ଏହା!-->…
Read More...
Read More...
ଆନନ୍ଦଙ୍କୁ ବହିଷ୍କାର କଲେ ଅଭୟ
ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ : ଡିଜିପିବୀରମିତ୍ରପୁର ଘଟଣାରେ ନେଲେ କାର୍ଯ୍ୟାନୁଷ୍ଠାନ ଅଭୟବରିଷ୍ଠ ପଦାଧିକାରୀଙ୍କ କିଛି ଦୋଷ ଅଛି ନା ନାହିଁ?
ଭୁବନେଶ୍ବର: ବୀରମିତ୍ରପୁର ଥାନା ଭିତରେ ନାବାଳିକାକୁ ଦୁଷ୍କର୍ମ ମାମଲାରେ ଆଜି ପୁଲିସ ମହାନିର୍ଦେଶକ ପୂର୍ବତନ ଥାନା!-->!-->!-->…
Read More...
Read More...
କରୋନା ଟଳିନି, ଜି-୪ ବଢାଇଲାଣି ଚିନ୍ତା
ବେଜିଂ: ଚୀନ ବିଶ୍ୱବିଦ୍ୟାଳୟ ଏବଂ ବୈଜ୍ଞାନିକମାନେ ଗବେଷଣା ପରେ ଏବେ ଜାଣିପାରିଛନ୍ତି ଯେ ଭୂତାଣୁ ଜି-୪ ବି ଘାତକ ହୋଇପାରେ। ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଜୀବାଣୁ ଜି-୪ “ମଣିଷକୁ ସଂକ୍ରମିତ କରିବା ପାଇଁ ଅତ୍ୟଧିକ ଅନୁକୂଳ ହେବାର ସମସ୍ତ ଜରୁରୀ ଚିହ୍ନ”!-->…
Read More...
Read More...
ଆକାଶରେ ଇନ୍ଦ୍ର ଯେବେ ଦେଖାନ୍ତି କରିସ୍ମା
ସବୁଠାରୁ ଲମ୍ବା ବିଜୁଳି ୭୦୯ କିଲୋମିଟର, ୧୬.୭୩ ଝଲସିଲା ଆକାଶରେ
ଆପଣ ନିଶ୍ଚୟ ଆକାଶରୁ ବିଜୁଳି ମାରୁଥିବା ଦେଖିଥିବେ। ଏହା କିଛି ସେକେଣ୍ଡରେ ଶେଷ ହୁଏ। କିନ୍ତୁ ବର୍ତ୍ତମାନ ବିଶ୍ୱର ସର୍ବବୃହତ ବଜ୍ରପାତ ଏବଂ ଦୀର୍ଘତମ ବିଜୁଳିର ରେକର୍ଡ ରେକର୍ଡ କରାଯାଇଛି। ବୃହତ୍ତମ ଏହି ସ୍ୱର୍ଗୀୟ!-->!-->!-->…
Read More...
Read More...
କେଉଁ ରାସ୍ତାରେ ଯାଉଛନ୍ତି ବିଜେଡି, ବିଜେପି ଓ କଂଗ୍ରେସ?
ଭୁବନେଶ୍ବର: ସାଧାରଣ ନିର୍ବାଚନ ପରେ ଓଡ଼ିଶାର ପ୍ରମୁଖ ତିନି ରାଜନୈତିକ ଦଳରେ ଘୁଣ ଲାଗିଯାଇଛି। ରାଜନୈତିକ କାର୍ଯ୍ୟକ୍ରମ ତ ଦୂରର କଥା ଗଣମାଧ୍ୟମ ସାମ୍ନାରେ ବୟାନବାଜି ଛଡ଼ା ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ କୌଣସି ଠୋସ୍ ନିଷ୍ପତ୍ତି ନେବା ଲାଗି ଆଗ୍ରହୀ ନାହାନ୍ତି ବିଜେଡି, ବିଜେପି ଓ!-->…
Read More...
Read More...
ଦଳବଦଳ ଲାଭ ନା କ୍ଷତି?
ଭୁବନେଶ୍ବର: ଯଦି ବିଜେଡିରେ କିଛି ଇଚ୍ଛା ପୂରଣ ନ ହେଉଛି, ତେବେ ବିଜେପି ଚାଲ। ଯଦି ବିଜେପି ଟିକେଟ୍ ନ ଦେଲା, ତେବେ ବିଜେଡି ଦେବ କି? କଂଗ୍ରେସରେ ଜିତିବାର ସୁଯୋଗ ନାହିଁ, ବିଜେପି କିମ୍ବା ବିଜେଡି ଗଲେ ଜିତିହେବ, ଏଣୁ ସେଠି ଯୋଗଦିଅ।
ଗତ କିଛି ବର୍ଷ ଧରି ରାଜ୍ୟରେ ବିଭିନ୍ନ!-->!-->!-->…
Read More...
Read More...
ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ସଫଳ କାହିଁକି? ରହସ୍ୟ ଖୋଲିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିରେ ଅଧ୍ୟକ୍ଷତା କରି ଆଗୁଆ ପ୍ରସ୍ତୁତି, ତ୍ବରିତ ଉଦ୍ଧାର ଓ ପୁନର୍ଗଠନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ ଦେଇଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଭିନ୍ନ ବିପର୍ଯ୍ୟୟରେ ଯୋଗୁ!-->…
Read More...
Read More...