Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍
Browsing Category
TOP STORIES
ବିଜେପି ଚାହିଁଲା, ବିଜେଡି ଦେଲା
ନାଗରିକତା ବିଲ୍କୁ ସମର୍ଥନ ଦେବ ବିଜେଡି, ହ୍ବିପ୍ ଜାରି ହୋଇପାରେଦେଶରେ ମୋଦୀଙ୍କର ସବୁଠାରୁ ବିଶ୍ବାସଯୋଗ୍ୟ ଦଳ ହେଉଛି ବିଜେଡିବିଜେଡି ପାଇଁ କମ୍, ବିଜେପି ପାଇଁ ଏବେ ନବୀନଙ୍କ ସମର୍ଥନ ବେଶୀ ଲୋଡାସଂଖ୍ୟା ଲାଗି ଦରକାର, ତା ଠାରୁ ଅଧିକ ନବୀନଙ୍କ ଭାବମୂର୍ତି ବଡ ଶକ୍ତି
ଭୁବନେଶ୍ବର:!-->!-->!-->…
Read More...
Read More...
ପୁଣି ଏକାଠି ହେଲେ ଚିଟଫଣ୍ଡ ଜମାକାରୀ
ଅନଧିକୃତ ଜମାରାଶି ସଂଗ୍ରହ ଓ ମହା ଠକେଇ ଘଟଣାରେ ସରକାର ପ୍ରତାରିତ କରିଛନ୍ତି ଜାନୁଆରିରେ ରାଜ୍ଯଵ୍ଯାପୀ ତହସିଲ ସ୍ତରୀୟ ଜମାକାରୀ ଗଣ ସତ୍ଯାଗ୍ରହ ଅନୁଷ୍ଠିତ ହେଵ
ଭୁବନେଶ୍ବର: ଦୀର୍ଘଦିନ ପରେ ପୁଣି ଥରେ ଚିଟଫଣ୍ଡ ଜମାକାରୀମାନେ ଏକାଠି ହେଉଛନ୍ତି। ଆର୍ଥିକ ସଂସ୍ଥାମାନଙ୍କ ଦ୍ଵାରା!-->!-->!-->…
Read More...
Read More...
ଓଡିଆ ଜାତି ଦୟାରେ ନୁହେଁ ଲଢେଇ କରି ସ୍ୱୀକୃତି ପାଇବ: ଧର୍ମେନ୍ଦ୍ର
କେନ୍ଦ୍ର ସଂସ୍କୃତି ବିଭାଗ ନେତୃତ୍ୱରେ ପାଇକ ବିଦ୍ରୋହ ‘ଏନ୍ସିଇଆରଟି’ ପୁସ୍ତକରେ ସ୍ଥାନ ପାଇଛି ଏହି ସ୍ମାରକୀ ଆଗାମୀ ୨୦୦ ବର୍ଷ ପର୍ଯ୍ୟନ୍ତ ଓଡିଆଙ୍କ ବିଜୟଗାଥାକୁ ବିଶ୍ୱରେ ପ୍ରତିପାଦିତ କରିବ
ଖୋର୍ଦ୍ଧା: ଓଡିଆ ଜାତି କାହା ଦୟାରେ ନୁହଁ ଲଢେଇ କରି ସ୍ୱୀକୃତି ପାଇବ ବୋଲି ରବିବାର!-->!-->!-->…
Read More...
Read More...
ନିଆଁ ନେଲାଣି ୪୩ ଜୀବନ
ନୂଆଦିଲ୍ଲୀ: ଭାରତର ରାଜଧାନୀ ଦିଲ୍ଲୀରେ ଏକ ଭୟାବହ ଅଗ୍ନିକାଣ୍ଡରେ ଏ ପର୍ଯ୍ୟନ୍ତ ୪୩ଜଣଙ୍କ ଜୀବନ ଗଲାଣି। ଆହୁରି ୫୦ରୁ ଅଧିକ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆହୁରି ଅନେକ ନିଆଁରେ ଫସିରହିଥିବା କୁହାଯାଉଛି। ନୂଆଦିଲ୍ଲୀ ଝାନସି ରୋଡରେ ଶସ୍ୟ ମଣ୍ଡି ନିକଟସ୍ଥ ଏକ!-->…
Read More...
Read More...
କାହିଁକି ବିଧାୟକଙ୍କ ସହ ଏମିତି ଘଟୁଛି?
ଭୁବନେଶ୍ବର: ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କୁ ଘରେ ତାଲା ପକାଇ ଦୁର୍ବୃତ୍ତ ତାଙ୍କ ଗାଡିରେ ନିଆଁ ଲଗାଇ ଜାଳିଦେଇଛନ୍ତି। ବିକ୍ରମପୁର ଗାଁର ଭରତପୁର ନନ୍ଦିରା ଅଞ୍ଚଳରେ ଥିବା ତାଙ୍କର ଏକ ଫାର୍ମ ହାଉସରେ ଦୁର୍ବୃତ୍ତମାନେ ଶନିବାର ରାତି ପାଖାପାଖି ୨ଟା ବେଳେ ଏଭଳି ଅଭାବନୀୟ!-->!-->!-->…
Read More...
Read More...
ଚାଷୀ ଏବେ କାହାର ହେବେ ?
ବିଜେପିକୁ ବଡ଼ ଭାଇ ଭାଗ ଦେଇ ନିଜେ ଛୋଟ ଭାଗ ନେବେ!କାଳିଆ ସବୁଠାରୁ ଲୋକପ୍ରିୟ ବୋଲି କହିଲେ, ଭାଙ୍ଗି ଦି' ଗଡ କରିଦେଲେ!ବେଆଇନ ସତ୍ତ୍ବେ ଭାଗଚାଷୀଙ୍କୁ ଟଙ୍କା ଦେବା ନେଇ ଖୋଲା ବିଜ୍ଞପ୍ତି!ସରକାରୀ ଚାକିରିଆ ଓ ଚାଷୀଙ୍କୁ ବିଗାଡାଇବା ପାଇଁ ବାଟ ଖୋଲିଲା!
ଭୁବନେଶ୍ବର: ୨୦୧୯!-->!-->!-->!-->!-->…
Read More...
Read More...
ମନ୍ତ୍ରୀ ପଦକୁ ଫେରିିବେ କ୍ଷମତାଶାଳୀ
ସାଂଗଠନିକ ନିର୍ବାଚନ ପରେ ରାଜ୍ଯ ମନ୍ତ୍ରିମଣ୍ଡଳ ଅଦଳବଦଳଦାଗି ମନ୍ତ୍ରୀଙ୍କ ସମେତ ନେତୃତ୍ବର ଯବକାଚରେ ୫ମନ୍ତ୍ରୀବାଚସ୍ପତି, ସରକାରୀ ଦଳ ମୁଖ୍ୟ ସଚେତକ ବଦଳିପାରନ୍ତିଏକାଧିିକ ମନ୍ତ୍ରୀଙ୍କ ବିଭାଗରେ ପରିବର୍ତନ ସମ୍ଭାବନା
ଭୁବନେଶ୍ବର: ଆସନ୍ତା ବଜେଟ୍ ଅଧିବେଶନ ପୂର୍ବରୁ ରାଜ୍ୟ!-->!-->!-->!-->!-->!-->!-->…
Read More...
Read More...
ଶ୍ରୀଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ବତନ୍ତ୍ର ଆଇନ
ଭୁବନେଶ୍ବର: ମହାପ୍ରଭୁ ଶ୍ରୀ ଜଗନ୍ନାଥ ମନ୍ଦିର ଭଳି ଲିଙ୍ଗରାଜ ମନ୍ଦିର ପାଇଁ ମଧ୍ୟ ଆସିବ ସ୍ଵତନ୍ତ୍ର ଆଇନ କରାଯିବ। ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଗଣମାଧ୍ୟମକୁ ଏମିତି ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ଏଭଳି ସୂଚନା ପରେ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରତି ବିଳମ୍ବରେ!-->…
Read More...
Read More...
ପୁଣି ବିଜୟଙ୍କୁ ଭରସା କଲେ ସରକାର
ନୂଆଦିଲ୍ଲୀ: ପୂର୍ବତନ ଆଇପିଏସ୍ ଅଫିସର କେ ବିଜୟ କୁମାରଙ୍କ ଉପରେ କେନ୍ଦ୍ର ସରକାର ପୁଣି ଥରେ ଭରସା କରିଛନ୍ତି। ତାଙ୍କୁ ସ୍ବରାଷ୍ଟ୍ର ମନ୍ତ୍ରାଳୟର ବରିଷ୍ଠ ସୁରକ୍ଷା ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି। ସେ କଶ୍ମୀର ସମସ୍ୟା ସହିତ ମାଓ ଉପଦ୍ରୁତ ରାଜ୍ୟ ପାଇଁ ପରାମର୍ଶଦାତା ଭାବେ!-->…
Read More...
Read More...
ଦିନକ ପରେ ପୁଣି ହଜିବ ଶୀତ, ଦକ୍ଷିଣକୁ ବର୍ଷା ଭୟ
ଭୁବନେଶ୍ବର: ଦୀର୍ଘ ଦିନ ପରେ ପାଗରେ ପରିବର୍ତନ ଆସିଛି। ସମଗ୍ର ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଲୋକେ ଶୀତ ଅନୁଭବ କରିଛନ୍ତି। ବାଲିଗୁଡା -ଦାରିଙ୍ଗବାଡି ର ତାପମାତ୍ରା ୭ ଡିଗ୍ରି ରହିଥିବା ସୂଚନା ମିଳିଛି। ସେହିଭଳି ବାଲିଗୁଡା ୯ ଡିଗ୍ରି ରେକର୍ଡ କରାଯାଇଛି। ଶୁକ୍ରବାର ତାପମାତ୍ରା ମଧ୍ୟ!-->…
Read More...
Read More...