Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍କେ ପୁରସ୍କାର
ଦିଲ୍ଲୀ ଏସ୍ଆଇଆର୍ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category
TOP STORIES
୪୦% ଅଞ୍ଚଳରେ ୨୯ ଯାଏ ଲକ୍ ଡାଉନ୍
ଭୁବନେଶ୍ବର: ରାଜ୍ୟ ସରକାର ଆସନ୍ତାକାଲି ଅର୍ଥାତ୍ ୨୨ ତାରିଖ ଠାରୁ ୨୯ ତାରିଖ ଯାଏ ଲକ୍ ଡାଉନ୍ ନିର୍ଦେଶନାମା ଜାରି କରିଛନ୍ତି। ମାରାତ୍ମକ ଭୂତାଣୁ କରୋନା ବାଟ ଓଗାଳିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଭଳି କଟକଣା କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ଆଜି ରାଜ୍ୟବାସୀଙ୍କୁ ନିବେଦନ କରି!-->…
Read More...
Read More...
ନବ, ପ୍ରତାପଙ୍କ ଭଳି ମନ୍ତ୍ରୀ କାହିଁକି ରହିବେ?
ଭୁବନେଶ୍ବର: ସାରା ବିଶ୍ବରେ କରୋନା ଆତଙ୍କ ଖେଳିଯାଇଛି। କେନ୍ଦ୍ର ସରକାରରେ ମନ୍ତ୍ରୀମାନେ ତୁହାକୁ ତୁହା ବୈଠକ କରୁଛନ୍ତି।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାଧିକବାର ବୈଠକ ନେଇସାରିଲେଣି। ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା କରିଛନ୍ତି, ଚିଠି ବି ଲେଖିଛନ୍ତି। ବିଭିନ୍ନ ବିଭାଗର!-->!-->!-->…
Read More...
Read More...
ନବୀନଙ୍କ ଉପରେ ମୋଦୀଙ୍କ ଆସ୍ଥା
ଭୁବନେଶ୍ବର: କୁହାଯାଏ, ବିପର୍ଯ୍ୟୟ ମୁକାବିଲା ପରେ ତାଙ୍କୁ ହିଁ ପ୍ରଶଂସା କରାଯାଏ, ଯିଏ ସ୍ବତନ୍ତ୍ର ଢଙ୍ଗରେ ନିଜର ସାହସ, ଦକ୍ଷତା ପ୍ରଦର୍ଶନ କରିଥାନ୍ତି। ଯିଏ ସାଧାରଣ ଲୋକଙ୍କ ଆସ୍ଥାଭାଜନ େହାଇପାରନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କ୍ଷେତ୍ରରେ ଏବେ ଏଭଳି ସଙ୍କେତ ଦେଇଛନ୍ତି!-->…
Read More...
Read More...
ବିପର୍ଯ୍ୟୟ ମୁକାବିଲାରେ ଓଡ଼ିଶା ପୁଣି ଆଗୁଆ
ବିଦେଶାଗତଙ୍କ ପାଇଁ ପ୍ରୋତ୍ସାହନ ରାଶି ପ୍ରଦାନରେ ଦେଶରେ ପ୍ରଥମ ରାଜ୍ୟନବୀନଙ୍କ ଶୂନ୍ୟ ସହନଶୀଳତା ନୀତି, ସବୁ ବିଭାଗ ସଜାଗ, ଓଡ଼ିଶାର ସମର୍ଥନ
ଭୁବନେଶ୍ବର: ମହାବାତ୍ୟା କ୍ଷତରେ ଓଡ଼ିଶା ଅସ୍ତବ୍ୟସ୍ତ ହେଉଥିବା ବେଳେ ରାଜ୍ୟ ଶାସନ ଦାୟିତ୍ବ ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ!-->!-->!-->!-->!-->…
Read More...
Read More...
କରୋନା ପଜିଟିଭ୍ ବଢାଇଲା ସତର୍କତା
ଭୁବନେଶ୍ବର: ମାରାତ୍ମକ କରୋନା ନିଜର କାୟା ବିସ୍ତାର କରି ଚାଲିଥିବାବେଳେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆଜି ଭୁବନେଶ୍ବର ଅଞ୍ଚଳର ଜଣେ ୩୩ ବର୍ଷୀୟ ଯୁବକଙ୍କଠାରେ ଏହି ମାରାତ୍ମକ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ମିଳିଛି। ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ରେ!-->!-->!-->…
Read More...
Read More...
ଘୋଷଣାପତ୍ର ଦେଲେ ଯାଇ ଜଗା ଦର୍ଶନ
ଭୁବନେଶ୍ବର: ଗତ ମେ' ମାସ ୩ ତାରିଖ ଦିନ ଭୀଷଣ ସାମୁଦ୍ରିକ ବାତ୍ୟା ଫନି ପୁରୀକୁ ଧ୍ବସ୍ତ ବିଧ୍ବସ୍ତ କରିଦେଇଥିଲା। ଏହି ବିପର୍ଯ୍ୟୟ ପୁରୀ ବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଦେଇଥିଲା। ସେମାନଙ୍କର ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଥିଲା। ବର୍ଷେ ପୂରିନି, ପୁଣି ଏକ ବିପର୍ଯ୍ୟୟ ଆଶଙ୍କା!-->!-->!-->…
Read More...
Read More...
ଜବାବ ମାଗିବେ ଜଗା ସହ ଜନତା!
ଭୁବନେଶ୍ୱର: ଗୋଟିଏ ପଟେ କରୋନାକୁ ସର୍ତକ ସୁଚନା ଜାରି କରିଛନ୍ତି ରାଜ୍ଯ ସରକାର। ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରାଯାଇଛି। ୩୧ ତାରିଖ ଯାଏ ସ୍କୁଲ, କଲେଜ, ଜିମ୍, ସେଣ୍ଟର ସୁଇମିଂପୁଲ୍ ବନ୍ଦ କରିବା ନେଇ ନିର୍ଦ୍ଦେଶ ନାମା ଜାରି କରାଯାଇଛି। କେବଳ ସ୍କୁଲ ଓ କଲେଜରେ ପରୀକ୍ଷା ହେବ!-->!-->!-->…
Read More...
Read More...
୧୬ ତାରିଖ କାର୍ଯ୍ୟକାରିଣୀରେ କଣ ହେବ?
ଭୁବନେଶ୍ବର: ବିଜେଡି ରାଜନୀତିରେ ଏକ ବଡ଼ ପରିବର୍ତନର ଆଭାସ ମିଳୁଛି। ଦଳର ସାଂଗଠନିକ ପୁନର୍ବିନ୍ୟାସ ପ୍ରକ୍ରିୟା ପୂର୍ବରୁ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେବାକୁ ଯାଉଛନ୍ତି ଶୀର୍ଷ ନେତୃତ୍ବ। ଏ ସଂକ୍ରାନ୍ତ ପ୍ରାରମ୍ଭିକ ନକ୍ସା ପ୍ରସ୍ତୁତି ପରେ ଆସନ୍ତା ୧୬ ତାରିଖ ଦିନ ଦଳର ରାଜ୍ୟ!-->!-->!-->…
Read More...
Read More...
ନବୀନଙ୍କୁ ପଛରେ ପକାଉଛି କିଏ?
ଭୁବନେଶ୍ବର: ୨୦୦୦ ମସିହା ମାର୍ଚ୍ଚ ମାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ନିକଟରେ ତାଙ୍କ ସରକାରକୁ (ମାର୍ଚ୍ଚ ୫ ତାରିଖରେ) ୨୦ ବର୍ଷ ପୂରିଛି। ବିଜେଡି ଏହି ଦିନକୁ ଧୁମଧାମରେ ପାଳନ କରିଛି। ବିଜୁ ବାବୁଙ୍କ ୧୦୪ ତମ ଜୟନ୍ତୀ!-->!-->!-->…
Read More...
Read More...
ଯେବେ ଅଭିନେତ୍ରୀ ଧରନ୍ତି, ନେତାଙ୍କ ହାତ…
ଭୁବନେଶ୍ବର: ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଅଭିନେତାରୁ ହୋଇଥିଲେ ନେତା। ଅଭିନେତା ଥିବା ବେଳେ ହାତ ଧରିଥିଲେ ଅଭିନେତ୍ରୀ ମାମା ମିଶ୍ରଙ୍କର। ସାଂସଦ ଅନୁଭବଙ୍କ କ୍ଷେତ୍ରରେ ବି ଅନୁରୂପ ଘଟଣା ଘଟିଥିଲା। ଅନୁଭବ ମହାନ୍ତି ପ୍ରଥମେ ଚଳଚ୍ଚିତ୍ର ଅଭିନେତ୍ରୀ ବର୍ଷା!-->!-->!-->…
Read More...
Read More...