ପ୍ରମୁଖ ଖବର

ଠିକା କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଦାୟିତ୍ୱ ମୁଖ୍ୟ କମ୍ପାନୀର ନୁହେଁ : ସୁପ୍ରିମକୋର୍ଟ
ବର୍ଷା ପାଇଁ ଅକ୍ଟୋବର ୩କୁ ଘୁଂଚିଲା ୫ମ ବୃତ୍ତି ପରୀକ୍ଷା
ଅନନ୍ତ ନାଗଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାର
ଦିଲ୍ଲୀ ଏସ୍‌ଆଇଆର୍‌ ନେଇ ଇସିଙ୍କୁ ସୁପ୍ରିମକୋର୍ଟ ନୋଟିସ
ଗଭୀର ଅବପାତ ଆଶଙ୍କା,୭ ଜିଲ୍ଲା ପାଇଁ ରେଡ୍ ୱାର୍ଣ୍ଣିଂ
ପାର୍ବଣ ପୂର୍ବରୁ ମହଙ୍ଗା ହୋଇପାରେ ଖାଇବା ତେଲ
ଏସୀୟ କ୍ରୀଡ଼ା: ଦ୍ୱିତୀୟ ଦିନରେ ଭାରତକୁ ୪ ପଦକ
Browsing Category

TOP STORIES

କରୋନା ପାଇଁ ନବୀନଙ୍କ ୨୨୦୦ କୋଟିର ପ୍ୟାକେଜ ଘୋଷଣା

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପରେ ରାଜ୍ୟ ସରକାର ଆଜି କରୋନା ପାଇଁ ସ୍ବତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଗତକାଲି ସ୍ବତନ୍ତ୍ର କୋଭିଡ୍ ମେଡିକାଲ ପରେ ଆଜି ୨୨୦୦ କୋଟି ଟଙ୍କାର ପ୍ୟାକେଜ୍ ଏକ ବଡ଼
Read More...

ଲୋକସେବା ଭବନରେ ବିଧାନସଭା

ଭୁବନେଶ୍ବର: ଆସନ୍ତା ୩୦ ତାରିଖ ଦିନ ୨୦୨୦-୨୧ ଆର୍ଥିକ ବର୍ଷ ଲାଗି ବ୍ୟୟମଞ୍ଜୁରୀ ବିଲ୍ ପାରିତ ହେବ। ତେବେ ବିଧାନସଭାରେ ନୁହେଁ, ବରଂ ଓଡ଼ିଶା ଇତିହାସରେ ପ୍ରଥମ ଥର ପାଇଁ ସଚିବାଳୟ (ବର୍ତମାନର ଲୋକସେବା ଭବନରେ) ଏହି ଅଧିବେଶନ ବସିବ। ନୂଆ ସମ୍ମେଳନ କକ୍ଷରେ ୨ମିଟର ବ୍ୟବଧାନରେ ବିଧାୟକମାନେ
Read More...

ଗରିବଙ୍କ ପାଇଁ ମୋଦୀଙ୍କ କରୋନା ପ୍ୟାକେଜ୍ ୧.୭୦ ଲକ୍ଷ କୋଟି

କୋଭିଡ-୧୯ ଚିକିତ୍ସାରେ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀଙ୍କୁ ୫୦ଲକ୍ଷ ଟଙ୍କା ଲେଖାଏଁ ବୀମା ସୁବିଧା ଆସନ୍ତା ୩ ମାସ ପର୍ଯ୍ୟନ୍ତ ୮୦ କୋଟି ଗରିବ ଲୋକଙ୍କୁ ମୁଣ୍ଡପିଛା ୫ କେଜି ଲେଖାଏଁ ଗହମ ଏହାସହିତ ଚାଉଳ ଏବଂ ନିଜ ଇଚ୍ଛା ମୁତାବକ ୧ କିଗ୍ରା ଡାଲି ଯୋଗାଇ ଦିଆଯିବ ଆସନ୍ତା ତିନି ମାସ
Read More...

ଦେଶକୁ ଚମକାଇଦେଲେ ନବୀନ

୧୦୦୦ ଶଯ୍ୟା ବିଶିଷ୍ଟ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲ କରିବ ଓଡ଼ିଶାଆଗକୁ ଆସିଲେ ସମ୍ ଓ କିମସ, ସ୍ବାସ୍ଥ୍ୟ ବିଭାଗ ସହ ଏମଓୟୁ ହେଲାଏମସିଏଲ୍ ଓ ଓଏମସି ଦେବେ ସହାୟତା, ସିଏସଆର ପାଣ୍ଠି ଖର୍ଚ୍ଚ ହେବ୧୫ ଦିନ ମଧ୍ୟରେ ନୂଆ ହସ୍ପିଟାଲ କାର୍ଯ୍ୟମ ହେବ, ଦେଶକୁ ଗଲା ବଡ଼ ବାର୍ତାଅନ୍ୟ ଜିଲ୍ଲାରେ
Read More...

କ୍ରିକେଟ୍ ବିଶ୍ବକପ୍ ଖେଳିବା ସ୍ବପ୍ନ ହୋଇ ରହିଗଲା

ନୂଆଦିଲ୍ଲୀ: ଆନ୍ତର୍ଜାତିକ କ୍ରିକେଟ୍ ଖେଳିବାକୁ ସୁଯୋଗ ପାଇଥିବା ସବୁ ଖେଳାଳି ବିଶ୍ବକପ୍ ଖେଳିବାକୁ ସ୍ବପ୍ନ ଦେଖିବା ଏକ ସ୍ବାଭାବିକ କଥା। ଆଉ ଯେଉଁମାନେ ଦଳର ପ୍ରମୁଖ ସ୍ଥାନରେ ଖେଳୁଥିବେ, ଭଲ ଖେଳାଳି ଭାବେ ଗଣାଯାଉଥିବେ, ସେମାନେ ତ ନିଶ୍ଚିତ ଥିବେ ଯେ ବିଶ୍ବକପ୍ ଦଳରେ ସ୍ଥାନ ପାଇବେ ହିଁ
Read More...

ସ୍ବାସ୍ଥ୍ୟ ବିଭାଗର ଉତ୍ସାହ ବଢାଇଲେ ନବୀନ

ଭୁବନେଶ୍ବର: ଏକ ଭିନ୍ନ ଢଙ୍ଗରେ ବାହାରେ ବୁଲିବା ନେଇ କଟକଣା ଜାରି କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସ୍ବାସ୍ଥ୍ୟ ସେବାକୁ ଅଧିକ ଗୁରୁତ୍ବ ଦେଉଥିବା ସଂପର୍କରେ ସୂଚନା ଦେବାକୁ ଯାଇ ଆଉ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ଏକ ଭିଡିଓ ଜାରି କରି ଡାକ୍ତର ଓ
Read More...

ଘର ଫେରାଇ ଦେଲା କରୋନା!

ଭୁବନେଶ୍ବର: ଓଡ଼ିଶା ଗାଁ ଗହଳିରେ ପିଲାମାନେ ସ୍କୁଲ ଫେରିବା ବେଳେ ଘରେ ଗୋଡ଼ ହାତ କହୁଣୀଯାଏ ଧୋଇ କି ଖାଇବାକୁ ମା' ମାନେ ଏକରକମ ବାଧ୍ୟ କରିଥାନ୍ତି। ପୁଣି ଖେଳିକି ଆସିବା ପରେ ସନ୍ଧ୍ୟା ପ୍ରାର୍ଥନା ପୂର୍ବରୁ ବି ସେମିତି ଆଉଥରେ କରିବାକୁ କୁହାଯାଏ। ରାତିରେ ଶୋଇବାକୁ ଯିବା
Read More...

ଶେଷରେ ନବୀନ ଛାଡିଲେ ଅମୋଘ ଅସ୍ତ୍ର

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସାମ୍ନାରେ ଏକ ବଡ଼ ଘୋଷଣା କରିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ଏକ ମାଷ୍ଟରକାର୍ଡ ଖୋଳିଛନ୍ତି। କରୋନା ମୁକାବିଲା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ରାଜ୍ୟବାସୀଙ୍କ ସାମ୍ନାରେ
Read More...

କରୋନା ପାଇଁ କଠୋର ହେଉଛନ୍ତି କେନ୍ଦ୍ର, ରାଜ୍ୟ

ଭୁବନେଶ୍ବର: କରୋନାକୁ ନିୟନ୍ତ୍ରଣ କରିବା ଲାଗି କେନ୍ଦ୍ର ସରକାର ତନାଘନା ଚଳାଇଛନ୍ତି। କେନ୍ଦ୍ର ଏତେ କଠୋର ହୋଇଛି ଯେ ନିୟମକୁ ମାନୁନଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ରାଜ୍ୟଗୁଡିକୁୁ ନିର୍ଦେଶ ଦିଆଯାଇଛି। ଆଜି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ମୋଦୀ, ନବୀନ ଓ ଧର୍ମେନ୍ଦ୍ର ଭଲ ବନ୍ଧୁ

ଭୁବନେଶ୍ବର: ଆମ ଘରମାନଙ୍କରେ ବନ୍ଧୁତା ସଂପର୍କରେ ଯେତେବେଳେ ଚର୍ଚ୍ଚା ହୁଏ, ସେତେବେଳେ ଦୁଇଟି କଥା ଅବଶ୍ୟ ଆଲୋଚନା ଛଳରେ ବ୍ୟବହାର କରିଥାନ୍ତି। ପ୍ରଥମଟି ହେଲା, ସଂପଦ ବେଳେ ସର୍ବେ ସଖା, ବିପଦେ ନ ଦିଅନ୍ତି ଦେଖା..। ଦ୍ବିତୀୟଟି ...ରାଜଦ୍ବାରେ ଶ୍ମଶାନେ ଚ ଯ ତିଷ୍ଠତି ସ ବାନ୍ଧବଃ।
Read More...