ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ
Browsing Category

TOP STORIES

ନଭେମ୍ବର ୨ରୁ ରାଜସ୍ଥାନ ଜୟପୁରକୁ ସିଧା ବିମାନ ଉଡ଼ିବ

ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ରଖିଲେ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସିନ୍ଧିଆସେପ୍ଟେମ୍ବର ୧୭ରେ ପତ୍ର ଲେଖିଥିଲେ କେନ୍ଦ୍ରମନ୍ତ୍ରୀ, ଇଣ୍ଡିଗୋ ଦେବ ବିମାନ ସେବାସପ୍ତାହରେ ୩ ଥର ବିମାନ ଚଳାଚଳ କରିବ ବୋଲି ସହମତି ହୋଇଛି ନୂଆଦିଲ୍ଲୀ/ଭୁବନେଶ୍ୱର: ଆସନ୍ତା ନଭେମ୍ବର ୨…
Read More...

ଟପ୍ ଆତଙ୍କୀକୁ ଘେରିଲେ ସୁରକ୍ଷାକର୍ମୀ

ଜମ୍ମୁ କାଶ୍ମୀର: ପୁଲୱାମାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ। ପୁଲୱାମା ପମ୍ପୋରରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି। ସୂଚନା ରହିଛି ଯେ, ସୁରକ୍ଷା କର୍ମୀ ମାନେ ଲସ୍କର କମାଣ୍ଡର ଉମର ମୁସ୍ତାକ ଖାଣ୍ଡେକୁ ଘେରାବନ୍ଦୀ କରିଦେଇଛନ୍ତି। ଉମର…
Read More...

ପୁଞ୍ଝରେ ଆତଙ୍କୀ-ସୁରକ୍ଷାକର୍ମୀ ମୁହାଁମୁହିଁ

ଜମ୍ମୁ କାଶ୍ମୀର: ପୁଞ୍ଝରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ। ବିମ୍ବର ଗଳିରେ ଚାଲିଥିବା ଏନକାଉଣ୍ଟରରେ ଜଣେ ଜେସିଓ ସହିଦ ହୋଇଥିବା ବେଳେ ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଗୁରୁବାର ସନ୍ଧ୍ୟାରୁ ଜାରି ରହିଛି। ଏହା…
Read More...

ନିଜ ରେକର୍ଡ ନିଜେ ଭାଙ୍ଗୁଛନ୍ତି, ପୂରା ଲଗାମଛଡା

ଭୁବନେଶ୍ବର: ଦେଶରେ ଧୀରେ ଧୀରେ ନିୟନ୍ତ୍ରଣ ବାହାରକୁ ଯାଉଛି ପେଟ୍ରୋଲ ଓ ଡିଜେଲ ଦର। ଦୁଇ ଦିନ ପରେ ଆଜି ପୁଣି ବଢିଛି ତୈଳ ଦର। ଲଗାତର ୭ ଦିନ ଦର ବଢିବା ପରେ ଦୁଇ ଦିନ ମଙ୍ଗଳବାର ଓ ବୁଧବାର ତୈଳ ଦର ସ୍ଥିର ରହିଥିଲା। ଆଜି ପୁଣି ପେଟ୍ରୋଲ ଓ ଡିଜେଲ ଦର ଲିଟର ପିଛା ଯଥାକ୍ରମେ ୩୬ ପଇସା ଓ ୩୯…
Read More...

ଗୋଟିଏ ପରେ ଗୋଟିଏ ରାଜ୍ୟରେ ସଙ୍କଟ, ଆଗକୁ ଅନ୍ଧାର!

ନୂଆଦିଲ୍ଲୀ: ଦେଶର ଅନେକ ବିଦ୍ୟୁତ କମ୍ପାନି ସାମନାରେ ଏବେ କୋଇଲା ଅଭାବ ମୁଣ୍ଡ ଟେକି ଛିଡା ହୋଇଛି। କୋଇଲା ଅଭାବରୁ ଦେଶର ଅନେକ ରାଜ୍ୟରେ ଘୋର ବିଜୁଳି ସଂକଟ ପରିସ୍ଥିତି ଉପୁଜିପାରେ। । ଏହି ପ୍ରସଙ୍ଗରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦାବି ମଧ୍ୟରେ ଅନେକ ପାର୍ଥକ୍ୟ ରହୁଛି। କୋଇଲା ଅଭାବ…
Read More...

ପ୍ରତିଶୋଧ ନେଲା ସେନା: ଟଳିଲେ ୩ ଲସ୍କର

ଜମ୍ମୁ କାଶ୍ମୀର: ଜମ୍ମୁ କାଶ୍ମୀରରେ ସୁରକ୍ଷାକର୍ମୀ ତୁରନ୍ତ ୫ ଯବାନଙ୍କ ବଳିଦାନର ବଦଲା ନେଇଛନ୍ତି। ସୋପିଆନରେ ଆଜି ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି। ଏନକାଉଣ୍ଟରରେ ନିହତ ୩ ଆତଙ୍କବାଦୀ ଟିଆରଏଫ ସଦସ୍ୟ। ଘଟଣାସ୍ଥଳରୁ ବିପୁଳ ବିସ୍ଫୋରକ ଜବତ ହୋଇଥିବା ବେଳେ ସର୍ଚ୍ଚ ଅପରେସନ…
Read More...

ଆଜି ବି ବଢିଲା ତୈଳ ଦର…

ଭୁବନେଶ୍ବର: ଆଜି ବି ବଢିଲା ତେଲ ଦର। ଦେଶରେ କ୍ରମାଗତ ଭାବରେ ତୈଳ ଦର ବଢିଚାଲିଛି। ଲଗାତର ସପ୍ତମ ଦିନରେ ତୈଳ ଦର ବୃଦ୍ଧି ପାଇଛି।ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ଲିଟର ପିଛା ୩୫ ପଇସା ବୃଦ୍ଧି ହୋଇଛି। ୧୦ ଦିନରେ ପେଟ୍ରୋଲ ମୂଲ୍ୟରେ ୨ ଟଙ୍କା ୮୦ ପଇସା ବୃଦ୍ଧି…
Read More...

ଏବେ ନୂଆ ରୁପରେ ଜମି ସ୍ୱତ୍ତ୍ୱାଧିକାର

ଭୁବନେଶ୍ବର; ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ୱତ୍ତ୍ୱାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସର୍ଭେ ଏବଂ ସେଟେଲ୍‌ମେଣ୍ଟ ଆକ୍ଟ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳୀକରଣ…
Read More...

ଏବେ ସର୍ବୋଚ୍ଚ ଅଦାଲତଙ୍କ ଉପରେ ନଜର

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗୁରୁବାର ଦିନ ଲକ୍ଷ୍ମୀପୁର ଖେରି ହିଂସା ମାମଲାର ଶୁଣାଣି ହେବ। କୋର୍ଟ ନିଜ ଆଡୁ ଏହି ମାମଲାକୁ ଗ୍ରହଣ କରି ଶୁଣାଣି ପାଇଁ ନିଷ୍ପତ୍ତି ନେଇଛନ୍ତି। ତିନିଜଣିଆ ଖଣ୍ଡପୀଠ ସକାଳ ୧୧ ଟାରେ ଏହି ଗୁରୁତ୍ବପୂର୍ଣ୍ଣ ମାମଲାର…
Read More...

ବାତ୍ୟା ମୁକାବିଲା ପାଇଁ ତନାଘନା

୪୨ଟି ଓଡ୍ରାଫ ଓ ୨୪ ଟି ଏନଡିଆରଏଫ ଓ ୧୦୩ଟି ଅଗ୍ନିଶମ ଦଳ ନିୟୋଜିତଆସନ୍ତାକାଲି ପ୍ରଭାବିତ ୧୧ଟି ଜିଲ୍ଲାର ସ୍କୁଲ ବନ୍ଦ ରହିବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ଦିଲ୍ଲୀରୁ ବାତ୍ୟା ଗୁଲାବର ପ୍ରସ୍ତୁତି ସମୀକ୍ଷା କରିଥିଲେ । ଏହି ଅବସରରେ…
Read More...