ପ୍ରମୁଖ ଖବର

ଓଡ଼ିଶା ହେବ ‘ବିହନ ହବ୍’: ଉପମୁଖ୍ୟମନ୍ତ୍ରୀ
ରାସନ କାର୍ଡଧାରୀଙ୍କୁ ମିଳିବ ଅଧିକ ୫କେଜି ଚାଉଳ
ବିଭିନ୍ନ ହାଟ ପାଇଁ ଏସ୍‌ଓପି ଆଣିବ ବିଏମ୍‌ସି
କୁର୍ଣ୍ଣୁଲରେ ଜଳିଗଲା ବସ୍‌: ୨୦ ଯାତ୍ରୀ ଜୀବନ୍ତ ଦଗ୍ଧ
Browsing Category

Uncategorized

ଅରୁଣ ସାହୁଙ୍କୁ ହାଇକୋର୍ଟଙ୍କ ନୋଟିସ୍

ଭୁବନେଶ୍ବର: ନୟାଗଡ଼ ବିଧାୟକ ଅରୁଣ ସାହୁଙ୍କ ପାଇଁ ବଢ଼ିଲା ଅଡ଼ୁଆ। ବିଧାୟକଙ୍କୁ ନୋଟିସ୍ ଜାରି କରିଛନ୍ତି ହାଇକୋର୍ଟ। ନିର୍ବାଚନ ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ଅଭିଯୋଗରେ ତାଙ୍କୁ ଏହି ନୋଟିସ୍‌ ଜାରି ହୋଇଥିବା ଜଣାପଡ଼ିଛି। ସତ୍ୟପାଠରେ ସମ୍ପତ୍ତି ଭୁଲ ଦର୍ଶାଇଥିବା ନେଇ ଅରୁଣ
Read More...

୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅଟୋ ବନ୍ଦ

ଭୁବନେଶ୍ବର: ଆସନ୍ତା ୬ ତାରିଖଠାରୁ ଭୁବନେଶ୍ୱରରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହେବ ଅଟୋ ଚଳାଚଳ। ବିଭିନ୍ନ ସମସ୍ୟା ଓ ଦାବି ନେଇ ଓଡ଼ିଶା ପରିବହନ ବିଭାଗକୁ ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନି। ବାରମ୍ବାର ଦାବି ଓ ଆନ୍ଦୋଳନ ସତ୍ତ୍ୱେ ଦାବି ପୂରଣ ହେଉ ନ ଥିବାରୁ ଶେଷରେ
Read More...

ଗୋଟିଏ ବି ଦାନା ଚୋରି ହବନି କି ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବ ନାହିଁ

ମୟୂରଭଞ୍ଜ: ମଧ୍ୟାହ୍ନଭୋଜନ ଚାଉଳ ବସ୍ତାରେ କମ୍‌ ପରିମାଣ ରହିବା ନେଇ ଅଭିଯୋଗ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଦୁଇଦିନିଆ ମୟୂରଭଞ୍ଜ ଜିଲା ଗସ୍ତରେ ଆସି ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।
Read More...

୪ ମୃତ ୟୁପିଏସ୍‌ସି ପରୀକ୍ଷାର୍ଥୀଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ବିକାଶ ଦିବ୍ୟକୀର୍ତ୍ତି

ନୂଆଦିଲ୍ଲୀ: ଦିଲ୍ଳୀର କୋଚିଂ ସେଣ୍ଟର୍‌ ବେସ୍‌ମେଣ୍ଟ୍‌ରେ ପାଣି ପଶି ୪ ଜଣ ଆଇଏଏସ୍‌ ଆଶାୟୀଙ୍କ ମୃତ୍ୟୁ ଘଟଣାରେ ବିକାଶ ଦିବ୍ୟକୀର୍ତ୍ତି ବଡ ଘୋଷଣା କରିଛନ୍ତି । ଦୃଷ୍ଟି କୋଚିଂ ସେଣ୍ଟରର ସଂସ୍ଥାପକ ବିକାଶ ଦିବ୍ୟକୀର୍ତ୍ତି ନିକଟରେ ହୋଇଥିବା ଦୁର୍ଘଟଣାରେ ୪ ମୃତ ୟୁପିଏସ୍‌ସି
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ

ଭୁବନେଶ୍ବର: ୨୦୨୪ -୨୫ ଓଡ଼ିଶା ବଜେଟରେ ବରିଷ୍ଠଙ୍କ ପାଇଁ ବିଶେଷ କିଛି ସୁବିଧା ସୁଯୋଗ ଦିଆଯାଇନାହିଁ। ଏଣୁ ଓଡ଼ିଶା ବରିଷ୍ଠ ନାଗରିକ ମହାସଂଘ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିଥିଲା। ନିର୍ବାଚନ ପୂର୍ବରୁ ଘୋଷଣା କରାଯାଇଥିବା ସାଧାରଣ
Read More...

ପୋଲିସ ନିକଟରେ ଆତ୍ମସମର୍ପଣ କଲେ ୫ ମାଓବାଦୀ

ଛତିଶଗଡ଼: ଛତିଶଗଡ଼ ବିଜାପୁର ଜିଲା ପୋଲିସ ନିକଟରେ ୫ ମାଓବାଦୀ ଆଜି ଆତ୍ମସମର୍ପଣ କରିଛନ୍ତିି। ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାଧାରଣ ଜୀବନ ଯାପନ କରିବାକୁ ସେ ଆତ୍ମସମର୍ପଣ କରିଛନ୍ତି। ଡିଏକେଏମ୍‌ଏସ୍‌ ଅଧ୍ୟକ୍ଷ ତଥା ୧ ଲକ୍ଷ ପୁରସ୍କାର ଘୋଷିତ ମାଓବାଦୀ ମାଙ୍ଗୁ ପୋଡାମ, ପାଇକୁ
Read More...

୨ଟି ସମବାୟ ବୋର୍ଡ ଭାଙ୍ଗିଲେ ରାଜ୍ୟ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ୨ଟି ସମବାୟ ବୋର୍ଡ ଭାଙ୍ଗିଛନ୍ତି। ଦୁର୍ନୀତି ଅଭିଯୋଗରେ ଏହାକୁ ଭାଙ୍ଗିଥିବା ଜଣାପଡ଼ିଛି। ରାଜ୍ୟ ସମବାୟ ବ୍ୟାଙ୍କ ଓ ସମବାୟ ଗୃହ ନିର୍ମାଣ ନିଗମ ଭାଙ୍ଗିଛନ୍ତି ସରକାର। ଏଣିକି ରାଜ୍ୟ ସରକାର ୨ଟି ବୋର୍ଡର ବ୍ୟାପାର ବୁଝାଶୁଝା କରିବେ। ଏନେଇ ସମବାୟ ସମିତି
Read More...

୧୧ଟା ପରେ ଅଫିସ ଆସିଲେ କଟିବ ଦିନକର ଦରମା

ଭୁବନେଶ୍ବର: ଏବେ ଠିକ୍ ସମୟରେ ଅଫିସ୍‌ରେ ନପହଞ୍ଚିଲେ କଟିବ ଦରମା। ଦିନକୁ ଅତି କମରେ ଅଫିସ୍‌ରେ ସାଢେ ୭ ଘଣ୍ଟା କରିବାକୁ ପଡିବ କାମ । ଏଥିରେ ଖିଲାପ କଲେ ଦରମା କଟାଯିବ। ଦିନ ୧୦.୩୦ ସୁଦ୍ଧା ପହଞ୍ଚିବାକୁ ପଡିବ ଅଫିସରେ। ୧୦.୩୦ରୁ ଅଧିକ ହେଲେ ବିଳମ୍ବ ବୋଲି ଧରାଯିବ। ଏପରିକି ଯଦି ୧୧ଟା
Read More...

ମାଆ ହେଲା ଧଳା ବାଘୁଣୀ ମୌସୁମୀ

ଭୁବନେଶ୍ବର: ନନ୍ଦନକାନନରେ ପ୍ରାଣୀ ଉଦ୍ୟାନ ମଧ୍ୟରେ ରହିଥିବା ଧଳା ବାଘୁଣୀ ମୌସୁମୀ ମା' ହୋଇଛି। ଗତକାଲି (ସୋମବାର) ରାତିରେ ବାଘୁଣୀ ମୌସୁମୀ ଗୋଟିଏ ଶାବକ ଜନ୍ମ ଦେଇଥିବା ସୂଚନା ମିଳିଛି। ଉଭୟ ମାଆ ବାଘୁଣୀ ଏବଂ ଶାବକ ସୁସ୍ଥ ଥିବା ଜଣାପଡିଛି। ସୂଚନା ଅନୁସାରେ,ଗତକାଲି ରାତି ୮ଟା ୫୧
Read More...

ଶିମିଳିପାଳରେ କଳାବାଘ ସଫାରୀ ପାଇଁ ସିଜେଡ୍‌ଏରୁ ମିଳିଲା ଅନୁମତି

ମୟୁରଭଞ୍ଜ: ଶିମିଳିପାଳରେ କଳାବାଘ ସଫାରୀ ପାଇଁ ସିଜେଡ୍‌ଏରୁ ମିଳିଲା ଅନୁମତି। ପ୍ରକୃତିର ଏକ ସୁନ୍ଦର ଅବଦାନ ବ୍ୟାଘ୍ର । ବାଘ ସୁରକ୍ଷା ପାଇଁ ପ୍ରତିବର୍ଷ ଆଜିର ଦିନରେ ଜାତୀୟ ବ୍ୟାଘ୍ର ଦିବସକୁ ପାଳନ କରାଯାଉଛି। ଆନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଅବସରରେ ଶିମିଳିପାଳ ସୁରକ୍ଷା ପାଇଁ ମିନି
Read More...