Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
କୋଲାବ ଜଳଭଣ୍ଡାରରେ ବୁଡ଼ି ୩ ନବୋଦୟ ଛାତ୍ରଙ୍କ ମୃତ୍ୟୁ
ହାଇଦ୍ରାବାଦରେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ
ପୋଖରୀରେ ବୁଡ଼ି ୨ ନାବାଳିକା ମୃତ
ଭିଜିଲାନ୍ସ ଜାଲରେ ଡେରାବିଶ ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ
ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ: ହିନ୍ଦୀ ଶିକ୍ଷକ ଅଟକ
Browsing Category
Uncategorized
ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ,ରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀଙ୍କ ବାର୍ତ୍ତା
ଭୁବନେଶ୍ୱର: ଆଜି ଉତ୍କଳ ଦିବସ ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି | ମୁଖ୍ୟମନ୍ତ୍ରୀ ଟ୍ୱିଟ କରି ଲେଖିଛନ୍ତି ଯେ,’ଓଡ଼ିଶା ଦିବସ ଅବସରରେ ସମସ୍ତଙ୍କୁ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ବରେଣ୍ୟ ସାଧକମାନଙ୍କୁ!-->…
Read More...
Read More...
ଫିଲିପାଇନ୍ସରେ ବୁଡିଗଲା ବୋଟ୍, ୩୦ରୁ ଅଧିକ ମୃତ
ନୂଆଦିଲ୍ଲୀ: ଫିଲିପାଇନ୍ସରେ ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି । ୨୫୦ ଲୋକଙ୍କୁ ନେଇ ଯାଉଥିବା ଏକ ବୋଟ୍ ବୁଡ଼ିଯାଇଛି । ଜାହାଜରେ ନିଆଁ ଲାଗିବା କାରଣରୁ ଏହା ବୁଡ଼ିଯାଇଥିବା ଜଣାପଡ଼ିଛି । ଏଥିରେ ୩୧ ଜଣଙ୍କର ମୃତ୍ୟୁ ହୋଇଥିବା ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ କରିଛନ୍ତି ।
!-->!-->!-->…
Read More...
Read More...
ଭାରତ-ପାକିସ୍ତାନ ସୀମାରେ ଭୟଙ୍କର ବିସ୍ଫୋରଣ
ନୂଆଦିଲ୍ଲୀ; ଗତକାଲି ବିଳମ୍ବିତ ରାତିରେ ଜମ୍ମୁ-କଶ୍ମୀର କଠୁଆ ଜିଲ୍ଲାର ସୀମା ନିକଟସ୍ଥ ପୁଲିସ ଷ୍ଟେସନ ନିକଟରେ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ସ୍ଥାନୀୟ ଲୋକଙ୍କ ମଧ୍ୟରେ ଏ ନେଇ ଆତଙ୍କ ଖେଳିଯାଇଛି। ବିସ୍ଫୋରଣ ଯୋଗୁଁ ଆଖପାଖରେ ଥିବା ଘର କ୍ଷତିଗ୍ରସ୍ତ ହେଇଛି। କିଛି ଘରର କାଚ ଭାଙ୍ଗି!-->…
Read More...
Read More...
ପପାୟା ଟ୍ରିରେ ସକାଳେ ଭୟାବହ ଅଗ୍ନିକାଣ୍ଡ
ଇନ୍ଦୋର; ମଧ୍ୟପ୍ରଦେଶ ଇନ୍ଦୋରର ରାଉରେ ଅବସ୍ଥିତ ୫ ମହଲା ବିଶିଷ୍ଟ ହୋଟେଲ ପପାୟା ଟ୍ରିରେ ବୁଧବାର ସକାଳେ ଭୟାବହ ଅଗ୍ନିକକାଣ୍ଡ ଘଟିଥିଲା। ଏହି ନିଆଁ ସବୁ ଫ୍ଲୋରକୁ ବ୍ୟାପି ଯିବା ଫଳରେ ରୁମ୍ ଗୁଡିକରେ ଧୂଆଁ ଭର୍ତ୍ତି ହୋଇଯାଇଛି। ନିଆଁ ଲାଗିବା ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ!-->…
Read More...
Read More...
ପେଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ କର୍ମଚାରୀ ଆହତ
ବୈାଦ୍ଧ; ପେଟ୍ରୋଲିଂ ବେଳେ ଦୁର୍ବୃତ୍ତଙ୍କ ଗୁଳିମାଡରେ ୨ କର୍ମଚାରୀ ଆହତ ହୋଇଛନ୍ତି । ଜଣଙ୍କର ଗୁଳି ହାତରେ ବାଜିଥିବା ବେଳେ, ଅନ୍ୟ ଜଣଙ୍କର ପିଠିରେ ସାମାନ୍ୟ ଆଘାତ ଲାଗିଛି । ଆହତ ମାନେ ହେଲେ ହେଲେ ସରଣ୍ଡା ଗ୍ରାମର ନୀଳମଣି ପ୍ରଧାନ ଓ ବଡ଼ବାଗବର ଗ୍ରାମର ନବ ସାହୁ । ଉଭୟଙ୍କୁ ଗୁରୁତର!-->…
Read More...
Read More...
ମରୁଡି ସମ୍ପର୍କିତ ଆନ୍ତର୍ଜାତିକ କର୍ମଶାଳାରେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ ନେଇ ଗୁରୁତ୍ୱ
ଭୁବନେଶ୍ୱର, ୨୮/୦୩ : ଓଡ଼ିଶାରେ ମରୁଡି ପରିସ୍ଥିତିର ମୁକାବିଲା ନିମନ୍ତେ ବହୁବିଧ ବିଶେଷଜ୍ଞତାର ଏକତ୍ରିକରଣ, ତଥ୍ୟର ଅନୁଶୀଳନ ଏବଂ ମରୁଡି ସଂପର୍କରେ ଆଗୁଆ ସଂକେତ ବ୍ୟବସ୍ଥା ସମ୍ପର୍କରେ ଶିକ୍ଷା ଓ ଅନୁସନ୍ଧାନରେ ଅନୁଷ୍ଠିତ ଏକ ଆନ୍ତର୍ଜାତିକ କର୍ମଶାଳାରେ ବିଶେଷଜ୍ଞମାନେ ଆଲୋଚନା କରିଛନ୍ତି!-->…
Read More...
Read More...
ବଢ଼ିଲା ପାନ୍ ସହ ଆଧାର ଲିଙ୍କ୍ କରିବାର ସମୟସୀମା
ନୂଆଦିଲ୍ଲୀ : ସରକାର ପୁଣି ଥରେ ବଢ଼େଇଛନ୍ତି ପାନ୍ ସହ ଆଧାର ଲିଙ୍କ୍ କରିବାର ସମୟସୀମା । ଏହି ସମୟସୀମାକୁ ଆସନ୍ତା ୨୦୨୩ ଜୁନ୍ ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ଏ ନେଇ ଏକ ବିଜ୍ଞପ୍ତି ଜାରି କରି ଘୋଷଣା କରିଛି ।
କେନ୍ଦ୍ର ସରକାରଙ୍କ ପତ୍ର!-->!-->!-->…
Read More...
Read More...
ନାମ୍ବିଆରୁ ଆସିଥିବା ମାଇ ଚିତା ଶାଶାର ମୃତ୍ୟୁ
ନୂଆଦିଲ୍ଲୀ; ଗତ ବର୍ଷ ଆଫ୍ରିକୀୟ ଦେଶ ନାମ୍ବିଆରୁ ଅଣାଯାଇଥିବା ୮ଟି ଚିତାଙ୍କ ମଧ୍ୟରୁ ଜଣକର ଆଜି ମୃତ୍ୟୁ ଘଟିଛି। ୮ଟି ଚିତା ଭାରତ ଆସିବାକୁ ନେଇ ସାରା ଦେଶରେ ଚର୍ଚ୍ଚା ହୋଇଥିଲା । ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚିତାଙ୍କୁ ଜଙ୍ଗଲରେ ଛାଡ଼ିଥିଲେ । ହେଲେ ଆସିବାର କିଛି ମାସ ପରେ!-->…
Read More...
Read More...
କାବୁଲରେ ବୋମା ବିସ୍ଫୋରଣ,୬ ମୃତ ଶତାଧିକ ଆହତ
କାବୁଲ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ପୁଣି ଥରେ ବୋମା ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏଥିରେ ଶତାଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ସରକାରଙ୍କ ପକ୍ଷରୁ ବିସ୍ଫୋରଣ ନେଇ ଅଫିସିଆଲ୍ ଷ୍ଟେଟମେଣ୍ଟ ଆସିନାହିଁ । ଏକ!-->…
Read More...
Read More...
ସରକାରୀ ବାସଭବନ ଖାଲି କରିବାକୁ ରାହୁଲଙ୍କୁ ନୋଟିସ୍
ନୂଆଦିଲ୍ଲୀ: ରାହୁଲ ଗାନ୍ଧି ଲୋକସଭା ସଦସ୍ୟତା ହରାଇବା ପରେ ଏବେ ତାଙ୍କୁ ଦିଲ୍ଲୀସ୍ଥିତ ସରକାରୀ ବାସଭବନ ଖାଲି କରିବାକୁ ପଡ଼ିବ। ସୋମବାର ଏଥିପାଇଁ ଲୋକ ସଭାର ଗୃହ କମିଟି ଏକ ବିଜ୍ଞପ୍ତି ଜାରି କରିଛି। ବର୍ତ୍ତମାନ ରାହୁଲ ଦିଲ୍ଲୀର ୧୨ତୁଗଲକ ଲେନ୍ ସ୍ଥିତ ସରକାରୀ ବଙ୍ଗଳାରେ ରହୁଛନ୍ତି।!-->…
Read More...
Read More...