Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍ ଅଧିକାରୀଙ୍କୁ ଆଇଏଏସ୍ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍ ସିଟି ଓ ମୋଟୋରସ୍ପୋର୍ଟସ୍ ସିଟି, ଆସିବ ଫର୍ମୁଲା-୧ ରେସ୍
ସତ୍ୟେନ୍ଦ୍ର ଜୈନ୍ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ
Browsing Category
Uncategorized
କେରଳରେ ପ୍ରଥମ କରି ଜଣେ କିନ୍ନର ହେଲେ ଆଇନଜୀବୀ
କେରଳ, କେରଳରେ ପ୍ରଥମ କରି ଜଣେ କିନ୍ନର ପଦ୍ମାଲକ୍ଷ୍ମୀ ଆଇନଜୀବୀ ହୋଇଛନ୍ତି। ତାଙ୍କର ଏହି ସଫଳତାକୁ ନେଇ କେରଳର ଆଇନ୍ ମନ୍ତ୍ରୀ ପି ରାଜୀବ ବ୍ୟକ୍ତିଗତ ଭାବେ ପଦ୍ମାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ତାଙ୍କର ଇନଷ୍ଟାଗ୍ରାମ ଆକାଉଣ୍ଟରେ ପଦ୍ମାଙ୍କ ଫଟୋ ସେୟାର କରି ତାଙ୍କୁ ଅଭିନନ୍ଦନ!-->…
Read More...
Read More...
ମାଟ୍ରିକ ପରୀକ୍ଷାରେ ପୁଣି ଥରେ ଦେଖାଦେଲା ବିଭ୍ରାଟ
କଟକ; ‘ବି’ ସେଟ୍ ପ୍ରଶ୍ନପତ୍ର ଭିତରୁ ବାହାରିଲା ‘ଏ’ ସେଟ୍ର ପ୍ରଶ୍ନ । ଏପରିକି ସମୁଦାୟ ୫୦ଟି ପ୍ରଶ୍ନରୁ ଗୋଟିଏ ପ୍ରଶ୍ନ ଗାଏବ । ଫଳରେ ଏହାକୁ ନେଇ ଘୋର ମାନସିକ ଚାପରେ ଥିବା ଛାତ୍ରଛାତ୍ରୀ ମୁଣ୍ଡରେ ହାତ ଦେଇଛନ୍ତି । ଅପରପକ୍ଷେ, ବୋର୍ଡ ନିଜ ତ୍ରୁଟିକୁ ସ୍ୱୀକାର କରିବା ସହ ଏଥିଯୋଗୁ!-->…
Read More...
Read More...
ମହିଳା ଉଦ୍ୟୋଗୀଙ୍କ ଦ୍ୱାରା ଗଧ ଦୁଗ୍ଧରୁ ଆଂଟି ଏଜିଙ୍ଗ ସାବୁନ୍ ପ୍ରସ୍ତୁତ
ଭୁବନେଶ୍ୱର, ୧୮/୦୩ : ତ୍ୱଚାରେ ବାର୍ଦ୍ଧକ୍ୟର ଚିହ୍ନକୁ ହ୍ରାସ କରାଇବା ସହ ଶରୀରରେ ଚମକ ଆଣିବା ଦିଗରେ ସହାୟକ ହୋଇପାରୁଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ୍ । ପ୍ରସାଧନ ନିମନ୍ତେ ପ୍ରସ୍ତୁତ ସାମଗ୍ରୀରେ ଯୋଡ଼ି ହୋଇଯାଇଛି ଗଧ ଦୁଗ୍ଧରୁ ପ୍ରସ୍ତୁତ ସାବୁନ । ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ!-->…
Read More...
Read More...
ମିଳିତ କାର୍ଯ୍ୟକ୍ରମ ନେଇ ସୋଆ ଏବଂ ଆର୍ଏସ୍ବି ଟ୍ରାନ୍ସମିସନ୍ସ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର , ୧୬/ ୦୩ : ଶିଳ୍ପ ପାଇଁ ଆବଶ୍ୟକୀୟ ଯନ୍ତ୍ରାଂଶ ପ୍ରସ୍ତୁତି ସମ୍ବନ୍ଧରେ ଇଞ୍ଜିନିୟରିଂ ଛାତ୍ରଛାତ୍ରୀମାନେ ଜ୍ଞାନ ଆହରଣ କରିବା ନିମନ୍ତେ ବୁଧବାର ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପୁନେ ସ୍ଥିତ ଆରଏସବି ଟ୍ରାନ୍ସମିସନ୍ସ( ଆଇ) ଲିମିଟେଡ ସହ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।!-->…
Read More...
Read More...
ବାଚଷ୍ପତିଙ୍କ ରୁଲିଂ ପରେ ଆସନ୍ତାକାଲି ଉତ୍ତର ଦେବେ ପରିବହନ ମନ୍ତ୍ରୀ
ଭୁବନେଶ୍ୱର: ଡ୍ରାଇଭର ସଂଘଙ୍କ ଆନ୍ଦୋଳନ ଯୋଗୁ ଲୋକେ ହଇରାଣ ହେଉଛନ୍ତି । ଶୂନ୍ୟକାଳରେ ବିରୋଧୀ ଗୃହରେ ଏହି ପ୍ରସଙ୍ଗ ଉଠାଇ ବାଚସ୍ପତିଙ୍କ ରୁଲିଂ ଦାବିରେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ । ଯାହାଯୋଗୁ ଗୃହକୁ ମୁଲତବି ରଖି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି । ବୈଠକ ପରେ ବାଚସ୍ପତି!-->…
Read More...
Read More...
ପ୍ରଶ୍ନପତ୍ର ଭାଇରାଲ ପରେ ବଦଳିଲା ନିୟମ
କଟକ; ପ୍ରଶ୍ନପତ୍ର ଭାଇରାଲ ପରେ ବଦଳିଲା ନିୟମ। ମାଟ୍ରିକ୍ ପରୀକ୍ଷାରେ ପ୍ରଶ୍ନପତ୍ର ଭାଇରାଲ ପରେ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିଆଯାଇଛି ପ୍ରତିକାରମୂଳକ ପଦକ୍ଷେପ। ମାଟ୍ରିକ ବାକି ୩ଟି ପରୀକ୍ଷା ପାଇଁ ନିୟମରେ ସାମାନ୍ୟ ପରିବର୍ତ୍ତନ କରାଯାଇଛି।
ନୋଡାଲ ସେଣ୍ଟରରୁ ପରୀକ୍ଷା!-->!-->!-->…
Read More...
Read More...
ଏସସିଓ ସମ୍ମିଳନୀ ରେ ଯୋଗଦେବାକୁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ନୂଆଦିଲ୍ଲୀ: ଆସନ୍ତା ମାସରେ ଦିଲ୍ଲୀରେ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ (ଏସ୍ ସିଓ) ବୈଠକରେ ଯୋଗଦେବାକୁ ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ। ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବାକୁ ଭାରତ ସରକାର ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଖାୱାଜା ଅସିଫ ଓ ଜାତୀୟ!-->…
Read More...
Read More...
ଶିକ୍ଷାର ଗୁଣବତା ବୃଦ୍ଧିକୁ ନେଇ ସୋଆ ଏବଂ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର , ୧୫/ ୦୩ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ଏବଂ କଟକ ସ୍ଥିତ ଶୈଳବାଳା ମହିଳା ସ୍ୱୟଂଶାସିତ ମହାବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀଙ୍କୁ ଇନ୍ଟର୍ଣ୍ଣସିପ୍ର ସୁଯୋଗ, ଫ୍ୟାକଲ୍ଟି ଏବଂ ଷ୍ଟାଫ୍ ଡେଭଲପ୍ମେଂଟ କାର୍ଯ୍ୟକ୍ରମ ଏବଂ!-->…
Read More...
Read More...
ମାଟ୍ରିକ ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ୱର: ମାଟ୍ରିକ ଡ୍ରପଆଉଟ ପିଲାଙ୍କ ପାଇଁ ହେବ ସପ୍ଲିମେଣ୍ଟାରୀ ପରୀକ୍ଷା । ୧୩ ହଜାର ୫୮ ପିଲା ଫର୍ମ ଫିଲଅପ କରି ମାଟ୍ରିକ ପରୀକ୍ଷା ଦେଉ ନାହାନ୍ତି । ସେମାନଙ୍କ ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷାର ବ୍ୟବସ୍ଥା କରାଯିବା ନେଇ ଗୃହରେ ଗଣ ଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ବିବୃତି!-->…
Read More...
Read More...
ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା ସ୍ୱାକ୍ଷରିତ
ଭୁବନେଶ୍ୱର ,୧୪/ ୦୩ : ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର!-->…
Read More...
Read More...