Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ
Browsing Category
Uncategorized
ୟୁପିଏସସି ପରୀକ୍ଷାରେ ଓଡିଆଙ୍କ ବାାଜିମାତ୍
ଭୁବନେଶ୍ବର: ୟୁନିୟନ ପ୍ଲବିକ ସର୍ଭିସ କମିସନ ବା ୟୁପିଏସସି ପରୀକ୍ଷା ଫଳ ପ୍ରକାଶ ପାଇଛି। ଚଳିତ ବର୍ଷ ମୋଟ ୮ଶହ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଦୀପ ସିଂହ ଟପର ହୋଇଥିବା ବେଳେ ଓଡିଶାକୁ ପ୍ରଥମ ୧୦ଜଣଙ୍କ ମଧ୍ୟରେ ଦୁଇଟି ସ୍ଥାନ ମିଳିଛି। ଅଭିଷେକ ସରାଫ୍ ଅଷ୍ଟମ ଓ ସଞ୍ଜିତା!-->…
Read More...
Read More...
ଦେଓରଂଜନ ଓ ମାଥି ବଦଳିଲେନି
ରାଜ କୁମାର ଶର୍ମାଙ୍କୁ କୃଷି ଉତ୍ପାଦନ କମିସନର ଦାୟିତ୍ବସୁରେନ୍ଦ୍ରଙ୍କୁ ଖଣି, ଅନୁଙ୍କୁ ଜଳସଂପଦ ବିଭାଗ ଦାୟିତ୍ବ
ଭୁବନେଶ୍ବର: ରାଜ୍ୟ ସରକାର ଆଜି ବରିଷ୍ଠ ପ୍ରଶାସନିକ ଅଧିକାରୀଙ୍କସ୍ତରରେ ଏକ ଅଦଳବଦଳ କରିଛନ୍ତି। ଖଣି ବିଭାଗ ଦାୟିତ୍ବରେ ଥିବା ଅତିରିକ୍ତ ମୁଖ୍ୟ ସଚିବ ପାହ୍ୟାର!-->!-->!-->…
Read More...
Read More...
ଶତ୍ରୁପାଇଁ କେତେ ଭୟଙ୍କର ହୋଇପାରେ ଭାରତ
ନୂଆଦିଲ୍ଲୀ: ଗୋଟିଏ ପଟେ ଚୀନ୍, ଅନ୍ୟପଟେ ନେପାଳ, ପାକିସ୍ତାନ ଭଳି ଦେଶ ଭାରତକୁ ଘେରି ଚାପ ସୃଷ୍ଟି କରୁଛନ୍ତି। ଏମାନଙ୍କୁ ମୁହଁତୋଡ଼ ଜବାବ ଦେବାକୁ ଭାରତ ସକ୍ଷମ ବୋଲି ୨୪ ଘଣ୍ଟା ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ଭରସା ଦେଇଛନ୍ତି। ଏପଟେ ବାୟୁସେନା ସୀମାରେ ସଜାଗ!-->!-->!-->…
Read More...
Read More...
ବଦଳିଲା ପ୍ରଧାନମନ୍ତ୍ରୀଙ୍କ ସ୍ବର
ଅମ୍ଫାନ୍ ମୁକାବିଲାର ସଫଳତା ପାଇଁ ଓଡ଼ିଶାବାସୀଙ୍କୁ ପ୍ରଶଂସାମୁଖ୍ୟମନ୍ତ୍ରୀଙ୍କୁ ଶ୍ରେୟ ଦେଲେନି କି ନବୀନଙ୍କ ଟିମ କଥା ବି ଆଉ କହିଲେନି
ଭୁବନେଶ୍ବର: ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶବାସୀଙ୍କ ସାମ୍ନାରେ ଲକ୍ ଡାଉନ୍ ଠାରୁ ପଙ୍ଗପାଳ ପର୍ଯ୍ୟନ୍ତ ବିଭିନ୍ନ!-->!-->!-->…
Read More...
Read More...
କରୋନା: ନବୀନ, ମହିଳା ଅଧିକାରୀ ଓ ମାଆମାନେ…
ପ୍ରତି ଘରେ କରୋନା ନେତୃତ୍ବ ନେଉଛନ୍ତି ମହିଳା ସୁଜାତା, ଶାଳିନୀ, ଅନୁ, ସଂଘମିତ୍ରା ଓ ସାଗରିକାମାନେସରକାରର ପ୍ରମୁଖ ସ୍ଥାନରେ ମହିଳା ଆଗରେ ଅଛନ୍ତିକେନ୍ଦ୍ର ଅର୍ଥ ବ୍ୟବସ୍ଥାର ତଦାରଖ କରୁଛନ୍ତି ନିର୍ମଳାବିମଳା, ଭୁବନେଶ୍ବରୀ, ବିରଜା ବି ନେଉଛନ୍ତି ନେତୃତ୍ବ
ଭୁବନେଶ୍ବର: ମାରାତ୍ମକ!-->!-->!-->!-->!-->…
Read More...
Read More...
୧୧ ତାରିଖ ଉପରେ ଦେଶର ନଜର
ରାଜନୈତିକ ଦଳ ନେତୃବର୍ଗଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମତ ବିନିମୟଲକଡାଉନ ଅବଧି ବଢାଇବା ଲାଗି ଦାବି ଉଠାଇଲେ ରାଜନୈତିକ ଦଳ୧୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ନିଷ୍ପତ୍ତି ନେବେ ମୋଦୀ
ନୂଆଦିଲ୍ଲୀ: ମାର୍ଚ୍ଚ ୨୫ ତାରିଖରୁ ଦେଶରେ ୨୧ ଦିନିଆ ଲକଡାଉନ ଆରମ୍ଭ ହୋଇଥିଲା। ଏହା!-->!-->!-->…
Read More...
Read More...
ରାଜଧାନୀରେ ଦିନକରେ ୧୮ ପଜିଟିଭ୍
ଭୁବନେଶ୍ବର: ଗୋଟିଏ ଦିନରେ ରାଜଧାନୀରେ ପୂରା ୧୮ଜଣଙ୍କ ଠାରେ କରୋନା ଭୁତାଣୁ ଠାବ ହୋଇଛି। ସ୍ବାସ୍ଥ୍ୟ ବିଭାଗ ଅପରାହ୍ନରେ ଜଣାଇଥିଲା ଯେ ଭୁବନେଶ୍ବର କପିଳପ୍ରସାଦ ଓ ବମିଖାଲରେ ଗୋଟିଏ ଲେଖାଏଁ ପଜିଟିଭ୍ ଚିହ୍ନଟ ହୋଇଛି। ତଦନୁଯାୟୀ ସଂପୃକ୍ତ ଅଞ୍ଚଳକୁ ହଟ ସ୍ପଟ୍ ଭାବେ ଘୋଷଣା!-->…
Read More...
Read More...
ଗମ୍ଭୀରତା ବଢିଲା, ଦିନକରେ ୪ କରୋନା ପଜିଟିଭ୍
ଭୁବନେଶ୍ବର: ସବୁ ରାଜ୍ୟ ଆଗଉଥିଲେ। ଓଡ଼ିଶା ସ୍ଥିତି ଯେମିତିକୁ ସେମିତି ଥିଲା। ହଠାତ୍ ୪୮ ଘଣ୍ଟା ଧରି ରାଜ୍ୟବାସୀଙ୍କ ନିଦ ହଜାଇ ଦେଇଛି କରୋନା। ଗତ ଦୁଇ ଦିନରେ ଦୁଇଟି ପଜିଟିଭ୍ ବାହାରିଥିଲା। ଆଜି ଗୋଟିଏ ଦିନରେ ୪ ଜଣଙ୍କ ନିକଟରେ କରୋନା ଭୁତାଣୁ ପଜିଟିଭ୍ ବାହିରଥିବା ସୂଚନା ମିଳିଛି।!-->…
Read More...
Read More...
ଭୁବନେଶ୍ବର ଓ ଭଦ୍ରକ ସମ୍ପୂର୍ଣ୍ଣ ତାଲାବନ୍ଦ
ଆଜି ରାତି ୮ଟାରୁ ୪୮ ଘଣ୍ଟା ପାଇଁ ଏହା କାର୍ଯ୍ୟକାରୀ ହେବକର୍ଫ୍ୟୁ ଭଳି ସ୍ଥିତିରେ ରହିବ ଉଭୟ ସହର
ଭୁବନେଶ୍ବର: କରୋନା ମୁକାବିଲା ପାଇଁ ଏକ ବଡ ପଦକ୍ଷେପ ନେବାକୁ ଯାଇ ରାଜ୍ୟ ସରକାର ଉଭୟ ଭଦ୍ରକ ଓ ଭୁବନେଶ୍ବରକୁ ସମ୍ପୂୁର୍ଣ୍ଣ ତାଲାବନ୍ଦ ବା ଲକଡାଉନ ଘୋଷଣା କରିଛନ୍ତି। ମୁଖ୍ୟଶାସନ!-->!-->!-->…
Read More...
Read More...
ରେକର୍ଡ କରି ଦେଖାଇଲେ ନବୀନ
କରୋନା ପାଇଁ ଦେଶର ପ୍ରଥମ କୋଭିଡ ହସ୍ପିଟାଲ ଓଡ଼ିଶାରେ ପ୍ରସ୍ତୁତ୨ଟି ମେଡିକାଲରେ ୬୫୦ ଶଯ୍ୟାରେ ଚିକିତ୍ସିତ ହୋଇପାରିବେ ରୋଗୀବୁଝାମଣାର ଗୋଟିଏ ସପ୍ତାହ ମଧ୍ୟରେ କାର୍ଯ୍ୟକ୍ଷମ ହେଲାକିମ୍ସ ଓ ଅଶ୍ବିନୀକୁ ଓଡ଼ିଶା ଖଣି ନିଗମ ସମର୍ଥନ ଦେଇଛି ସହାୟତା ମୁଖ୍ୟମନ୍ତ୍ରୀ ଡାକ୍ତର ଓ!-->…
Read More...
Read More...