Sign in
Sign in
Recover your password.
A password will be e-mailed to you.
ପ୍ରମୁଖ ଖବର
ପୁରୀ ହୋଟେଲ୍ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ
Browsing Category
ରାଜ୍ୟ ଖବର
ଖୋଲିବ କି ନବ ଦାସଙ୍କ ହତ୍ୟା ରହସ୍ୟ ?
ବ୍ରଜରାଜନଗର: ନବ ଦାସ ହତ୍ୟା ମାମଲାରେ କ୍ରାଇମବ୍ରାଞ୍ଚ ଖୋଳତାଡ ଜାରି ରଖିଛି। ଆଜି ବ୍ରଜରାଜନଗର ଗାନ୍ଧୀ ଛକକୁ ଯାଇ ଖୋଳତାଡ କରୁଛି ତଦନ୍ତକାରୀ ଟିମ୍। ମଙ୍ଗଳବାର ଝାରସୁଗୁଡ଼ା ସରବାହାଲ ବାସଭବନରେ ନବଙ୍କ ପତ୍ନୀ ମୀନତି, ଝିଅ ଦୀପାଳି ଏବଂ ପୁଅ ବିଶାଲ ଦାସଙ୍କୁ ତଦନ୍ତକାରୀ ଦଳ ପଚରାଉଚରା!-->…
Read More...
Read More...
୪୬୦ ସ୍କୁଲ ବସ୍ର ନାହିଁ ଫିଟ୍ନେସ୍: ପରିବହନ ମନ୍ତ୍ରୀ
ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ଵରରେ ବିପଦ ସଂକୁଳ ଅବସ୍ଥାରେ ଗଡୁଛି ସ୍କୁଲ ବସ୍। ସ୍କୁଲ ବସ୍ ଗୁଡିକ ବିନା ଫିଟନେସ୍ ଛାତ୍ରଛାତ୍ରୀ ମାନଙ୍କୁ ନେବା ଆଣିବା କରୁଛି। ଭୁବନେଶ୍ୱରରେ ୪ଶହ ୬୦ଟି ସ୍କୁଲ ବସ୍ରେ ଫିଟ୍ନେସ୍ ନାହିଁ। ବିନା ଫିଟନେସ୍ରେ ପିଲାଙ୍କୁ ନେବା ଆଣିବା କରୁଛି ସ୍କୁଲ!-->…
Read More...
Read More...
ରାଜ୍ୟରେ ଅଘୋଷିତ ବିଦ୍ୟୁତ୍ କାଟ୍ କରାଯିବ ନାହିଁ
ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଖରାର ପ୍ରକୋପ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି। ବିଶେଷକରି ଖରାଦିନରେ ବିଜୁଳି କାଟ୍ ସମସ୍ୟା ଲୋକଙ୍କୁ କଲବଲ କରିଥାଏ। ତେବେ ବିଜୁଳି କାଟ୍କୁ ନେଇ ସରକାର ଏକ ବଡ଼ ଘୋଷଣା କରିଛନ୍ତି।
ରାଜସ୍ବ ଓ!-->!-->!-->…
Read More...
Read More...
ଏପ୍ରିଲ ୨ରୁ ସକାଳୁଆ ସ୍କୁଲ
ଭୁବନେଶ୍ବର: ରାଜ୍ୟରେ ବଢୁଥିବା ରୌଦ୍ରତାପକୁ ଦୃଷ୍ଟିରେ ରଖି ସରକାର ରାଜ୍ୟରେ ସ୍କୁଲଗୁଡ଼ିକୁ ସକାଳୁଆ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସମସ୍ତ ସ୍କୁଲ ସକାଳୁଆ ହେବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଥିବା!-->…
Read More...
Read More...
ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ବଢୁଛି ଆଗ୍ରହ-ଶକ୍ତିମନ୍ତ୍ରୀ
ଭୁବନେଶ୍ବର: ରାଜ୍ୟରେ ପିଏମ୍ ସୂର୍ଯ୍ୟଘର ଯୋଜନା ପାଇଁ ଆଗ୍ରହ ବୃଦ୍ଧି ପାଉଛି। ମାଗଣା ବିଜୁଳିକୁ ନେଇ ବଡ଼ ଅପଡେଟ୍। ଯୋଜନାକୁ ନେଇ ବିଧାନସଭାରେ ବଡ଼ ସୂଚନା ଦେଲେ ରାଜ୍ୟ ସରକାର। ସରକାର ଗୃହରେ କହିଛନ୍ତି, ପିଏମ ସୂର୍ଯ୍ୟଘର ଯୋଜନା ପାଇଁ ରାଜ୍ୟରେ ଆଗ୍ରହ ବଢୁଛି। ବର୍ତ୍ତମାନ ସୁଦ୍ଧା!-->…
Read More...
Read More...
ପାରାଦୀପ ଶିଳ୍ପାଞ୍ଚଳ ସର୍ବାଧିକ ପ୍ରଦୂଷିତ: ମନ୍ତ୍ରୀ
ରାଜ୍ୟରେ ପାରାଦୀପ ଶିଳ୍ପାଞ୍ଚଳ ସବୁଠୁ ଅଧିକ ପ୍ରଦୂଷିତ ଭାବରେ ଉଭା ହୋଇଛି। ୬୦.୬୧ ସିଇପିଆଇ ସ୍କୋର୍ ସହ ଅତ୍ୟଧିକ ସହ ପାରାଦୀପ ପ୍ରଦୂଷିତ ଅଞ୍ଚଳ ଭାବେ ଟିହ୍ନଟ ହୋଇଛି। ଏନେଇ ଆଜି ଗୃହରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଏକ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ!-->…
Read More...
Read More...
ଆଇଏଏସ୍ ସ୍ତରରେ ଛୋଟ ଧରଣର ଅଦଳବଦଳ
ଭୁବନେଶ୍ବର: ଭାରତୀୟ ପ୍ରଶାସନିକ ସେବା(ଆଇଏଏସ) କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଛୋଟ ଧରଣର ଅଦଳବଦଳ କରାଯାଇଛି। ରାଜ୍ୟ ସରକାର ଡିଟିଇଟି ନିର୍ଦ୍ଦେଶକ ଥିବା ସମର୍ଥ ବର୍ମାଙ୍କୁ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରିଛନ୍ତି। ଓଡ଼ିଶା ସିନେ ଉନ୍ନୟନ ନଗମର ଏମଡି ଭାବେ ତାଙ୍କୁ ଅତିରିକ୍ତ!-->…
Read More...
Read More...
ମାର୍ଚ୍ଚ ୩୧ ଧାନ କିଣା ପାଇଁ ଶେଷ ତାରିଖ : ଯୋଗାଣ ମନ୍ତ୍ରୀ
ଭୁବନେଶ୍ଵର: ରାଜ୍ୟରେ ଖରିଫ ଧାନ କିଣା ସମ୍ପର୍କରେ ରବିବାର ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏକ ବଡ଼ ଘୋଷଣା କରିଛନ୍ତି। ଖରିଫ ଧାନ କିଣା ୩୧ ମାର୍ଚ୍ଚ ପର୍ଯ୍ୟନ୍ତ ଡେଡ୍ ଲାଇନ୍ ରହିଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ମାର୍ଚ୍ଚ ୩୧ ପରେ ଆଉ ଧାନ କିଣା ହେବ ନାହିଁ।ମାର୍ଚ୍ଚ ୩୧!-->…
Read More...
Read More...
ମୋ ବସ୍ ଆଗରେ ଓ ପଛରେ ଲାଗିବ କ୍ୟାମେରା: ନଗର ଉନ୍ନୟନ ମନ୍ତ୍ରୀ
ଭୁବନେଶ୍ବର: ରାଜଧାନୀରେ ମୋ ବସ୍ ଦୁର୍ଘଟଣା ରୋକିବାକୁ ବଡ ପଦକ୍ଷେପ ନେଲେ ସରକାର। ଏବେ ବସ୍ ର ଆଗରେ ଓ ପଛରେ ଲଗାଯିବ କ୍ୟାମେରା। ଦୁର୍ଘଟଣା ବେଳେ କ୍ୟାମେରାର ଫିଡ୍ କୁ ଯାଞ୍ଚ କରାଯିବ ଯାହାର ଭୁଲ ଥିବ ତା ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ଡ.!-->…
Read More...
Read More...
ରାଜଧାନୀରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍
ଭୁବନେଶ୍ଵର: ଆସନ୍ତା ମାସରୁ ହେବ ଏଲିଭେଟେଡ୍ କାମ। ରାଜଧାନୀ ଭୁବନେଶ୍ଵରରେ ନାଗପୁର ଢାଞ୍ଚାରେ ହେବ ଏଲିଭେଟେଡ୍ କରିଡର୍। ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦ। ତେବେ ଜୟଦେବ ବିହାର ଛକରୁ ନନ୍ଦନକାନନ ଯାଏଁ ହେବ ଏଲିଭେଟେଡ୍ ରୋଡ୍। ଏଥିପାଇଁ ୨୭୦୦ କୋଟି ଟଙ୍କା!-->…
Read More...
Read More...