ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ପାଟନା: ଲଗାତାର ବଢ଼ୁଛି ନଦୀର ଜଳସ୍ତର। ଗଙ୍ଗା, ସୋନ, ପୁନପୁନ ଓ ଦର୍ଧା ନଦୀର ପାଣି ବଢ଼ିବା ପରେ ପାଟନା ଜିଲ୍ଲାରେ ବନ୍ୟା ସ୍ଥିତି ଦିନକୁ ଦିନ ଗମ୍ଭୀର ହେଉଛି। ବନ୍ୟାର ପ୍ରଭାବ ଏବେ ଦିଆରା କିମ୍ବା ଗ୍ରାମାଞ୍ଚଳରେ ସୀମିତ ନାହିଁ। ସହରର ବିଭିନ୍ନ ଅଞ୍ଚଳକୁ ମଧ୍ୟ ପାଣି ପଶିବାରୁ ଲୋକଙ୍କ!-->…
Read More...
Read More...