ପୋଖରୀରେ ବୁଡି ଦୁଇ ଶିଶୁଙ୍କ ମୃତ୍ୟୁ
ଯାଜପୁର: ପୋଖରୀରେ ପଡିଯିବାରୁ ଦୁଇଟି ନିଷ୍ପାପ ଶିଶୁଙ୍କ ଜୀବନ ଦୀପ ଲିଭି ଯାଇଛି । ମୃତକ ଦୁଇ ଜଣ ସଂପର୍କୀୟ ଭାଇ-ଭଉଣୀ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା କୁଳସାହିରୁ ଏମିତି ଏକ ଦୁଃଖଦ ଖବର ଆସିଛି । ମୃତ ଶିଶୁ ଦୁଇ ଜଣ ହେଉଛନ୍ତି କୁଳସାହି ଗାଁର ମାନସ ଜେନାଙ୍କ ପୁଅ କାହ୍ନୁ ଜେନା ଓ!-->…
Read More...
Read More...