ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଲୋକାର୍ପିତ ହେଲା ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ଯାନ

ଭୁବନେଶ୍ବର; ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ସନ୍ଧ୍ୟାରେ ରାଜ୍ୟ ଟିକା ସଂରକ୍ଷଣ ଭଣ୍ଡାର ଓ ୯ଟି ଆଞ୍ଚଳିକ ଟିକା ସଂରକ୍ଷଣ କେନ୍ଦ୍ର ପାଇଁ ୧୦ଟି ‘ତାପ ସଂରକ୍ଷିତ ଯାନ’ ଏବଂ ଅତ୍ୟାଧୁନିକ ରକ୍ତ ସଂଗ୍ରହ ଓ ରକ୍ତ ସଂରକ୍ଷଣ ସୁବିଧା ସମ୍ପନ୍ନ ୫ଟି ‘ରକ୍ତ ସଂଗ୍ରହ ଯାନ’ ଲୋକାର୍ପଣ
Read More...

ଆମେରିକା ବିଦେଶ ବିଭାଗ ପକ୍ଷରୁ ମନୋନୀତ ହେଲେ ଭବାନୀ

ଭୁବନେଶ୍ବର; ‘ସମ୍ବାଦ’ରେ କାର୍ଯ୍ୟରତ ବାର୍ତ୍ତାବିଭାଗର ଉପମହାପ୍ରବନ୍ଧକ ଭବାନୀ ଶଙ୍କର ତ୍ରିପାଠୀ ‘ୟୁନାଇଟେଡ୍‌ ଷ୍ଟେଟ୍‌ସ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଭିଜିଟର୍‌ ଲିଡର୍‌ସିପ୍‌ ପ୍ରୋଗ୍ରାମ୍‌’ରେ ଭାରତର ପ୍ରତିନିଧିତ୍ବ କରିବାକୁ ମନୋନୀତ ହୋଇଛନ୍ତି। ମାର୍ଚ୍ଚ ୧୩ରେ ହେବାକୁ ଥିବା
Read More...

କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୧୨ଟି ପ୍ରସ୍ତାବକୁ ମଂଜୁରୀ ମିଳିଥିବା ସୂଚନା । ରାଜସ୍ୱ, ପଂଚାୟତିରାଜ, ଗୃହ ଓ ନଗର ଉନ୍ନୟନ, ସମବାୟ ଆଦି ବିଭାଗର ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର ବାଜିଥିବା ସୂଚନା । ସହକାରୀ ସମବାୟ ନିବନ୍ଧକ କ୍ୟାଡର
Read More...

ପୁରୀରେ ଜଳୁଛି ମାର୍କେଟ କମ୍ପ୍ଲେକ୍ସ

ପୁରୀ; ପୁରୀରେ ଜଳୁଛି ମାର୍କେଟ କମ୍ପ୍ଲେକ୍ସ। ଅଣାୟତ ହେଉଛି ନିଆଁ । ରାତି ସାରା ପ୍ରଚେଷ୍ଟା ସତ୍ୱେ ନିଆଁ ଲିଭିପାରୁନି। ପ୍ରଥମ ଓ ଦ୍ୱିତୀୟ ମହଲାକୁ ବ୍ୟାପିଲା ନିଆଁ । ପ୍ରଥମ ମହଲାରେ ରହିଛି ବ୍ୟାଙ୍କ ଓ ଲୁଗା ଦୋକାନ। ୧୫ ଘଣ୍ଟାରୁ ଅଧିକ ସମୟ ହେବ ଅଗ୍ନିଶମବାହିନୀ ଏବଂ ଓଡ୍ରାଫ ଟିମ ଆୟତ୍ତ
Read More...

ଆସନ୍ତା କାଲିଠାରୁ ମାଟ୍ରିକ ପରୀକ୍ଷା

କଟକ; ଆସନ୍ତା କାଲିଠାରୁ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା । ସକାଳ ୮ଟାରୁ ଆରମ୍ଭ ହେବ ପରୀକ୍ଷା । ୩ ହଜାର ୨୧୮ କେନ୍ଦ୍ରରେ ୫ଲକ୍ଷ ୪୧ ହଜାର ୨୪୭ ଶିକ୍ଷାର୍ଥୀ ଦେବେ ପରୀକ୍ଷା । ପ୍ରଥମ ଦିନରେ ଘଣ୍ଟାଏ ଆଗରୁ ସେଣ୍ଟରରେ ପହଞ୍ଚିବେ ଛାତ୍ରଛାତ୍ରୀ । ମୋଟ ୩୧୬ ନୋଡ଼ାଲ ସେଣ୍ଟରରେ ପହଞ୍ଚି
Read More...

ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି

କେରଳ; ବିବାହିତ ଛାତ୍ରୀଙ୍କୁ ମିଳିବ ୬ମାସର ମାତୃତ୍ୱ ଛୁଟି। ଛାତ୍ରୀମାନଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନେଇଛି କେରଳ ବିଶ୍ବବିଦ୍ୟାଳୟ । ପାଠ ପଢ଼ୁଥିବା ୧୮ ବର୍ଷ ବୟସରୁ ଅଧିକ ଛାତ୍ରୀଙ୍କୁ ଏଭଳି ଛୁଟି ମିଳିବ । ଯଦି କେହି ଛାତ୍ରୀ ଗ୍ରାଜୁଏସନ୍, ପୋଷ୍ଟଗ୍ରାଜୁଏସନ
Read More...

ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତା ଉପରେ ପ୍ରତିବନ୍ଧକ

ଭୁବନେଶ୍ବର; ଯାତ୍ରା ଓ ମେଲୋଡିରେ ଅଶ୍ଳୀଳତା ଓ ନଗ୍ନତାକୁ ସ୍ଥାନ ନାହିଁ। ଏଥିପାଇଁ କଡା ନିର୍ଦ୍ଦେଶନାମା ଜାରି କରଯାଇଛି। ଉତ୍କଳୀୟ ସଂସ୍କୃତିର ଏପରି ଅପପ୍ରଚାରକୁ ଆଉ ବରଦାସ୍ତ କରାଯିବନି। ଏପରିକି ଯାତ୍ରା, ମେଲୋଡିରେ ଦ୍ୱି ଅର୍ଥବୋଧକ ସଂଳାପ ମଧ୍ୟ ରହିବନି। ଓଡ଼ିଆ ଭାଷା ସାହିତ୍ୟ ଓ
Read More...

ଆସନ୍ତା ୧୦ତାରିଖରେ ରାଉରକେଲା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର; ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆସନ୍ତା ୧୦ତାରିଖରେ ରାଉରକେଲା ଯିବାର କାର୍ଯ୍ୟକ୍ରମ ରହିଛି । ବିଜେଡି ବିଧାୟକ ଶାରଦା ନାୟକ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରାଉରକେଲା ଗସ୍ତରେ ଆସି ସୁନ୍ଦରଗଡ଼ ଜିଲ୍ଲା ପାଇଁ ବିଭିନ୍ନ
Read More...

ନିଶା ଖାଇ ମଉଜ କରୁଥିଲେ ସାବଧାନ

ଭୁବନେଶ୍ବର; କାଲି ରଙ୍ଗର ଖେଳ ହେବ ଆଉ ଏଥିପାଇଁ ଭୁବନେଶ୍ୱରରେ ସୁରକ୍ଷାକୁ ବଢାଇଦିଆଯାଇଛି । ଭୁବନେଶ୍ୱର ସହର ଉପରେ ନଜର ରଖିବ ୬୦ଟି ସ୍ପେଶାଲ ସ୍କ୍ୱାର୍ଡ । ୩୧ଟି ସ୍ଥାନରେ ପୋଲିସ ପିକେଟିଂ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ୧୭ଟି ମୋବାଇଲ ପାଟ୍ରୋଲିଂ ଟିମ୍
Read More...

ଢାକାରେ ଭୟଙ୍କର ବିସ୍ଫୋରଣ ଘଟି ୧୪ ମୃତ୍ୟୁ, ୧୦୦ରୁ ଅଧିକ ଆହତ

ଢାକା: ବାଂଲାଦେଶ ରାଜଧାନୀ ଢାକାରେ ଭୟଙ୍କର ବିସ୍ଫୋରଣ ଘଟି ୧୪ ଜଣଙ୍କ ଜୀବନ ଯାଇଥିଲାବେଳେ ଶହେରୁ ଅଧିକ ଲୋକ ଆହତ ହୋଇଛନ୍ତି।ଆହତଙ୍କ ମଧ୍ୟରେ ଅଧିକାଂଶ ଲୋକଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସୂଚନାନୁସାରେ; ବାଂଲାଦେଶର ଢାକା ଅନ୍ତର୍ଗତ ଗୁଲିସ୍ତାନର ଥିବା ଗୋଟିଏ ବହୁତଳ
Read More...