ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ଦୁଷ୍କର୍ମ କଲେ ମୃତ୍ୟୁଦଣ୍ଡ, ବେକାରିଙ୍କୁ ଚାକିରି

ସଂକଳ୍ପ ପତ୍ର ଜାରି କଲା ବିଜେପି ସରକାରକୁ ଆସିଲେ ଗରିବି ହଟିବଚିଟଫଣ୍ଡ ଠକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନସବୁ ଜିଲ୍ଲାରେ ମେଡିକାଲ କଲେଜନବୀନଙ୍କୁ ସମାଲୋଚନା କଲେ ଶାହ ଭୁବନେଶ୍ୱର:୨୦୧୯ ନିର୍ବାଚନକୁ ନିଜ ପକ୍ଷକୁ ନେବା ଲାଗି ଆଜି ଭାରତୀୟ ଜନତା ପାର୍ଟି ଇସ୍ତାହାର ପ୍ରକାଶ କରିଛି ।…
Read More...

କଂଗ୍ରେସ ରାସ୍ତାରେ ବିଜେଡି: ମୋଦୀ

କଂଗ୍ରେସକୁ ହଟାଇବାକୁ ମୋଦୀଙ୍କୁ ଆହ୍ୱାନଓଡ଼ିଶାକୁ ଦିନିକିଆ ଗସ୍ତରେ ଆସିଥିଲେସୁନ୍ଦରଗଡ ଓ ସୋନପୁରରେ ଭୋଟ ମାଗିଲେ ସୋନପୁର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଦିନିକିଆ ନିର୍ବାଚନ ପ୍ରଚାରରେ ଓଡ଼ିଶାକୁ ଆସି ଉଭୟ ବିଜେଡି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି । କହିଛନ୍ତି,ଯାହା…
Read More...

ବିଜେପିକୁ ଜବାବ ମାଗ : ନବୀନ

ଭୋଟରଙ୍କୁ ପ୍ରବର୍ତାଇଥିଲେ ନବୀନ ଶେଷ ନିଶ୍ୱାସ ଯାଏ ଓଡ଼ିଶା ପାଇଁ କାମ କରିବି ନିର୍ବାଚନ ସଭାରେ କେନ୍ଦ୍ରକୁ ଟାର୍ଗେଟ କରି ବର୍ଷିଲେ ମୁଖ୍ୟମନ୍ତ୍ରୀ ଜଳସେଚନ, ରେଳଲାଇନ୍‍, ଏମଏସପି ଓ ପାଣି ପ୍ରସଙ୍ଗ ଉଠାଇଲେ ସରକାରଙ୍କୁ ଆସିବା ମାତ୍ରେ ୨୫ଲକ୍ଷଙ୍କୁ ମିଳିବ୧୦ ହଜାର ଟଙ୍କା …
Read More...

ଦଳରେ ମିଶୁ ମିଶୁ ବିଜେପି ଟିକେଟ୍‍

ପ୍ରକାଶ କଟକରୁ, ଖାରବେଳ କନ୍ଧମାଳରୁ ଲୋକସଭା ପ୍ରାର୍ଥୀଅକଳରେ ବିଜେଡି ନେତା, ସାଂସଦଙ୍କୁ ନେଇ ଦ୍ୱନ୍ଦ୍ୱରେବେଗୁନିଆ ଭୋଟର ପ୍ରଶାନ୍ତଙ୍କର ନା ରନିଙ୍କରପିତାମ୍ୱରଙ୍କୁ ନେଇ କେଁ ଉଠିଲା, ଦାମଙ୍କ ସପକ୍ଷରେ ନେତୃତ୍ୱ ଭୁବନେଶ୍ୱର: ଗତକାଲି ବିଜେପିରେ ଯୋଗଦେଇଥିଲେ ପୂର୍ବତନ ଡିଜିପି ପ୍ରକାଶ…
Read More...

ନବୀନଙ୍କ ବିରୋଧରେ ପିତାମ୍ୱର ହିଞ୍ଜିଳି ପ୍ରାର୍ଥୀ

ଗେରୁଆ ପିନ୍ଧିବା ପରେ ଖାରବେଳ କହିଲେ କନ୍ଧମାଳବିଜେପି ରଣନୀତି ନେଇ ରାଜନୈତିକ ମହଲ ତାଜୁବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ହିଞ୍ଜିଳିରୁ ପ୍ରାର୍ଥୀ ହେବେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ବିଜେପି ମୁଖପାତ୍ର ପିତାମ୍ୱର ଆଚାର୍ଯ୍ୟ । ବିଧିବଦ୍ଧ ଘୋଷଣା ହୋଇନଥିଲେ…
Read More...

ଜାତୀୟ ଦଳ କୋଳରେ ଲୁଚିଲେ ଟାଣୁଆ ନେତା

ଦାମ, ଖାରବେଳ, ପଞ୍ଚାନନ, ବ୍ରଜ ଗୋଟିଏ ରାସ୍ତାରେନବୀନଙ୍କୁ କମ୍ପୁଥିଲେ, ଆପେ ବଞ୍ଚିବା ପାଇଁ ରାହା ଖୋଜିଲେନୀତି ଆଦର୍ଶ ଚୁଲିକୁ ଗଲା, ନୂଆ ନୀଡରେ ବି କୋଣଠେସା ହେବେ ଭୁବନେଶ୍ୱର:ୟେସା କରିଦେବୁ, ତେସା କରିଦେବୁ । ଆମର ଏମିତି ସଂଗଠନ ଅଛି । ସରକାରକୁ ଉପାଡି ଫିଙ୍ଗିଦେବୁ । କିଏ…
Read More...

ରାତି ଅଧରେ କଂଗ୍ରେସ ତାଲିକା

୬ ଲୋକସଭା ଓ ୩୬ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ନରସିଂହ, ତାରା, ଭୁଜବଳଙ୍କୁ ମିଳିଲା ଟିକେଟ୍‍ ଜଣେ ମାତ୍ର ମହିଳା ମୁହଁ ଚିତ୍ରକୋଣ୍ଡାରୁ କୋରାପୁଟ ଲୋକସଭା ଆସନ ନିଷ୍ପତ୍ତି ଅଟକିଲା ଭୁବନେଶ୍ୱର: ବିଜେଡି ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ପାଖାପାଖି ୯ ଘଣ୍ଟା ପରେ…
Read More...

୮ ସାଂସଦ ପ୍ରାର୍ଥୀ ବଦଳିଲେ, ନବୀନ ଦୁଇ ଆସନରୁ ପ୍ରାର୍ଥୀ

ଏସଜି ପ୍ରତିନିଧି ଭାବେ ପ୍ରମିଳାଙ୍କୁ ମିଳିଲା ଟିକେଟ୍‍ ସିଦ୍ଧାନ୍ତକୁ ଟିକେଟ ମିଳିଲାନି, ଅଚ୍ୟୁତ ପ୍ରାର୍ଥୀ ହେବେ ମାଲକାନଗିରି, ଝରିଗାଁ, ଲାଞ୍ଜିଗଡ, ପଟ୍ଟାଙ୍ଗୀ ପ୍ରାର୍ଥୀ ଘୋଷଣା ନୋହିଲା ତିନି ମହିଳା ପ୍ରାର୍ଥୀ ଆସିଲେ ସାମ୍ନାକୁ, ସୁନୀତାଙ୍କୁ ଥଇଥାନ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ…
Read More...

ଅଳ୍ପ ସମୟ ପରେ ପ୍ରାର୍ଥୀ ତାଲିକା: ନବୀନ

ଭୁବନେଶ୍ୱର: ଅଳ୍ପ ସମୟ ପରେ ବିଜେଡି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହେବ । ସୁନ୍ଦରଗଡ ଓ ବଲାଙ୍ଗୀରର କିଛି ନେତାଙ୍କୁ ବିଜେଡିକୁ ସ୍ୱାଗତ କରିବା ବେଳେ ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକ ନିଜେ ଏହି ସୂଚନା ଦେଇଛନ୍ତି । କଳହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର…
Read More...

ଗମାଙ୍ଗ ଦଳ ଛାଡିଲେ, ପ୍ରଶାନ୍ତ ଦ୍ୱନ୍ଦ୍ୱରେ

ବିଜେଡିରେ ଘଡିକେ ଘୋଡା ଛୁଟୁଛିରଘୁନନ୍ଦନ ଦାସ ବିଜେଡିକୁ ଫେରିବେତ୍ରିନାଥ ଖୁବ୍‍ ଶୀଘ୍ର ବିଜେପି ଯାଇପାରନ୍ତି ଭୁବନେଶ୍ୱର: ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗ ଆଜି ବିଜେଡିରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ତଥା ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କୁ ସେ ତାଙ୍କର ଇସ୍ତଫା…
Read More...