ପ୍ରମୁଖ ଖବର

ବିଜେଡି ନିର୍ବାଚନୀ ଇସ୍ତାହାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ
୫ଟି ସ୍ଥାନରେ ପ୍ରାର୍ଥୀ ବଦଳାଇଲା କଂଗ୍ରେସ: ଜଳେଶ୍ୱର ସହ ବରୀ, ଆଠମଲ୍ଲିକ, ଆଠଗଡ଼ ଓ ପୁରୀରେ ବଦଳିଲେ କଂଗ୍ରେସ ପ୍ରାର୍ଥୀ
ଭୁବନେଶ୍ବରରେ ପ୍ରଧାନମନ୍ତ୍ରୀ: ରାଜଭବନରେ କରିବେ ରାତ୍ରିଯାପନ, କାଲି ବ୍ରହ୍ମପୁରରେ ଦେବେ ଉଦ୍‌ବୋଧନ, ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ହେବେ ସାମିଲ

କାନ୍ଦି ପକାଇଲା ଓଡ଼ିଶା

ସହିଦ ଯବାନଙ୍କ ମରଶରୀର ପହଞ୍ଚିଲାବିମାନବନ୍ଦରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳିହଜାର ହଜାର ଲୋକ ଏକାଠି ହେଲେପାକିସ୍ତାନ ମୁର୍ଦାବାଦ ବୋଲି ଗର୍ଜିଲେଜନ୍ମମାଟିରେ ହେବ ସହିଦଙ୍କ ଶେଷକୃତ୍ୟଭୁବନେଶ୍ୱର: କାନ୍ଦ ବୋବାଳିରେ ଫାଟି ପଡୁଥିଲା ବିମାନ ବନ୍ଦର । ଶବାଧାରକୁ ଧରି ତଳେ ଗଡିଯାଉଥିଲେ ପରିବାର…
Read More...

ବିଦ୍ରୋହୀଙ୍କୁ ଡରାଇଲେ ନିରଞ୍ଜନ

୨୬ରେ ନୁହେଁ, ମାର୍ଚ୍ଚ ୨ ସୁଦ୍ଧା ଆସିବେ ରାହୁଲଭୁବନେଶ୍ୱର: ଯିଏ ବିଦ୍ରୋହ କରିବ, ଲୋକେ ତାର ଜବାବ ଦେବେ । ୨୦୧୯ ନିର୍ବାଚନକୁ କର ବା ମର ନୀତିରେ ଗ୍ରହଣ କରିଥିବା ରାଜ୍ୟ କଂଗ୍ରେସ ଆଜି ଦଳର ବିଦ୍ରୋହୀ ପ୍ରାର୍ଥୀଙ୍କୁ ଏମିତି ଚେତାବନୀ ଦେଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ…
Read More...

କେଉଁ ରାସ୍ତାରେ ଯାଉଛିି କଂଗ୍ରେସ?

ସହମତିରେ ହୋଇପାରୁନି ପ୍ରାର୍ଥୀ ଚୟନଗୋଷ୍ଠୀବାଦ ଯାଇନି, ବୟସ୍କ ବି ଆଶାୟୀସଂଗଠନ ଥିବା ନେତାଙ୍କ ବିରୋଧୀ ସକ୍ରିୟପିସିସି ସତର୍କ ନହେଲେ, ବିପର୍ଯ୍ୟୟ ସମ୍ଭାବନାଭୁବନେଶ୍ୱର: ନିର୍ବାଚନମଣ୍ଡଳୀରେ ବର୍ଷତମାମ କର୍ମୀଙ୍କୁ ସଂଗଠିତ କରି ଜଣେ ଦଳର ପତାକା ବଞ୍ଚାଇଲା । ଦୀର୍ଘ ୫ ବର୍ଷ ଧରି ସଭା,…
Read More...

ଏଣେ ସହାୟତା, ସେଣେ ଉଜୁଡିଗଲାଣି

୨୨ ତାରିଖରୁ ରାଜ୍ୟର ସମସ୍ତ ଶୀତଳଭଣ୍ଡାର ବନ୍ଦଆଳୁ ମିସନ ଫେଲ୍‍, ଉପùାଦନ ବଢିବା ବଦଳରେ କମୁଛିଖାଲି ପଡୁଛି ଶୀତଳଭଣ୍ଡାର, ବିଦ୍ୟୁତ ରିହାତି ବି ମିଳୁନି ଭୁବନେଶ୍ୱର:ରାଜ୍ୟ ସରକାର ୨୦୧୫ରେ ଆଳୁ ମିସନ ଘୋଷଣା କରିଥିଲେ । ଆଳୁ ଉପùାଦନ ବୃଦ୍ଧି ସହିତ ସଂରକ୍ଷଣ ପାଇଁ ୧୧୨ଟି ଶୀତଳଭଣ୍ଡାର…
Read More...

ରାୟଗଡାରେ ହେବ ବଟଲିଂ ପ୍ଲାଣ୍ଟ

ଭୁବନେଶ୍ୱର: ରାଷ୍ଟ୍ରାୟତ୍ତ ତେଲ ଏବଂ ଗ୍ୟାସ ବିପଣନ କମ୍ପାନି ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ଼ (ଏଚପିସିଏଲ୍) ରାୟଗଡ଼ାରେ ଏକ ଏଲ୍‌ପିଜି ବଟଲିଂ ପ୍ଲାଣ୍ଟ ନିର୍ମାଣ କରିବ । ଆସନ୍ତା ୧୯ ତାରିଖରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା…
Read More...

ସହିଦଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ପ୍ରାର୍ଥନା

ଆତଙ୍କବାଦୀ ଆକ୍ରମଣ ଘଟଣାରେ ସହିଦ ଯବାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇ ଆସନ୍ତାକାଲି ରାଜ୍ୟର ସମସ୍ତ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯିବ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମିତି ନିର୍ଦ୍ଦେଶ ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶାର ଦୁଇ…
Read More...

କାହାକୁ ରାଜନୀତିର ତୀର ମାରିଲେ ନବୀନ

କ୍ରୀଡାର ବିକାଶ ପାଇଁ ଓଡ଼ିଶାର ପୁରସ୍କୃତସୋର୍ଟସ ଷ୍ଟାର ପୁରସ୍କାର ଆଣିଲେ ନବୀନଭୁବନେଶ୍ୱର: ରାଜନୀତିରେ କ୍ଷମତା ପାଇଁ ଝୁଙ୍କ୍‍ ବିଜୟୀ କରିବ । କିନ୍ତୁ ସେବା ପାଇଁ ଝୁଙ୍କ୍‍ ଦ୍ୱାରା ଲୋକଙ୍କ ହୃଦୟ ଜିତିହେବ । ଖେଳ ସହିତ ରାଜନୀତିକୁ ଫେଣ୍ଟାଫେଣ୍ଟି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଅଣଓଡ଼ିଆ!

ନବୀନ ସ୍ୱଚ୍ଛତାର ପୁଣି ପ୍ରମାଣ ଦେଲେସଶକ୍ତ ଲୋକାୟୁକ୍ତ ଗଠନ ରାସ୍ତା ଖୋଲିଲାକମିଟିର ସବୁ ସଦସ୍ୟଙ୍କ ମତ ମିଶିଗଲାମାର୍ଚ ୧୯ରେ ଚୟନ ହେବେ ଅନ୍ୟ ସଦସ୍ୟ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସଶକ୍ତ ଲୋକାୟୁକ୍ତ ଗଠନ କରିବା ଲାଗି ଅଣ୍ଟାଭିଡିଛନ୍ତି । ରାଜ୍ୟର ପ୍ରଥମ…
Read More...

କିଏ ପାଇବେ ଟିକେଟ୍‍, କିଏ ପଡିବ ବାଦ୍‍

ତିନି ଥର ହାରିଥିଲେ ମିଳିବନି ଟିକେଟ୍‍ଗୋଟିଏ ପରିବାରକୁ ଜଣକୁ ମିଳିବକଂଗ୍ରେସ ଶିବିରରେ କମ୍ପନ, ବରିଷ୍ଠ ବିଚଳିତଭୁବନେଶ୍ୱର: ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍‍ । ତିନି ଥର ହାରିଥିଲେ ଟିକେଟ୍‍ ମନା । ଟିକେଟ୍‍ ବଣ୍ଟନ ପ୍ରକ୍ରିୟାରେ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ…
Read More...

ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ । ଏହି ଖବର ଶୁଣି ବ୍ୟସ୍ତ ହୋଇଯାଉଛନ୍ତି କି । ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‍କୁ ନେଇ ଯେଉଁ ଫିଲ୍ମ ନିର୍ମାଣ ଯୋଜନା ଚାଲିଛି, ସେଥିରେ ମୋଦୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍‍ଙ୍କ ଭୂମିକାରେ ବରଖା ଅଭିନୟ କରିବେ । ନିଜେ…
Read More...