ପ୍ରମୁଖ ଖବର

ଆଜି ଆସୁଛନ୍ତି ମୋଦୀ: ରାତି ୮.୩୦ରେ ଜନପଥରେ ରୋଡ୍‌ ସୋ’, ଶନିବାର କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭା
ଆଜି ଅକ୍ଷୟ ତୃତୀୟା: ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ, ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ରିଟର୍ଣ୍ଣ ଦାଖଲ ବେଳେ ପାନ୍‍ ନମ୍ୱର ବାଧ୍ୟ

ନୂଆଦିଲ୍ଲୀ: ଗତବର୍ଷ ସେପ୍ଟେମ୍ବର ୨୬ରେ ଆଧାର ଉପରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇ ସୁପ୍ରିମକୋର୍ଟ ଆଧାରର ସାମ୍ବାଧାନିକ ବୈଧତା ବଜାୟ ରଖିଥିଲେ। କିନ୍ତୁ ବ୍ୟାଙ୍କ ଖାତା, ମୋବାଇଲ୍‌ ଫୋନ୍ ଓ ସ୍କୁଲ୍‌ରେ ନାମଲେଖା ପାଇଁ ଆଧାର ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ନିର୍ଦେଶ…
Read More...

ପଦ୍ମଶ୍ରୀ: ଗୀତା ଫେରାଇଥିଲେ, ଅରିବାମ ବି ଫେରାଇବେ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପଦ୍ମଶ୍ରୀକୁ ବିଶିଷ୍ଟ ଲେଖିକା ଗୀତା ମେହେଟ୍ଟା ଫେରାଇ ଦେଇଥିଲେ । ନିର୍ବାଚନବର୍ଷ ଓ ରାଜନୈତିକ ଦୃଷ୍ଟିକୋଣରୁ ତାଙ୍କର ଏହି ପଦକ୍ଷେପ ଥିବା କୁହାଯାଇଥିଲା । ଯେହେତୁ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭଉଣୀ, ଏଣୁ ଏହାକୁ ବିଭିନ୍ନ ମହଲ…
Read More...

ବରଫ ନେଲାଣି ୩୫ ପ୍ରାଣ

ଵାଶିଂଟନ: ଆମେରିକାରେ ଅସହ୍ୟ ଥଣ୍ଡା ପରିସ୍ଥିତିରେ ସୁଧାର ଆସୁନାହିଁ । ସ୍ଥିତି ଏମିତି ଯେ ଏବେ ବି ତାପମାତ୍ରା ବିଯୁକ୍ତ ୫୦ ଡିଗ୍ରି ରହିଛି । ଲୋକେ ତ୍ରାହି ତ୍ରାହି ଡାକିଲେଣି । ଦେଖାଦେଇଥିବା ଏହି ମେରୁଝଡ କାରଣରୁ ୩୫ ଜଣଙ୍କ ପ୍ରାଣହାନି ହୋଇ ସାରିଥିବା କୁହାଯାଉଛି । ପାଣିପାଗବିତ୍‍ଙ୍କର…
Read More...

ଶାହଙ୍କ ଆହ୍ୱାନ, ଚ୍ୟାଲେଞ୍ଜ ଦେଲେ ନବୀନ

ପୋଡା ଟ୍ରାନସଫର୍ମର, କାଢି ଫିଙ୍ଗିଦିଅ:ଶାହଅପେକ୍ଷା କର, କିଏ ରହୁଛି, କିଏ ଯାଉଛି: ନବୀନ ଭୁବନେଶ୍ୱର: ପୁରୀରେ ଜନଜାତି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ଯୋଗଦେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ସରକାରଙ୍କୁ ଉପାଡି ଫିଙ୍ଗିଦେବା ଆହ୍ୱାନ ଦେଇଥିଲେ । ଏହାର କେଇ ମୁହୂର୍ତ ପରେ ମୁଖ୍ୟମନ୍ତ୍ରୀ…
Read More...

ଚାଷୀ ପିଲାଙ୍କ ପାଠପଢା ଦାୟିତ୍ୱ ନେଲେ ସରକାର

କାଳିଅା ବୃତ୍ତି ଯୋଜନା ଘୋଷଣା କଲେ ନବୀନ ଭୁବନେଶ୍ୱର: କାଳିଆ ଯୋଜନା ଢାଞ୍ଚାରେ କେନ୍ଦ୍ର ସରକାର ତାଙ୍କ ବଜେଟରେ ଚାଷୀକୁ ୬ ହଜାର ଟଙ୍କା ଲେଖାଏଁ ଦେବା ନେଇ ଘୋଷଣା କରିଛନ୍ତି । ଏହାର ୪୮ ଘଣ୍ଟା ବିତିନି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଆଉ ପାଦେ ଆଗକୁ ଯାଇ ଚାଷୀଙ୍କ ପିଲାଙ୍କ…
Read More...

ନବୀନ ରାସ୍ତା ଦେଖାଇଲେ, ମମତା ମାଡିଗଲେ

ଚିଟ୍‍ଫଣ୍ଡ ମାମଲାରେ ଓଡ଼ିଶାରେ ସିବିଆଇ-ପୁଲିସ ବଳକଷାକଷିପଶ୍ଚିମବଙ୍ଗରେ ସିବିଆଇକୁ ଅଟକାଇଲେ ଦିଦି, ପୁଲିସ ସାଥ୍‍ ଦେଲାମମତାଙ୍କ ଧାରଣା, ସମଗ୍ର ଦେଶରେ ହଇଚଇ, ବିରୋଧୀ ପୁଣି ମେଳି ଭୁବନେଶ୍ୱର: ନିର୍ବାଚନ ପୂର୍ବରୁ ସିବିଆଇର ଚିଟ୍‍ଫଣ୍ଡ ତନାଘନାକୁ ନେଇ ଆଜି ଅଭାବନୀୟ ପରିସ୍ଥିତି ସୃଷ୍ଟି…
Read More...

କଳାହାଣ୍ଡି କଂଗ୍ରେସକୁ ଭକ୍ତ ଅଡୁଆ

ଭୁବନେଶ୍ୱର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ୬ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲ ଉଭୟ ଭବାନୀପାଟଣା ଓ ରାଉରକେଲାରେ ସଭା କରିବେ । ଉଭୟ ସୁନ୍ଦରଗଡ ଓ କଳାହାଣ୍ଡି ଆସନକୁ ଫେରାଇ ଆଣିବା ଲାଗି ପିସିସି ଏଭଳି ଗୋଟିଚାଳନା କରିଛି । ସ୍ଥାନୀୟ ନେତାମାନେ କଂଗ୍ରେସକୁ…
Read More...

ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା । ଶନିବାର ସୁନ୍ଦରଗଡର ଏକ…
Read More...

ହାତ ଛାଡିଥିଲେ, ହାତୀ ଧରିବେ ଶଗରିଆ

ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର…
Read More...

କୃଷକଙ୍କୁ ରଗାଇଦେଲା ଅନ୍ତରୀଣ ବଜେଟ

କୃଷକ ସଂଗଠନ କହିଲେ ଦିନକୁ ୩ଟଙ୍କା ୩ ପଇସା କଣ ହେବସ୍ୱାମୀନାଥନ୍‍ କମିଟି ସୁପାରିସ ଲାଗୁ କରିବାରେ ଅସୁବିଧା କେଉଁଠିଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏଥିରୁ କିଛି ବି ଫାଇଦା ନାହିଁ ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ କୃଷକଙ୍କ ସ୍ୱାର୍ଥ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି…
Read More...