ପ୍ରମୁଖ ଖବର

ଆଜି ଆସୁଛନ୍ତି ମୋଦୀ: ରାତି ୮.୩୦ରେ ଜନପଥରେ ରୋଡ୍‌ ସୋ’, ଶନିବାର କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ରେ ଜନସଭା
ଆଜି ଅକ୍ଷୟ ତୃତୀୟା: ରଥଯାତ୍ରା ପାଇଁ ଅନୁକୂଳ ହେବ ରଥକାଠ, ଆଜିଠୁ ୨୧ ଦିନ ଧରି ନରେନ୍ଦ୍ର ପୁଷ୍କରିଣୀରେ ଚାପ ଖେଳିବେ ମହାପ୍ରଭୁ
ଆଜି ପବିତ୍ର ଅକ୍ଷୟ ତୃତୀୟା,ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆରମ୍ଭ ହେବ ରଥ ନିର୍ମାଣ କାର୍ଯ୍ୟ
ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଆରମ୍ଭ, ଏହି ଅବସରରେ ଶ୍ରୀଲିଙ୍ଗରାଜ, ମା’ ପାର୍ବତୀ, ମା’ ଦୁର୍ଗା ଓ ବାସୁଦେବ ବିନ୍ଦୁସାଗରରେ ଖେଳିବେ ଚାପ
ସମ୍ବଲପୁର ଶୀତଳଷଷ୍ଠୀ; ଆଜି ଥାଳ ଉଠା ସହ କରାଯିବ କନ୍ୟା ମାତା ପିତା ଚୟନ
ଆଜିଠୁ ଖୋଲିବ କେଦାରନାଥ ଧାମ, ୪୦ କ୍ୱିଣ୍ଟାଲ ଫୁଲରେ ସଜା ହୋଇଛି ମନ୍ଦିର
ନ୍ଦ୍ରାପଡ଼ା ଲୋକସଭା କ୍ଷେତ୍ର ପାଇଁ ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡା

ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଅଣଓଡ଼ିଆ!

ନବୀନ ସ୍ୱଚ୍ଛତାର ପୁଣି ପ୍ରମାଣ ଦେଲେସଶକ୍ତ ଲୋକାୟୁକ୍ତ ଗଠନ ରାସ୍ତା ଖୋଲିଲାକମିଟିର ସବୁ ସଦସ୍ୟଙ୍କ ମତ ମିଶିଗଲାମାର୍ଚ ୧୯ରେ ଚୟନ ହେବେ ଅନ୍ୟ ସଦସ୍ୟ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାରେ ସଶକ୍ତ ଲୋକାୟୁକ୍ତ ଗଠନ କରିବା ଲାଗି ଅଣ୍ଟାଭିଡିଛନ୍ତି । ରାଜ୍ୟର ପ୍ରଥମ…
Read More...

କିଏ ପାଇବେ ଟିକେଟ୍‍, କିଏ ପଡିବ ବାଦ୍‍

ତିନି ଥର ହାରିଥିଲେ ମିଳିବନି ଟିକେଟ୍‍ଗୋଟିଏ ପରିବାରକୁ ଜଣକୁ ମିଳିବକଂଗ୍ରେସ ଶିବିରରେ କମ୍ପନ, ବରିଷ୍ଠ ବିଚଳିତଭୁବନେଶ୍ୱର: ଗୋଟିଏ ପରିବାରକୁ ଗୋଟିଏ ଟିକେଟ୍‍ । ତିନି ଥର ହାରିଥିଲେ ଟିକେଟ୍‍ ମନା । ଟିକେଟ୍‍ ବଣ୍ଟନ ପ୍ରକ୍ରିୟାରେ ଏମିତି ନିଷ୍ପତ୍ତି ନେଇଛି କଂଗ୍ରେସ । କଂଗ୍ରେସ…
Read More...

ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ!

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ବରଖା ବିଷ୍ଟ । ଏହି ଖବର ଶୁଣି ବ୍ୟସ୍ତ ହୋଇଯାଉଛନ୍ତି କି । ପ୍ରଧାନମନ୍ତ୍ରୀଙ୍କ ବାୟୋପିକ୍‍କୁ ନେଇ ଯେଉଁ ଫିଲ୍ମ ନିର୍ମାଣ ଯୋଜନା ଚାଲିଛି, ସେଥିରେ ମୋଦୀଙ୍କ ଧର୍ମପତ୍ନୀ ଯଶୋଦା ବେନ୍‍ଙ୍କ ଭୂମିକାରେ ବରଖା ଅଭିନୟ କରିବେ । ନିଜେ…
Read More...

ନୂଆ ଖେଳ ଆରମ୍ଭ କଲେ ବୈଜୟନ୍ତ

ଭୁବନେଶ୍ୱର: ପୁଣି ଚର୍ଚ୍ଚାକୁ ଆସିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ବାହମାସ୍‍ ଟିକସ ଠକେଇ ଭଳି ଘଟଣାରେ ବିଜେଡି ଏବେ ତାଙ୍କୁ ଘେରିଛି । କେବଳ ସେତିକି ନୁହେଁ, କେନ୍ଦ୍ର ସରକାର କାହିଁକି ଏହି ଘଟଣାରେ ତଦନ୍ତ କରୁନାହାନ୍ତି ବୋଲି ପ୍ରଶ୍ନ ଉଠାଇବା ସହିତ ଦଳ କେନ୍ଦ୍ରମନ୍ତ୍ରୀ…
Read More...

ନବୀନଙ୍କ ନିଷ୍ପତ୍ତିକୁ ଅପେକ୍ଷା

ଭୁବନେଶ୍ୱର: ବଦନାମ ନେତାଙ୍କ ଟିକେଟ୍‍ କାଟିଦେଲେ ବିଜେଡି ରାଜ୍ୟ ମୁଖିଆ ନବୀନ ପଟ୍ଟନାୟକ । ଅନେକ ଆକଳନ କରୁଥିଲେ, ଚିତ୍‍ପଟାଙ୍ଗ ମାରିବ ବିଜେଡି । ମୋଦୀ ହାଵାରେ ଅସନ୍ତୁଷ୍ଟଙ୍କ ଭୋଟ ମିଶିଲେ, ବରବାଦ ଆଡକୁ ଯିବ ଶଙ୍ଖ । ପୁଣି ବିଜେଡିର ଚାଣକ୍ୟ କୁହାଯାଉଥିବା ପ୍ୟାରୀମୋହନ ମହାପାତ୍ରଙ୍କ…
Read More...

ବେଗୁନିଆରେ ବୁଲିଲେ ପୃଥ୍ୱୀ, କଂଗ୍ରେସ ପ୍ରାର୍ଥୀ

ଭୁବନେଶ୍ୱର: ୨୦୧୯ ନିର୍ବାଚନ ଗଣିତ ଦିନକୁ ଦିନ ଅଧିକ ରହସ୍ୟମୟ ହେବାରେ ଲାଗିଲାଣି । ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଅବର୍ତମାନରେ ତାଙ୍କ ପୁଅ ପୃଥ୍ୱୀବଲ୍ଲଭ ପଟ୍ଟନାୟକ ରାଜନୀତିକୁ ଓହ୍ଲାଇଛନ୍ତି । ଜାନକୀଙ୍କ ପୁରୁଣା ନିର୍ବାଚନମଣ୍ଡଳୀ ବେଗୁନିଆକୁ ସେ ତାଙ୍କର…
Read More...

ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ଚୟନ, ୮ରୁ କାର୍ଯ୍ୟ

ସୁପ୍ରିମକୋର୍ଟରେ ହାଜର ହୋଇ ସତ୍ୟପାଠ ଦାଖଲ କଲେ ମୁଖ୍ୟସଚିବ ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଲୋକାୟୁକ୍ତ ଚୟନ କରାଯିବ । ଏପ୍ରିଲ ୮ ତାରିଖରୁ ଲୋକାୟୁକ୍ତ ଓଡ଼ିଶାରେ କାର୍ଯ୍ୟ କରିବେ । ଲୋକାୟୁକ୍ତ ନିଯୁକ୍ତି ନେଇ ଆଜି ମୁଖ୍ୟଶାସନ ସଚିବ ସର୍ବୋଚ୍ଚ ନ୍ୟାୟାଳୟରେ ଏମିତି…
Read More...

ବେଳ ଦେଖି ବୈଜୟନ୍ତଙ୍କୁ ବାଣ ମାରିଲା ବିଜେଡି

ଭୁବନେଶ୍ୱର: ବିଜେଡିରୁ ବିଦା ହେବା ବେଳେ ବୈଜୟନ୍ତଙ୍କ ବିରୋଧରେ ସଙ୍ଗିନ ଅଭିଯୋଗ ଅଣାଯାଇଥିଲା । ସେତେବେଳେ ଦଳ ପକ୍ଷରୁ କୁହାଯାଇଥିଲା ଯେ ସେ ଅର୍ଥ ସଂକ୍ରାନ୍ତ ସ୍ଥାୟୀ କମିଟି ଅଧ୍ୟକ୍ଷ ହେବାକୁ ଚାହୁଁଥିଲେ । ନ କରାଯିବା କାରଣରୁ ବିରୋଧୀ ହୋଇଛନ୍ତି । ବିଜେଡିର ଏହି ଅଭିଯୋଗ ବେଶ…
Read More...

ଫଟୋରେ ରହିଗଲା ସ୍ମରଣୀୟ ମୁହୂର୍ତ

କିଏ ଯିଏ, ଆଉ କିଏ ଫେରିବେଅଧିବେଶନ ଶେଷ, ନୂଆ ସରକାରକୁ ଅପେକ୍ଷାମାନ ଅଭିମାନ ଛାଡି ହାତ ମିଳାଇଲେ ନେତାକାହାକୁ କେମିତି ମନେ ରଖିବ ବିଧାନସଭା ଭୁବନେଶ୍ବର: ଯେତେଥର ଗୃହରେ ବସିଛନ୍ତି, ରାଜନୈତିକ ଆକ୍ଷେପ, ପ୍ରତି ଆକ୍ଷେପ ହୋଇଛି । ଲଢେଇ ଅନେକ ସମୟରେ ବ୍ୟକ୍ତିଗତ ସ୍ତର ପର୍ଯ୍ୟନ୍ତ…
Read More...

ମୁକାବିଲା ପାଇଁ ଏମିତି ଫର୍ମୁଲା

ସିବିଆଇର ଜବାବ ଦେବ ରାଜ୍ୟ ପୁଲିସଓଡ଼ିଶାରେ ଯାହା, କୋଲକାତାରେ ସେୟାସିବିଆଇରେ ଶନିବାର ହାଜର ହେବେ ରାଜୀବଶୁକ୍ରବାର ନାଗେଶ୍ବରଙ୍କ ପତ୍ନୀଙ୍କ କମ୍ପାନି ଉପରେ ଚଢ଼ଉ ଭୁବନେଶ୍ବର: ବିଜେଡିର ଦୁଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କୁ ସିବିଆଇ ନୋଟିସ କରିବାର କେଇ ଘଣ୍ଟା ମଧ୍ୟରେ ଓଡ଼ିଶା ପୁଲିସ…
Read More...