ପ୍ରମୁଖ ଖବର

୮ଟି ବିଧାନସଭା କ୍ଷେତ୍ର ପାଇଁ ବିଜେପିର ପ୍ରାର୍ଥୀ ଘୋଷଣା: ଖୋର୍ଦ୍ଧାରୁ ପ୍ରଶାନ୍ତ, ସାଲେପୁରରୁ ଲଢ଼ିବେ ଅରିନ୍ଦମ
କେନ୍ଦ୍ରାପଡ଼ାରୁ ଗୀତାଞ୍ଜଳି ସେଠୀ, ହିନ୍ଦୋଳରୁ ଲଢ଼ିବେ ସୀମାରାଣୀ ନାୟକ
କେନ୍ଦୁଝର ଜିଲ୍ଲା ତେଲକୋଇରୁ ଫକୀର ମୋହନ ନାଏକ, ଚମ୍ପୁଆରୁ ମୁରଲୀ ମନୋହର ଶର୍ମା, ବସ୍ତାରୁ ରବୀନ୍ଦ୍ର ଅଣ୍ଡିଆ ଓ ବାସୁଦେବପୁରରୁ ବାଣିକଲ୍ୟାଣ ମହାନ୍ତିଙ୍କୁ ପ୍ରାର୍ଥୀ କରାଯାଇଛି
ଅଷ୍ଟମ ପର୍ଯ୍ଯାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି, ଆଉ ରହିଲା ୩
ଭୋଗରାଇରୁ ପ୍ରାର୍ଥୀ ହେଲେ ଗୌତମବୁଦ୍ଧ ଦାସ, ଖୋର୍ଦ୍ଧାରୁ ରାଜେନ୍ଦ୍ର ସାହୁ ଓ ବେଗୁନିଆରୁ ପ୍ରାର୍ଥୀ ହେଲେ ପ୍ରଦୀପ ସାହୁ
ଜଳୁଛି ଉତ୍ତରାଖଣ୍ଡ ଜଙ୍ଗଲ, ବାୟୂସେନାର ସାହାଯ୍ୟ ନେଲା ପ୍ରଶାସନ
ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ: କଟକ ଓ ଭୁବନେଶ୍ୱର ପାଇଁ ରେଡ୍ ଆଲର୍ଟ ଜାରି
୪୨ ଡିଗ୍ରି ଉପରେ ୫ ସହର, ଭୁବନେଶ୍ବରରେ ତାପମାତ୍ରା ୪୪.୬ଡିଗ୍ରି ରେକର୍ଡ
୫ଟି ଅଧ୍ୟକ୍ଷଙ୍କ ବିରୁଦ୍ଧରେ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଲେ ବଳଭଦ୍ର ମାଝି
ଲୁଣା ନଦୀରେ ଅଘଟଣ; ବୁଡିଗଲେ ଦୁଇ ସାଙ୍ଗ, ଜଣେ ଉଦ୍ଧାର
ପୁରୀରେ ବ୍ୟାପିଲା ଝାଡ଼ାବାନ୍ତି, ଗଲାଣି ୨ ଜୀବନ

ଯୋଗେଶଙ୍କ ଅଡୁଆ ବଢିଲା, ପ୍ରକାଶ ବି

ଭୁବନେଶ୍ୱର: କଂଗ୍ରେସକୁ ବାଏ ବାଏ କରିବାକୁ ଗୋଡ କାଢିଥିଲେ । ରାଜ୍ୟ ନେତୃତ୍ୱ ଚୋଟେ ଦେଲେ । ବାହାର କଟାବ ଦେଖାଇ ଦିଆଗଲା । ବାଧ୍ୟ ହୋଇ ଇସ୍ତଫା ଦେଲେ । ଏବେ ବିଳମ୍ୱରେ ହେଲେ ବି ଜଣାପଡିଛି ଯେ କଂଗ୍ରେସର ଆଶଙ୍କା ବା ଯୋଗେଶଙ୍କୁ ନେଇ ଚର୍ଚ୍ଚା ଅମୂଳକ ନ ଥିଲା । ଶନିବାର ସୁନ୍ଦରଗଡର ଏକ…
Read More...

ହାତ ଛାଡିଥିଲେ, ହାତୀ ଧରିବେ ଶଗରିଆ

ଭୁବନେଶ୍ୱର:ଶେଷରେ ହାତ ଛାଡି ହାତୀ (ବିଏସପି ନିର୍ବାଚନ ଚିହ୍ନ) ସହିତ ଯିବେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ଶଗରିଆ । ଆସନ୍ତାକାଲି ସେ ବହୁଜନ ସମାଜବାଦି ପାର୍ଟିରେ ଯୋଗ ଦେଉଥିବା ସୂଚନା ମିଳିଛି । ଏ ନେଇ ଭୁବନେଶ୍ୱରରେ ଏକ ମିଶ୍ରଣ କାର୍ଯ୍ୟକ୍ରମ ଦଳ ଆୟୋଜନ କରିଛି ଓ ପ୍ରଭାରୀ ଧରମବୀର…
Read More...

କୃଷକଙ୍କୁ ରଗାଇଦେଲା ଅନ୍ତରୀଣ ବଜେଟ

କୃଷକ ସଂଗଠନ କହିଲେ ଦିନକୁ ୩ଟଙ୍କା ୩ ପଇସା କଣ ହେବସ୍ୱାମୀନାଥନ୍‍ କମିଟି ସୁପାରିସ ଲାଗୁ କରିବାରେ ଅସୁବିଧା କେଉଁଠିଭାଗଚାଷୀ ଓ ଭୂମିହୀନ ଚାଷୀଙ୍କୁ ଏଥିରୁ କିଛି ବି ଫାଇଦା ନାହିଁ ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅନ୍ତରୀଣ ବଜେଟରେ କୃଷକଙ୍କ ସ୍ୱାର୍ଥ ଉପରେ ମୁଖ୍ୟତଃ ଗୁରୁତ୍ୱ ଦିଆଯାଇଛି…
Read More...

କେନ୍ଦ୍ର କାଟିଦେଲା ୨୬ ହଜାର ୩୪୨ କୋଟି

ନବୀନ ବଜେଟକୁ ଦେଲେ ଅଢେଇ ମାର୍କଚନ୍ଦ୍ରବାବୁ ନାଇଡୁ ପାଳିବେ ପ୍ରତିବାଦ ଦିବସକ୍ରେଜିଵାଲ ବି କଡା ସମାଲୋଚନା କଲେ ଭୁବନେଶ୍ୱର: ଚତୁର୍ଦଶ ଅର୍ଥ କମିସନ ସୁପାରିସରେ ଓଡ଼ିଶାକୁ ଅଜାଡି ଦିଆଯାଇଛି ବୋଲି ଦାବି କରିଥିଲେ କେନ୍ଦ୍ର ସରକାର । ୮ଟି ବଡ ଯୋଜନା ବନ୍ଦ କରିଦେବା ସହିତ ୩୩ଟି ଯୋଜନାରେ ଚୋଟ…
Read More...

ପୂର୍ବତଟ ରେଳବାଇକୁ ୭,୦୧୦ କୋଟି

ରେଳ ବଜେଟରେ ପୂର୍ବତଟ ରେଳବାଇକୁ୭ ହଜାର ୧୦ କୋଟି ଟଙ୍କା ଅନୁଦାନ ମିଳିଛି । ଯାହାକି ଗତବର୍ଷ ଅପେକ୍ଷା ୧୩ ପ୍ରତିଶତ ଅଧିକ ଅର୍ଥ ମିଳିଛି । ନୂଆ ଲାଇନ୍ ପାଇଁ ବଜେଟରେ ୨ ହଜାର ୬୩୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ହରିଦାସପୁର-ପାରାଦୀପ ଲାଇନ୍ ପାଇଁ ସର୍ବାଧିକ ୪୦୦ କୋଟି…
Read More...

ନନ୍ଦିନୀଙ୍କୁ ତଡିଦେବେ କି ଲତିକା

ରମେଶଙ୍କୁ ବିଜେଡିରୁ ଟକ୍କର ଦେବ କିଏସାନଖେମୁଣ୍ଡିରେ ତଥାପି ଅଙ୍କ ଛିଣ୍ଡିନି ଭୁବନେଶ୍ୱର:ପୂର୍ବତନ ସାଂସଦ ନିତ୍ୟାନନ୍ଦ ପ୍ରଧାନଙ୍କ ଝିଅ ତଥା ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଅଧ୍ୟକ୍ଷା ଲତିକା ପ୍ରଧାନ ନା ବର୍ତମାନର ବିଧାୟିକ ନନ୍ଦିନୀ ଦେବୀ । ଓସ୍କାର୍ଡ ବ୍ୟାଙ୍କ ସଭାପତି ଯୋଗେନ୍ଦ୍ର ସ୍ୱାଇଁ…
Read More...

ସବୁଠି ଚର୍ଚ୍ଚାରେ ସିବିଆଇ

ନୂଆଦିଲ୍ଲୀ: ନିର୍ବାଚନ ପୂର୍ବରୁ ବିଜେଡି ନେତାଙ୍କୁ ନୋଟିସ କରି ଓଡ଼ିଶାରେ ସିବିଆଇ ଚର୍ଚ୍ଚାରେ ରହିଛି । ପଶ୍ଚିମବଙ୍ଗ ଠାରୁ ଆରମ୍ଭ କରି ଦିଲ୍ଲୀ ପର୍ଯ୍ୟନ୍ତ ସିବିଆଇର କାର୍ଯ୍ୟକୁ ନେଇ ବିତର୍କ ମୁଣ୍ଡ ଟେକିଛି । ଏମିତି ଏକ ସମୟରେ ସିବିଆଇର ଅନ୍ତରୀଣ ମୁଖ୍ୟ ତଥା ଓଡ଼ିଶା କ୍ୟାଡର ଆଇପିଏସ୍‍…
Read More...

୨୦୨୩ କ୍ରିକେଟ୍‍ ବିଶ୍ୱକପ୍‍ ଭାରତରେ

ନୂଆଦିଲ୍ଲୀ: ଆଉ କିଛି ମାସ ପରେ ପୁରୁଷ ବିଶ୍‍କପ୍‍ କ୍ରିକେଟ୍‍ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ଏମିତି ସମୟରେ ୨୦୨୩ରେ ଭାରତରେ ବିଶ୍ୱକପ୍‍ କ୍ରିକେଟ୍‍ ଖେଳ ହେବା ନେଇ ଯେଉଁ ଆଶଙ୍କା ପ୍ରକାଶ ପାଉଥିଲା ତାହା ଆପାତତଃ ଟଳି ଯଇଛି । ଆଇସିସି ମୁଖ୍ୟ କାର୍ଯ୍ୟନିର୍ବାହୀ ସୂଚନା ଦେଇଛନ୍ତି ଯେ…
Read More...

ମନାଇବା ପାଇଁ ଆନ୍ତଃ ମନ୍ତ୍ରୀସ୍ତରୀୟ କମିଟି

ଭୁବନେଶ୍ୱର: ଚାଷୀମାଙ୍କ ସହିତ ଆଲୋଚନା କରିବା ଲାଗି ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ଗଠନ ହୋଇଥିଲା । ନିର୍ବାଚନକୁ ଦେଖି ମୁଣ୍ଡଟେକୁଥିବା ଅସନ୍ତୁଷ୍ଟ ସଂଗଠନଙ୍କୁ ବୁଝାଇବା ସହିତ ସେମାନଙ୍କ ସମସ୍ୟାର ସମାଧାନ ଲାଗି ଆଜି ରାଜ୍ୟ ସରକାର ଆଉ ଏକ…
Read More...

ଛାଇଗଲେ ମାଓବାଦୀ, ଉପସ୍ଥିତି ଜଣାଇଲେ

ଭୁବନେଶ୍ୱର: ଭାରତ ବନ୍ଦ ଆଳରେ ରାଜ୍ୟରେ ପୁଣି ଥରେ ମାଓବାଦୀମାନେ ତାଙ୍କ ଉପସ୍ଥିତି ଜାହିର କରିଛନ୍ତି । ରାୟଗଡା-ବିଷମକଟକରେ ଗୁରୁବାର ସକାଳେ ମାଓବାଦୀମାନେ ଲ୍ୟାଣ୍ଡମାଇନ ବିସ୍ଫୋରଣ କରିଥିଲେ । ବିଷମ କଟକ ଥାନା ଅଧିକାରୀ ଚତୁର୍ଭୁଜ ନାୟକ ଅଳ୍ପକେ ରକ୍ଷା ପାଇଯାଇଥିଲେ । ପରେ ପୋତା ଯାଇଥିବା…
Read More...