ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ପାକିସ୍ତାନକୁ ଧମକାଇଲେ ଭାରତ ଏବଂ ଆମେରିକା

ସରିଫ ସରକାର ବିରୋଧରେ ମିଳିତ ବିବୃତି ଜାରିପାକ୍ ମାଟି ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ହେବନି ନିଶ୍ଚିତ କରସବୁ ଆତଙ୍କବାଦୀ ସଂଗଠନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଅ ନୂଆଦିଲ୍ଲୀ: ଇତିମଧ୍ୟରେ ପାକିସ୍ତାନରେ ସରକାର ବଦଳିଛି। ଠିକ୍ ଏହି ସମୟରେ ପାକିସ୍ତାନ ଉପରେ କଡା ଚାପ ସୃଷ୍ଟି
Read More...

ଉବେର ପରେ ବଢିଲା ଓଲା ଭଡ଼ା, ଜାଣନ୍ତୁ କେଉଁ ସହରରେ ଯାତ୍ରା କରିବା ମହଙ୍ଗା ହେବ

ଏବେ ଅଧିକାଂଶ ସହରରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପିସାରିଛି । ଏହାର ପ୍ରଭାବ ଏବେ କ୍ୟାବ ଓ ଟ୍ୟାକ୍ସି ସେବା ଉପରେ ପଡିଛି । ଆମେରିକା କମ୍ପାନୀଉବେର ମୁମ୍ବାଇ ଓ ଦିଲ୍ଲୀ ଏନସିଆର ପରେ କୋଲକତା ଓ ହାଇଦ୍ରାବାଦରେ ମଧ୍ୟ ଭଡ଼ା ବୃଦ୍ଧି କରିଛି । ସେହିପରି ଉବେର ପରେ ଓଲା ମଧ୍ୟ ବହୁ ସହରରେ ଭଡା
Read More...

ସନ୍ଦିଗ୍ଧକୁ ଧରାଇଦେଲେ ମିଳିବ ୫୦ ହଜାର ଡଲାର

ମଙ୍ଗଳବାର ଆମେରିକାର ସବୁଠୁ ବଡ ସହର ନ୍ୟୁୟର୍କର ବ୍ରୁକଲିନ ସ୍ଥିତି ମେଟ୍ରୋ ଷ୍ଟେସନରେ ଗୁଳିମାଡ଼ ହୋଇଥିଲା । ୧୦ ଜଣଙ୍କ ଦେହରେ ଗୁଳି ବାଜିଥିଲା । ସେମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିଲେ । ଏହା ସହ ଦୌଡାଦୌଡିରେ ଅନ୍ୟ ୧୩ ଜଣ ଆହତ ହୋଇଛନ୍ତି । ତେବେ ସମସ୍ତଙ୍କ ଅବସ୍ଥା ଭଲ
Read More...

୭୪ ବର୍ଷରେ ରାଜଧାନୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଆଜି ରାଜ୍ୟ ରାଜଧାନୀ ଭୁବନେଶ୍ୱରର ପ୍ରତିଷ୍ଠା ଦିବସ । ୭୪ ବର୍ଷରେ ପାଦଦେଇଛି ରାଜଧାନୀ । ରାସ୍ତାଘାଟଠୁ ନେଇ ଆଲୋକୀକରଣ, ଲୋକଙ୍କ ଜୀବନଶୈଳୀ ସବୁକିଛି ବଦଳିଛି ଏହି ୭୪ ବର୍ଷ ମଧ୍ୟରେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ କରି ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଛନ୍ତି । ଏକାମ୍ର କ୍ଷେତ୍ର
Read More...

ଆଜିଠୁ ଆରମ୍ଭ ହେଉଛି ରଣବୀର-ଆଲିଆଙ୍କ ପ୍ରି ୱେଡିଙ୍ଗ ଫଙ୍କସନ୍‌

ଶେଷରେ ସେହି ମୁହୂ ର୍ ଆସିଯାଇଛି..ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବିବାହ ରୀତିନୀତି ଆରମ୍ଭ ହେବାକୁ ଯାଉଛି । ଲଭ ବାର୍ଡସ ରଣବୀର ଓ ଆଲିଆଙ୍କ ବିବାହ ପୂର୍ବ କାର୍ଯ୍ୟ ଆଜିଠୁ ଆରମ୍ଭ ହେବ । ଆଜି ମେହେନ୍ଦୀ ସେରିମନି ଅନୁଷ୍ଠିତ ହେବ । ବିବାହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ରଣବୀରଙ୍କ ଘର
Read More...

ଆକାଂକ୍ଷୀ ଜିଲ୍ଲା ଯିବେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଆକାଂକ୍ଷୀ ଜିଲ୍ଲା ଯିବେ କେନ୍ଦ୍ର ମନ୍ତ୍ରୀ । ୪ ଦିନିଆ ଓଡିଶା ଗସ୍ତରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳୀୟ କର୍ମୀମାନେ ଜୋରଦାର ସ୍ୱାଗତ କରିଥିଲେ। କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆକାଂକ୍ଷୀ ଜିଲ୍ଲା ଢେଙ୍କାନାଳ
Read More...

ମାହାଙ୍ଗା ଗଣହତ୍ୟା କାହାଣୀରେ କେଁ ବାହାରିଲାଣି

କଟକ: ମାହାଙ୍ଗା କୁସୁପୁରରେ ଗଣହତ୍ୟା ପ୍ରସଙ୍ଗକୁ ନେଇ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି ହୋଇଛି। ଜଣେ ବ୍ୟକ୍ତି ଶିବ ପ୍ରସାଦ ସାହୁ କିଭଳି ଏକାଥରକେ ପାଞ୍ଚଜଣଙ୍କୁ ମାରିପାରିବ ତାହାକୁ କେହି ବିଶ୍ବାସ କରିବାକୁ ପ୍ରସ୍ତୁତ ନୁହଁନ୍ତି। ଏପରିକି ପୁଲିସ ଆଇଜି ନରସିଂହ ଭୋଳ ମଧ୍ୟ ଏହି ସନ୍ଦେହ
Read More...

ଚିନ୍ତା ବଢ଼ାଇଲାଣି ଚୀନ୍, ସୀମାରେ ଯୁଦ୍ଧାସ୍ତ୍ର ରଖୁଛି କାହିକି?

ନୂଆଦିଲ୍ଲୀ: ରୁଷ୍-ୟୁକ୍ରେନ୍ ଯୁଦ୍ଧ ଥମିବାର ନାଁ ଧରୁନି। ଏପଟେ ନେପାଳ ଏବଂ ତିଦ୍ଦତ ସୀମାରେ ଉତ୍ତେଜନା କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି। ଭାରତ-ଚୀନ ମଧ୍ୟରେ ସୀମା ବିବାଦ ଲାଗି ରହିଥିବା ପରିପ୍ରେକ୍ଷୀରେ ଏହି ପ୍ରସଙ୍ଗଟି ଏବେ ବିଶ୍ବ ସମୁଦାୟକୁ ଆତଙ୍କିତ କଲାଣି। କାରଣ ଚୀନ ଉଭୟ ସୈନ୍ୟ ଓ
Read More...

ବିଏମସିକୁ ଟାର୍ଗେଟ କଲେ ଅପରାଜିତା

ଭୁବନେଶ୍ୱର ଝାରପଡା ଗଣେଶ ମଣ୍ଡପ ହାଟ ଉଚ୍ଛେଦ ପରେ କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ । କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ଭେଟିବା ପରେ ସେ ବିଏମସିକୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିକାଶ ନୁହେଁ ବିନାଶରୁ ନୁଆ ଇନିଂସ ଆରମ୍ଭ କରୁଛି ବିଏମସିର ମହାନଗର ନିଗମ
Read More...

ସଇତାନ ସାଜିଲା ଭାଇ । ଜମିଜମା ବିବାଦରୁ ଚାଲିଗଲା ଜୀବନ । ବଡ଼ ଭାଇର ପୁରା ପରିବାରକୁ ମାରି ସଫା କରିଦେଲା ସାନ ଭାଇ । ବଡ଼ ଭାଇର ପରିବାରର ୫ ଜଣଙ୍କୁ ହତ୍ୟା କରି ଥାନାରେ ଆତ୍ମସମର୍ପଣ କରିଛି ସାନ ଭାଇ । କଟକ ମାହାଙ୍ଗାରେ ଏଭଳି ଗଣହତ୍ୟା ଘଟିଛି । ଏହି ହତ୍ୟାକାଣ୍ଡ ପରେ କଟକ
Read More...