ହକି ବିଶ୍ବକପ ପାଇଁ ଆଜିଠୁ ଟିକେଟ ବୁକିଂ
ଭୁବନେଶ୍ବର; ଜାନୁଆରୀ ୧୩ରୁ ରାଉଲକେଲାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ବକପ । ଏହି ଟୁର୍ଣ୍ଣାମେଣ୍ଟ ୨୯ ତାରିଖରେ ଶେଷ ହେବ । ପ୍ରଥମ ଦିନ ସଂଧ୍ୟା ୫ଟାରେ ଇଂଲଣ୍ଡ ଏବଂ ଓ୍ବେଲସ ମଧ୍ୟରେ ଟକ୍କର ହେବ । ସଂଧ୍ୟା ୭ଟାରେ ଇଣ୍ଡିଆ ଓ ସ୍ପେନ ମଧ୍ୟରେ ଟକ୍କର ହେବ । ଏଥିପାଇଁ କ୍ରୀଡାପ୍ରେମୀଙ୍କ!-->…
Read More...
Read More...