‘ରଦ୍ଦ ହେଉ ଭାରତ-ପାକିସ୍ତାନ ମ୍ୟାଚ’
ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରରେ ପାକିସ୍ତାନର ଆତଙ୍କୀ କାର୍ଯ୍ୟକଳାପ ଯୋଗୁଁ ଗତ ସପ୍ତାହରେ ଭାରତର ୯ ସୈନିକ ସହିଦ ହୋଇଛନ୍ତି। ପାକିସ୍ତାନ ଆତଙ୍କବାଦୀ ଭାରତରେ ଲଗାତର ଅନୁପ୍ରବେଶ ପାଇଁ ଉଦ୍ୟମ କରୁଛନ୍ତି। ସୀମାରେ ଏନକାଉଣ୍ଟର ଜାରି ରହିଛି। ଆତଙ୍କୀମାନେ ଜମ୍ମୁ କାଶ୍ମୀରର ସାଧାରଣ!-->…
Read More...
Read More...