ପ୍ରମୁଖ ଖବର

ସେପ୍ଟେମ୍ବର ୧୮ରୁ ବିଧାନସଭା ଅଧିବେଶନ
ଓଟିଇଟି ପ୍ରଶ୍ନପତ୍ର ପ୍ରଘଟ ମାମଲା: ରିମାଣ୍ଡରେ ଆସିବେ ଦୁଇ ଅଭିଯୁକ୍ତ
କୃଷି ସଚିବଙ୍କ ଚେତାବନୀ; ନିଯୁକ୍ତ ସ୍ଥାନରେ ଯୋଗ ନଦେଲେ ହେବ ଦରମା ବନ୍ଦ
ଭ୍ୟାନ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ
ଲାଞ୍ଚ ନେଇ ବୁଣ୍ଡିଆ ମାଇନ୍ସର ସବ୍ ଏରିଆ ମ୍ୟାନେଜର ଗିରଫ
ଆଇପିଏସ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର
କେନ୍ଦୁଝରରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ସ୍ବତନ୍ତ୍ର ଡାକ ଲଫାପା ଉନ୍ମୋଚନ କଲେ ଦୁଇ କେନ୍ଦ୍ରମନ୍ତ୍ରୀ

ଡ଼ାକ ଟିକଟ ସଂଗ୍ରହ ଦିବସ” ଅବସରରେ ଦୁଇ କେନ୍ଦ୍ରମନ୍ତ୍ରୀ ୬ ମହାନ ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ୱତନ୍ତ୍ର ଲଫାପା ଉନ୍ମୋଚନ କଲେଭାରତୀୟ ଇତିହାସ ଅନୁସନ୍ଧାନ ପରିଷଦ ପକ୍ଷରୁ ଏହି ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଗବେଷଣା କରିବା ପାଇଁ ପ୍ରଚେଷ୍ଟା ହେବଶହୀଦ ଜୟୀ ରାଜଗୁରୁ, ବକ୍ସି ଜଗବନ୍ଧୁ,
Read More...

ୟୁଜିସି ତାଲିକାରେ ସାମିଲ ହେଲା ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ

ନୂଆଦିଲ୍ଲୀ/ଭୁବନେଶ୍ୱର, ଅକ୍ଟୋବର ୧୩ – କଟକ ସ୍ଥିତ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟକୁ ୟୁନିଭରସିଟି ଗ୍ରାଂଟ କମିସନ (ୟୁଜିସି) ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ସହ ବିଶ୍ୱବିଦ୍ୟାଳୟ ତାଲିକାରେ ଅନ୍ତର୍ଭୃକ୍ତ କରିଛି ବୋଲି ଟ୍ୱିଟ୍ କରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା
Read More...

ତୁଳନା ହେଲାଣି, ରାହୁଲ ନା ବରୁଣ କିଏ ପ୍ରଭାବୀ?

ନୂଆଦିଲ୍ଲୀ: ବିଜେପି ଛାଡି କଂଗ୍ରେସକୁ ଆସିବେ କି ବରୁଣ ଗାନ୍ଧୀ? ଏମିତି ଏକ ପ୍ରସଙ୍ଗ ଉପରେ ଜାତୀୟ ରାଜନୀତିରେ ଚର୍ଚ୍ଚା ଜୋର ଧରିଛି। ଉତ୍ତରପ୍ରଦେଶ ଲଖମିପୁର ଖେରି ଘଟଣାରେ ତାଙ୍କର ଆକ୍ରମଣାତ୍ମକ ଆଭିମୁଖ୍ୟ ପରେ କିଏ ତାଙ୍କୁ ବିଜେପି ଛାଡିବାକୁ ଆହ୍ବାନ ଦେଇଛି ତ ଆଉ କିଏ କଂଗ୍ରେସରେ
Read More...

ଶେଷରେ ତାରିଖ ଘୋଷଣା କଲେ ସଲମାନ..

ମୁମ୍ବାଇ: ବଲିଉନ ସୁପରଷ୍ଟାର ସଲମାନ ଖାନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର। ଫିଲ୍ମ ‘ରାଧେ’ର ରିଲିଜ ପରେ ଏବେ ସଲମାନଙ୍କ ଫିଲ୍ମ ‘ଅନ୍ତିମ’ର ରିଲିଜ ତାରିଖ ଘୋଷଣା ହୋଇଛି। ନିଜେ ସଲମାନ ଖାନ ସୋସିଆଲ ମିଡିଆରେ ଏନେଇ ଜଣାଇଛନ୍ତି। ସଲମାନ ଖାନ ଇନଷ୍ଟାଗ୍ରାମରେ ଫିଲ୍ମର ମୋସନ ପୋଷ୍ଟର ସେୟାର
Read More...

ଆର୍ୟନଙ୍କୁ ମିଳିବ କି ବେଲ? ଆଜି ଶୁଣାଣି

ମୁମ୍ବାଇ: ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ବଲିଉଡ ବାଦଶାହା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଜେଲରେ ଅଛନ୍ତି। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ହେବ। ମୁମ୍ବାଇ ସେସନ୍ସ କୋର୍ଟ ମାମଲାର ଶୁଣାଣି କରିବେ। ଦିନ ୨ଟା ୪୫ରେ ମାମଲା ଶୁଣାଣି କରାଯିବ। ଅପରାହ୍ନରେ ହିଁ ଜଣାପଡିବ ଯେ
Read More...

ମାଆଙ୍କର ବି ନବକଳେବର ହୁଏ…

ଭୁବନେଶ୍ୱର: ତାଳଚେର ସହର ଠାରୁ ପଶ୍ଚିମ ଦିଗକୁ ପ୍ରାୟ ୨୫ କି.ମି ଦୂର ସିଙ୍ଘଡା ନଦୀ ନିକଟସ୍ଥ ଗୋପାଳପ୍ରସାଦ ଗ୍ରାମରେ ଅଗ୍ନୀ ସ୍ୱରୂପା ମାଆ ହିଙ୍ଗୁଳାଙ୍କ ପୀଠ ଅବସ୍ଥିତ। ଏହାପଦ୍ମ କ୍ଷେତ୍ର ବା ହିଙ୍ଗୁଳା କ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଗୋପାଳ ପ୍ରସାଦ ଗ୍ରାମର ପ୍ରବେଶ ଦ୍ୱାରରେ
Read More...

ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ ଅବସରରେ ସମ୍ ହସ୍ପିଟାଲ୍ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର, ଅକ୍ଟୋବର ୧୨: ଆର୍ଥ୍ରାଇଟିସ୍ ବା ଗଣ୍ଠିବାତ ହେଉଛି ଗଣ୍ଠିରେ ପ୍ରଦାହ ବା ଇନ୍‌ଫ୍ଲାମେସନ୍ । ଏହା ଦୈନନ୍ଦିନ ଶାରୀରିକ କାର୍ଯ୍ୟକଳାପ ଉପରେ ପ୍ରଭାବ ପକାଉଥିବା ବେଳେ ଯେ କୌଣସି ବୟସର ବ୍ୟକ୍ତିଙ୍କୁ ଏହି ରୋଗ ଆକ୍ରାନ୍ତ କରିଥାଏ ବୋଲି ମଙ୍ଗଳବାର ବିଶ୍ୱ ଆର୍ଥ୍ରାଇଟିସ୍ ଦିବସ
Read More...

ବାଘ ନେଇଗଲା ମଣିଷ ଛୁଆ

ବାଘ ନେଇଗଲା ମଣିଷ ଛୁଆ । ଏହା କୌଣସି ଫିଲ୍ମର କାହାଣୀ ନୁହେଁ । ଛତିଶଗଡ଼ ରାଇଘରରେ ଆଜି ଘଟିଛି ଏଭଳି ଅଘଟଣ । ପରିବାର ଲୋକଙ୍କ ଆଖି ଆଗରେ ବାଘ ଶିଶୁଟିକୁ ଝାମ୍ପିନେଇଥିଲେ ମଧ୍ୟ କେହି କିଛି କରିପାରିନଥିଲେ । ଶିଶୁପୁତ୍ରଟିକୁ ଝାମ୍ପି ନେଇ ଚିତାବାଘ କିଛି ବାଟ ଗଲା ପରେ ଛାଡିଦେଇଥିଲା । ବାଘ
Read More...

ଏଣିକି ପିଲାଙ୍କୁ କରୋନା ଟିକା

କରୋନା ମହାମାରୀ ବିରୋଧରେ ଲଢେଇ ଜାରି ରହିଥିବା ବେଳେ ଆସିଛି ଖୁସି ଖବର । ଏଣିକି ପିଲାଙ୍କୁ ମିଳିବ କରୋନା ଟିକା । ୨ରୁ ୧୮ ବର୍ଷ ପିଲାଙ୍କୁ କରୋନା ଟିକା ଦେବା ନେଇ ଡିସିଜିଆଇ ଅନୁମତି ଦେଇଛି । ପିଲାଙ୍କୁ କୋଭାକ୍ସିନର ୨ଟି ଡୋଜ ଦେବାକୁ ଡିସିଜିଆଇ ମଞ୍ଜୁରୀ ଦେଇଛି । କେନ୍ଦ୍ର ସରକାରଙ୍କ
Read More...

ସାମ୍ନାକୁ ଆସିବେ ନୂଆ ନେତା, ବଦଳିବେ ସାଂସଦ ପ୍ରାର୍ଥୀ

ଆଗୁଆ ନିର୍ବାଚନ ନେଇ କେନ୍ଦ୍ରରେ ବିଜେପିରେ କସରତ ଆରମ୍ଭ୨୦୨୩ ପ୍ରଥମାର୍ଦ୍ଧରେ ଲୋକସଭା ନିର୍ବାଚନ ପାଇଁ ଯୋଜନା ଚାଲିଛି୨୦୨୨ ଡିସେମ୍ବର ପରେ ବିଜେପିର ଓଡ଼ିଶାରେ ବଦଳିବ ରଣନୀତିଗଣମାଧ୍ୟମ ଜଗତରେ ପଶିବ, ବିଜେଡି ଭିତରେ ଘଣ୍ଟାଚକଟା କରିବବିଜେଡି ବି ପାଇସାରିଲେଣି ସୁରାକ୍, ଭିତରେ ଭିତରେ
Read More...