ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ପୁଣି ବଢିଲା ପେଟ୍ରୋଲ, ଡିଜେଲ; ସମସ୍ତେ ନିରବରେ ଦେଖୁଛନ୍ତି

ବିଜୁ ଜନତା ଦଳ ଯେମିତି ଚୁପ୍, କଂଗ୍ରେସ ବି ସେମିତିଦରଦାମ ଆକାଶଛୁଆଁ ହେଲାଣି, ସ୍ଥିତି ଆହୁରି ଗମ୍ଭୀର ହେବ ଭୁବନେଶ୍ବର: ପୁଣି ବଢିଲା ତୈଳ ଦର। ସରକାରୀ ତୈଳ କମ୍ପାନିଗୁଡିକ ଆଜି ତେଲ ଦର ପୁଣି ବୃଦ୍ଧି କରିଛନ୍ତି। ପେଟ୍ରୋଲ ଲିଟର ପିଛା ୩୦ ପଇସା ଓ ଡିଜେଲ ଲିଟର ପିଛା ୩୫ ପଇସା ମହଙ୍ଗା
Read More...

ମୋଦୀ ଏବେ ବି ସବୁଠୁ ଅଧିକ ଲୋକପ୍ରିୟ

ଆସନ୍ତାବର୍ଷ ନିର୍ବାଚନ ହେବାକୁ ଯାଉଥିବା ରାଜ୍ଯରୁ ଆସିଲା ସର୍ଭେ ରିପୋର୍ଟପଞ୍ଜାବରେ ଅରବିନ୍ଦ କେଜ୍ରିଓ୍ବାଲ ମୋଦୀଙ୍କ ଠୁ ବି ଅଧିକ ଲୋକପ୍ରିୟରାହୁଲଙ୍କୁ ଚାହୁଁନାହାନ୍ତି ଲୋକେ, ପଞ୍ଜାବରେ ବି ତାଙ୍କର ପତିଆରା ନାହିଁ ନୂଆଦିଲ୍ଲୀ: ଏବେ ବି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ
Read More...

ଦୁଇ ଦିନ ପରେ ଅନ୍ଧାର ହୋଇଯିବ କି ରାଜଧାନୀ?

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବିଦ୍ୟୁତ ସଂକଟ ଉପୁଜିପାରେ। କୁହାଯାଉଛି ଯେ, ଯଦି କୋଇଲା ଯୋଗାଣ ନହୁଏ, ତେବେ ଦୁଇ ଦିନ ପରେ ପୂରା ଦିଲ୍ଲୀ ବ୍ଲାକ ଆଉଟ ହୋଇପାରେ। ଦିଲ୍ଲୀର ଶକ୍ତି ମନ୍ତ୍ରୀ ରାଜେନ୍ଦ୍ର ଜୈନଙ୍କ କହିବା ଅନୁସାରେ ଯେଭଳି ମହାମାରୀ ସମୟରେ ଅମ୍ଲଜାନ ଅଭାବ ହୋଇଥିଲା ,
Read More...

ଜେଲକୁ ଗଲା ପୁଅ; ଏବେ ବାପାଙ୍କ ପାଳି

ଉତ୍ତରପ୍ରଦେଶ ଲଖିମପୁର ଖେରି ମାମଲାରେ ଚାପରେ କେନ୍ଦ୍ର ସରକାରକେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ବହିଷ୍କାର ପାଇଁ ଚାପ ବଢିଲାଣିଆଜି କଂଗ୍ରେସ କରୁଛି ମୌନ ପ୍ରତିବାଦ, ଅଜୟଙ୍କ ସମର୍ଥରେ କେହିନାହାନ୍ତିଆଶିଷ ମିଶ୍ରଙ୍କୁ ୧୨ ଘଣ୍ଟାରେ ୪୦ ପ୍ରଶ୍ନ; ଉତ୍ତର ଦେଇପାରିଲେନି, ବନ୍ଧା
Read More...

ଏଠାରେ ମାଆଙ୍କୁ ଯିଏ ଥରେ ଯାହା ମାଗିଛି, ତାହା ପାଇଛି

ଆଜି ଷୋଳ ପୂଜାର ଦ୍ବାଦଶ ଦିବସ, ପୁରୀ ଜିଲ୍ଲାର ବିଭିନ୍ନ ଗାଁ, ସାହିରେ ବିମାନରେ ଦର୍ଶନ ଦେଉଛନ୍ତି ଦୁର୍ଗା-ମାଧବ ଭୁବନେଶ୍ୱର: ଦକ୍ଷିଣ ଓଡ଼ିଶାର ଆଉ ଏକ ପ୍ରସିଦ୍ଧ ଶକ୍ତି ବା ତନ୍ତ୍ର ପୀଠ ରାଜ୍ୟର ଘରେ ଘରେ ପରିଚିତ। ଦେବୀ ଯେତିକି ପ୍ରତ୍ୟକ୍ଷ, ସେତିକି ଉଗ୍ର। ଏହି ପୀଠରେ ଦୁର୍ଗାପୂଜା
Read More...

ଏବେ ନୂଆ ରୁପରେ ଜମି ସ୍ୱତ୍ତ୍ୱାଧିକାର

ଭୁବନେଶ୍ବର; ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ଦେବଗଡ଼ ଜିଲ୍ଲାରେ ଜମିଜମାର ସ୍ୱତ୍ତ୍ୱାଧିକାର ବଣ୍ଟନ କାର୍ଯ୍ୟର ଶୁଭାରମ୍ଭ କରିଛନ୍ତି । ଓଡ଼ିଶା ସର୍ଭେ ଏବଂ ସେଟେଲ୍‌ମେଣ୍ଟ ଆକ୍ଟ ୧୯୫୮ ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ସର୍ଭେ ଏବଂ ଜମିଜମାର ସରଳୀକରଣ
Read More...

ମୋଦୀଙ୍କ ପିଏମ୍ ସ୍ବାମୀତ୍ବ ଯୋଜନା ପାଇଁ ଅଣ୍ଟାଭିଡ଼ିଲେ ଧର୍ମେନ୍ଦ୍ର

ପିଏମ୍ ସ୍ୱାମୀତ୍ୱ ଯୋଜନାକୁ ଓଡ଼ିଶାରେ ତ୍ୱରାନ୍ୱିତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଲୋଡି ଚିଠି ଲେଖିଲେ ଡ୍ରୋନ୍ ମାଧ୍ୟମରେ ଗାଁର ସବୁ ଲୋକଙ୍କ ଭୂସମ୍ପତିର ମ୍ୟାପିଂ କରିବ ପିଏମ ସ୍ୱାମୀତ୍ୱ ଯୋଜନା ଯୋଜନା କାର୍ଯ୍ୟକାରୀ ହେଲେ ଗାଁ ଲୋକମାନେ ନିଜ ସମ୍ପତିକୁ ବ୍ୟବହାର କରି
Read More...

ଏକାଠି ଖାଇଲେ ଅନୁଭବ-ଜାଗୃତି

ଦୀର୍ଘଦିନର ନିରବତା ପରେ ସୋସିଆଲ ମିଡିଆରେ ସୁପରଷ୍ଟାର ତଥା ସାଂସଦ ଅନୁଭବ ମହାନ୍ତି ଏକ ଫଟୋ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ଏବେ ଅନେକ କଥା ଉଠୁଛି । ପାରିବାରିକ ବିବାଦରେ ଛନ୍ଦି ହୋଇପଡିଥିବା ସାଂସଦ ଅନୁଭବ ମହାନ୍ତି ନିଜ ବାନ୍ଧବୀଙ୍କ ସହ ସୋସିଆଲ ମିଡିଆରେ ଫୋଟୋ ସେୟାର କରିଛନ୍ତିା
Read More...

ଦେବଗଡ଼ ପିନ୍ଧିଲା ସ୍ୱାସ୍ଥ୍ୟ କବଚ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେବଗଡ ଜିଲ୍ଲା ପାଇଁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଜିଲ୍ଲାର ୨ ଲକ୍ଷ ୭୦ ହଜାର ଲୋକ ଏହି ସୁବିଧା ପାଇବେ । ପୂର୍ବରୁ ରାଜ୍ୟର ପାଞ୍ଚଟି ଜିଲ୍ଲା - ମାଲକାନଗିରି, ସୁନ୍ଦରଗଡ, ବଲାଙ୍ଗୀର,
Read More...

ଫେରାର ପୁଲିସ କର୍ମୀଙ୍କୁ ଧରିବାକୁ ପୁରସ୍କାର ଘୋଷଣା

କାନପୁର: ଫେରାର ପୁଲିସ କର୍ମୀଙ୍କୁ ଧରିବା ପାଇଁ ପୁରସ୍କାର ଘୋଷଣା। କାନପୁରର ବ୍ୟବସାୟୀ ମନୀଷ ଗୁପ୍ତାଙ୍କୁ ହତ୍ୟା ମାମଲାରେ ଫେରାର ଅଛନ୍ତି ପୁଲିସ କର୍ମୀ। ଫେରାର ଥିବା ୬ ପୁଲିସ କର୍ମୀଙ୍କୁ ଧରିବା ପାଇଁ ୨୫ ହଜାର ଲେଖାଁଏ ପୁରସ୍କାର ଘୋଷଣା ହୋଇଛି । ଏମାନଙ୍କ ମଧ୍ୟରେ ଇନ୍ସପେକ୍ଟର ଜଗତ
Read More...