ପ୍ରମୁଖ ଖବର

ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା ଗିରଫ
ପରଲୋକରେ ଲୋକପ୍ରିୟ ଅଭିନେତା ଅଚ୍ୟୁତ ପୋତଦାର୍
କଟକ ସହରରେ ଗଣେଶ ପୂଜା ପାଇଁ ଗାଇଡଲାଇନ ଜାରି
ଶିଶୁ ବାଟିକା ପିଲାମାନଙ୍କୁ ମିଳିବ ମାଗଣା ୟୁନିଫର୍ମ
ବନ୍ଦ ହୋଇଯିବ ଭୁବନେଶ୍ଵର-ଦୁବାଇ ବିମାନ ସେବା
ଆଳି ଏକମାଣିଆ ମଇଁଷି ମୃତ୍ୟୁ ଘଟଣା : ମିଳିବ କ୍ଷତିପୂରଣ

ସତର୍କ କଲା ଭାରତ: ତାଲିବାନ ଯାହା କହିଥିଲା, ପାଳନ କରୁ

‘ଆତଙ୍କବାଦୀଙ୍କ ପାଇଁ ବ୍ୟବହାର ନହେଉ ଆଫଗାନିସ୍ତାନ ମାଟି’ ଆଫଗାନିସ୍ତାନର ସ୍ଥି୍‌ତି ଉପରେ ପୁଣି ଥରେ ଚିନ୍ତା ପ୍ରକଟ କରିଛି ଭାରତ। ଆଫଗାନିସ୍ତାନକୁ ତାଲିବାନ କବଜା କରିବା ପରେ ବର୍ତମାନର ସ୍ଥିତି ନେଇ ମିଳିତଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଜରୁରୀକାଳୀନ ବୈଠକ ବସିଥିଲା। ମିଳିତ
Read More...

ଏନ୍‌ଆଇଆର୍‌ଏଫ୍ ର‌୍ୟାଙ୍କିଙ୍ଗ୍ : ଓଡ଼ିଶାରେ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମାନ୍ୟତା ବଜାୟ ରଖିଲା ସୋଆ

ଭୁବନେଶ୍ୱର, ୯/୦୯: ଦେଶର ଶ୍ରେଷ୍ଠ ୨୦ଟି ବିଶ୍ୱବିଦ୍ୟାଳୟ ମଧ୍ୟରେ ସ୍ଥାନୀତ ହୋଇ ବଜାରଖି ଓଡ଼ିଶାର ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ଭାବେ ନିଜ ସ୍ଥାନ ବଜାୟ ରଖିଛି ଶିକ୍ଷା ଓ ଅନୁସନ୍ଧାନ । ଗୁରୁବାର ବିଭିନ୍ନ ବର୍ଗର ଶିକ୍ଷାନୁଷ୍ଠାନକୁ ନେଇ ନ୍ୟାସନାଲ୍ ଇନଷ୍ଟିଚ୍ୟୁସନାଲ୍ ର‌୍ୟାଙ୍କିଙ୍ଗ୍
Read More...

ଏବେ ହିନ୍ଦୀ କାର୍ଡ ଖେଳିବ କେନ୍ଦ୍ର!

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ତଥା ସହଯୋଗ ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ସରକାରୀ ଭାଷା ସଂସଦୀୟ କମିଟି ସରକାରୀ ଭାଷା ସମ୍ବନ୍ଧୀୟ ଯାଞ୍ଚର ସୁପାରିସ ରିପୋର୍ଟର ଦଶମ ବିଭାଗକୁ ଆଜି ରାଷ୍ଟ୍ରପତିଙ୍କୁ ପ୍ରଦାନ କରିଛନ୍ତି। ରାଷ୍ଟ୍ରପତି ଭବନରେ ଏହି ଅବସରରେ ସରକାରୀ ଭାଷା ଉପରେ ସଂସଦୀୟ
Read More...

ଧୋନୀଙ୍କ ପରେ ବଡ଼ ପରଦାରେ ଗାଙ୍ଗୁଲୀ

ମୁମ୍ବାଇ: କ୍ରିକେଟ ଲିଜେଣ୍ଡ୍ ମହେନ୍ଦ୍ର ସିଂ ଧୋନୀ ଓ କପିଲ ଦେବଙ୍କ ପରେ ଏବେ ସୌରଭ ଗାଙ୍ଗୁଲୀଙ୍କୁ ବଡ଼ ପରଦାରେ ଦେଖିବାକୁ ମିଳିବ । କ୍ରିକେଟର ସୌରଭ ଗାଙ୍ଗୁଲୀଙ୍କ ଉପରେ ତିଆରି ହେବାକୁ ଯାଉଛି ବାୟୋପିକ । ଫିଲ୍ମ ନେଇ ଘୋଷଣା କରାଯାଇଛି । ଏହି ବାୟୋପିକକୁ ନିର୍ମାଣ କରିବେ ଲଭ ରଞ୍ଜନ ଓ
Read More...

ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ

ଜୟପୁର: ଜାତୀୟ ରାଜପଥରେ ଯୁଦ୍ଧ ବିମାନ ଅବତରଣ। ରାଜସ୍ଥାନର ଜାଲୋର ବାଡମେର ରାଜପଥରେ ଯୁଦ୍ଧ ବିମାନ ଅବତରଣ କରିଛି । ପାକିସ୍ତାନକୁ ଲାଗିଥିବା ସୀମା ପାଖରେ ଏକ ସ୍ୱତନ୍ତ୍ର ଏୟାରଷ୍ଟ୍ରିପର ଆରମ୍ଭ ହୋଇଛି। ଏଠାରେ ବାୟୁସେନାର ଜାଗୁଆର ଓ ସୁଖୋଇ ଯୁଦ୍ଧ ବିମାନ ଜରୁରୀକାଳୀନ ସ୍ଥିତିରେ ରାଜପଥରେ
Read More...

ଦୁର୍ଗନ୍ଧରେ ଫାଟିପଡୁଛି ସହର, ନାରାବାଜିରେ ରହିଗଲା ସ୍ବଚ୍ଛତା

ବାଲେଶ୍ୱର: ଯେମିତି କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇପଡିଛି ବାଲେଶ୍ବର ପୌରପାଳିକା। ଯେଉଁଠି ଦେଖିବ ଖାଲି ମେଞ୍ଚା ମେଞ୍ଚା ଅଳିଆ ଗଦା ହୋଇ ରହିଛି। ଆଖି ବୁଲାଇଲେ ସବୁଠି ଅଳିଆ ଆବର୍ଜନା। ଦୁର୍ଗନ୍ଧରେ ବାଲେଶ୍ବର ସହରବାସୀ ଅତିଷ୍ଠ ହୋଇପଡିଲେଣି। ରାସ୍ତାରେ ଯିବାବେଲେ ନାକ ଫାଟି ଯାଉଛି।
Read More...

ବର୍ବରତା ସୀମା ଟପିଲା: ମହିଳା, ସାମ୍ବାଦିକଙ୍କୁ ପିଟିଲେ

ଆଫଗାନିସ୍ତାନ: ଆଫଗାନିସ୍ତାନରେ ତାଲିବାନ ସରକାର ପୂର୍ଣ୍ଣ ରୂପ ରେଖ ନେବା ପରେ ସାଧାରଣ ଲୋକଙ୍କ ଚିନ୍ତା ବଢିବାରେ ଲାଗିଛି। କିଛି ଦିନ ହେବ କାବୁଲ ସମେତ ବିଭିନ୍ନ ସହରରେ ତାଲିବାନ ସରକାର ବିରୋଧରେ ପ୍ରଦର୍ଶନ ଦେଖିବାକୁ ମିଳୁଛି। ମୁଖ୍ୟ କଥା ହେଉଛି ଏହି ପ୍ରଦର୍ଶନର ନେତୃତ୍ୱ ମହିଳା
Read More...

ଧର୍ମେନ୍ଦ୍ରଙ୍କୁ ନେଇ ଗୋଟିଏ ନିଷ୍ପତ୍ତିରୁ ବାହାରୁଛି ଅନେକ ସମୀକରଣ, କଣ ଜାଣନ୍ତୁ?

ଭୁବନେଶ୍ବର: ଆସନ୍ତାବର୍ଷ ହେବାକୁ ଥିବା ଗୁରୁତ୍ବପୂର୍ଣ୍ଣ ଉତ୍ତରପ୍ରଦେଶ ନିର୍ବାଚନରେ ଓଡ଼ିଶା ବିଜେପି ନେତା ତଥା କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଭାରୀ ଭାବେ ନିଯୁକ୍ତି ଘଟଣା ଗଣମାଧ୍ୟମରେ ଆସିବା ପରେ ଓଡ଼ିଶା ରାଜନୀତିରେ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଛି।
Read More...

ଧର୍ମେନ୍ଦ୍ରଙ୍କୁ ଉତ୍ତରପ୍ରଦେଶ ନିର୍ବାଚନ ଦାୟିତ୍ବ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବୁଧବାର ୨୦୨୦ରେ ନିର୍ବାଚନ ହେବାକୁ ଯାଉଥିବା ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଏବଂ ଉତ୍ତରପ୍ରଦେଶ ଭଳି ରାଜ୍ୟ ପାଇଁ ପ୍ରଭାରୀ ନିଯୁକ୍ତି ଦେଇଛି। ଶିକ୍ଷା ମନ୍ତ୍ରୀ ତଥା ଦକ୍ଷତା ବିକାଶ ତଥା ଉଦ୍ୟୋଗୀ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ
Read More...

ଅକ୍ଷୟ କୁମାରଙ୍କ ମା’ଙ୍କ ଦେହାନ୍ତ; ପୋଷ୍ଟ କରି ଲେଖିଲେ..

ମୁମ୍ବାଇ: ବଲିଉଡ଼ ଷ୍ଟାର ଅକ୍ଷୟ କୁମାରଙ୍କ ମାଆଙ୍କ ପରଲୋକ । ଅନେକ ଦିନ ଧରି ତାଙ୍କ ମା ଅସୁସ୍ଥ ଥିଲେ । ଅକ୍ଷୟ କୁମାର ତାଙ୍କ ମାଆଙ୍କ ଦେହାନ୍ତି ନେଇ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ତା ସହ ଏକ ଭାବବିହ୍ୱଳ ପୋଷ୍ଟ ସେୟାର କରିଛନ୍ତି। ଅକ୍ଷୟ କୁମାର ଇନଷ୍ଟାରେ ଲେଖିଛନ୍ତି
Read More...