ପ୍ରମୁଖ ଖବର

ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଘୋଷଣା: ୨୮ ନୂଆ ସହରାଞ୍ଚଳ ପାଇଁ ୫୬୦ କୋଟି
ସିନ୍ଧୁ ଜଳ ଚୁକ୍ତି ମାମଲା: ହେଗ୍‌ ଅଦାଲତର ରାୟକୁ ମାନିଲା ନାହିଁ ଭାରତ
ପରଲୋକରେ ଓଡ଼ିଶା କ୍ୟାଡର ଆଇପିଏସ୍‌ ଶଫିନ୍‌ ଅହମ୍ମଦ
ଚଳନ୍ତା ସ୍ଲିପର୍‌ ବସ୍‌ରେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ, ୨ ଗିରଫ
ଢେଙ୍କାନାଳରେ ଖୋଲିଲା ରାଜ୍ୟର ତୃତୀୟ ‘ଚାଉଳ ଏଟିଏମ୍‌
ନେପାଳ ବନ୍ୟାର ମୃତ୍ୟୁସଂଖ୍ୟା ୯୦୩, ନିଖୋଜ ୪,୨୪୭
ଏସ୍‌ସିଓ ଶିଖର ସମ୍ମିଳନୀ ପାଇଁ ବିଶକେକରେ ମୋଦୀ

ଅଗ୍ନିକାଣ୍ଡରେ ଲକ୍ଷଲକ୍ଷ ଟଙ୍କାର ସମ୍ପତ୍ତି ପାଉଁଶ

ଭୁବନେଶ୍ୱର କେଶରୀ ମଲ୍‌ରେ ଶୁକ୍ରବାର ରାତିରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ମଲରେ ଥିବା ୮ଟି ଦୋକାନ ଛାରଖାର୍ ହୋଇଯାଇଛି। ଅଗ୍ନିକାଣ୍ଡରେ ପ୍ରାୟ ୧୦ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଏକାଧିକ କପଡା ସୋ’ରୁମରେ ନିଆଁ ଲାଗିଥିବା ବେଳେ ମଲ ବନ୍ଦ ହେବା ବେଳେ
Read More...

ବଦଳିବ ‘ସୁଆଣ୍ଡୋ’ର ଚିତ୍ର

ପୁରୀ: ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋରେ ୫-ଟି ସଚିବ। ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ବୁଲି ଦେଖିଲେ ଭି.କେ ପାଣ୍ଡିଆନ୍। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ଫାଇଭ ଟି ସଚିବ। ସୁଆଣ୍ଡୋକୁ ଐତିହ୍ୟ ଗାଁରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
Read More...

ମୁମ୍ବାଇ ଇଣ୍ଡିଆନ୍ସରେ ଅର୍ଜୁନ ତେନ୍ଦୁଲକରଙ୍କୁ ମିଳିପାରେ ସୁଯୋଗ

ଆଇପିଏଲରେ ଲଗାତର ଭାବେ ଖରାପ ପ୍ରଦର୍ଶନ କରୁଛି ମୁମ୍ବାଇ ଇଣ୍ଡିଆନ୍ସ । ଏପର୍ଯ୍ୟନ୍ତ ୫ ଥରର ଚାମ୍ପିଅନ ମୁମ୍ବାଇ ଗୋଟିଏ ହେଲେ ମ୍ୟାଚ୍ ଜିତିପାରି ନାହିଁ। କ୍ରମାଗତ ୫ମ ପରାଜୟ ପରେ ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ମୁମ୍ବାଇ । ଏପଟେ ଦଳର ପ୍ରଦର୍ଶନକୁ ନେଇ ଚାରିଆଡୁ ପ୍ରଶ୍ନ ଉଠିବାରୁ
Read More...

ଓଡ଼ିଶା ଉପରେ ଆପ୍ ଆଖି, ବିଜୟ ନେତୃତ୍ବ ନେଉଛନ୍ତି କି?

ଗୁଜୁରାଟରେ କଂଗ୍ରେସ ନେତାମାନେ ଝାଡୁ ଧରିଲେଣିବିକଳ୍ପ ଭାବେ କେଜ୍ରିଓ୍ବାଲ ମୁଣ୍ଡ ଟେକୁଛନ୍ତି, ଚିନ୍ତାରେ ବିଜେପିନୂଆଦିଲ୍ଲୀ ଯାଇ ବିଜୟ ଆପ୍ ମୁଖିଆଙ୍କ ସହ ଆଲୋଚନା କରିଥିଲେ କି? ଭୁବନେଶ୍ବର: ବିଧାନସଭା ନିର୍ବାଚନ ପୂର୍ବରୁ ଗୁଜୁରାଟରେ ଏକ ବଡ଼ ପରିବର୍ତ୍ତନ ଲକ୍ଷ୍ୟ କରାଗଲାଣି।
Read More...

ବିବାହ ବନ୍ଧନରେ ବାନ୍ଧିହେଲେ ଆଲିଆ-ରଣବୀର

ଶେଷରେ ସରିଛି ବିବାହ । ପତି, ପତ୍ନୀ ହୋଇଛନ୍ତି ରଣବୀର-ଆଲିୟା । ଦୀର୍ଘଦିନ ଧରି ହେଉଥିବା ଅପେକ୍ଷା ପରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ବିବାହ ମୁହୂର୍ତ୍ତକୁ ସ୍ମରଣୀୟ କରିବା ପାଇଁ କୌଣସି ହାତଛଡା କରିନାହାନ୍ତି ଏହି ପ୍ରେମୀ ଯୁଗଳ ।ବିବାହରେ ଉଭୟ ରଣବୀର ଆଲିୟା ସବ୍ୟସାଚୀଙ୍କ
Read More...

‘ପିସିସି ସଭାପତି ପରିବର୍ତ୍ତନ ଯେତେ ଶୀଘ୍ର ହେବ ସେତେ ଭଲ’

ଓଡିଶା କଂଗ୍ରେସରେ ନେତୃତ୍ୱ ପରିବର୍ତ୍ତନ ପ୍ରସଙ୍ଗ ଜୋର ଧରିଥିବା ବେଳେ ପିସିସି ପରିବର୍ତ୍ତନ ନେଇ ମୁହଁ ଖୋଲିଛନ୍ତି ନିରଞ୍ଜନ ପଟ୍ଟନାୟକ । ନିରଞ୍ଜନ କହିଛନ୍ତି, ପିସିସି ପରିବର୍ତ୍ତନ ହେଉ । କଂଗ୍ରେସରେ ବହୁ ଯୋଗ୍ୟ ଲୋକ ସଭାପତି ପଦ ପାଇଁ ଅଛନ୍ତି । ଦୁଇ ତିନି ବର୍ଷରେ ପିସିସି ପରିବର୍ତ୍ତନ
Read More...

ସୋସିଆଲ ମିଡିଆରୁ ମିଳିଲା ବଡ ସହାୟତା

ଆମେରିକା ନ୍ୟୁୟର୍କ ମେଟ୍ରୋ ଷ୍ଟେସନରେ ଆଖିବୁଜା ଗୁଳିମାଡ଼ କରିଥିବା ଅଭିଯୁକ୍ତକୁ ପୁଲିସ ଗିରଫ କରିଛି। ଧରାପଡିଥିବା ୬୨ ବର୍ଷର ଅଭିଯୁକ୍ତ ହେଉଛି ଫ୍ରେଙ୍କ ଜେମ୍ସ। କିଛି ଲୋକ ତା ଫଟୋ ସୋସିଆଲ ମିଡିଆରେ ଛାଡିଦେଇଥିଲେ। ଏହା ପରେ ଏକ ଗାଁରୁ ତାକୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ପୁଲିସ
Read More...

ଆଇପିଏଲ୍ରୁ ରୋହିତ ଶର୍ମାଙ୍କ ପାଇଁ ଆସିପାରେ ବଡ ବିପଦ

ଚଳିତ ବର୍ଷ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସର କୌଣସି ରଣନୀତି ଏଯାଏ କାମ ଦେଉନି । ଆଇପିଏଲ୍ ସିଜନ ୧୫ରେ ମୁମ୍ବାଇ ଇଣ୍ଡିଆନ୍ସ ୫ ଟି ମ୍ୟାଚ୍ ଖେଳିଥିବା ବେଳେ ଏଯାଏଁ ଗୋଟିଏ ହେଲେ ବିଜୟ ପାଇନି। ଅଧିନାୟକ ରୋହିତ ଶର୍ମା ଓ ଟିମ୍‌ ମ୍ୟାନେଜମେଣ୍ଟ ଦଳର କମ୍ବିନେସନ ବଦଳାଉଛନ୍ତି ସତ, ହେଲେ
Read More...

ରେଳ ଧାରଣାରେ ପ୍ରେମୀ ଯୁଗଳଙ୍କ ମୃତଦେହ

ସମ୍ବଲପୁର: ରେଳ ଧାରଣାରୁ ମିଳିଲା ପ୍ରେମୀ ଯୁଗଳଙ୍କ ମୃତଦେହ। ସମ୍ବଲପୁର ବୁର୍ଲା କଟାପାଲି ନିକଟସ୍ଥ ରେଳବାଇ ଓଭରବ୍ରିଜ ତଳେ ଜଣେ ଯୁବକ ଓ ଯୁବତୀଙ୍କ ମୃତଦେହ ପଡିଥିବା ଆଜି ଦେଖିବାକୁ ମିଳିଥିଲା। ଉଭୟ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପ୍ରେମୀ ଯୁଗଳଙ୍କ ମୃତଦେହର
Read More...

‘କେଜିଏଫ୍‌-୨’ ପାଇଁ ରାତି ଅନିଦ୍ରା

ଭୁବନେଶ୍ବର: ରିଲିଜ ହୋଇଛି ବହୁ ପ୍ରତୀକ୍ଷିତ ଫିଲ୍ମ କେଜିଏଫ-୨। ସବୁଆଡେ ଏହାର କ୍ରେଜ ଦେଖିବାକୁ ମିଳିଛି। ତେବେ କେଜିଏଫ ପାଇଁ ରାତି ସାରା ଖୋଲା ରହିଲା ସିନେମା ହଲ। ଭୁବନେଶ୍ୱର ମହାରାଜା ସିନେମା ହଲରେ ଏହି ଫିଲ୍ମ ୨୪ ଘଣ୍ଟା ଚାଲିବ। ପ୍ରଥମ ଥର ପାଇଁ ରାଜ୍ୟରେ କୌଣସି ଫିଲ୍ମ ରାତି ୨ଟା
Read More...