ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ବିଶ୍ୱକୁ ଡରାଇଲା ଭଳି ଧମକ ଦେଲା ଋଷ

ଋଷ-ୟୁକ୍ରେନ ଯୁଦ୍ଧ ୨୮ ଦିନରେ ପହଞ୍ଚିଛି । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷର ଘନ ଘନ ଆକ୍ରମଣ ଜାରି ରହିଛି । ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଋଷ ଏକ ବଡ଼ ଧମକ ଦେଇଛି । ଯଦି ଋଷର ସ୍ଥିତି ବିପନ୍ନ ହୁଏ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ କରାଯିବ ବୋଲି କହିଛନ୍ତି କ୍ରେମଲିନ ପ୍ରବକ୍ତା ଦିମିତ୍ରି
Read More...

ଗୋଦାମରେ ନିଆଁ ଲାଗି ଜଳିଗଲେ ୮ ଜଣ

ହାଇଦ୍ରାବାଦରେ ଏକ ବଡ଼ ଅଘଟଣ ଘଟିଛି । ବୋୟାଗୁଡା ଅଞ୍ଚଳରେ ଏକ ଗୋଦାମରେ ନିଆଁ ଲାଗିବା ଫଳରେ ୮ ଜଣ ଜୀବନ୍ତ ଜଳିଯାଇଛନ୍ତି । ମୃତ ଶ୍ରମିକ ମାନେ ସମସ୍ତ ବିହାରର ବାସିନ୍ଦା । ଏବଂ ସେମାନେ ଏହି ଗୋଦାମରେ କାମ କରୁଥିଲେ । ତେବେ ନିଆଁ ଲାଗିବାର କାରଣ ଜଣାପଡିନଥିବା ବେଳେ ପୁଲିସତଦନ୍ତ ଆରମ୍ଭ
Read More...

ହିଞ୍ଜିଳିକାଟୁରେ ୪ ଜଣଙ୍କୁ ବୀଭତ୍ସ ହତ୍ୟା

ଗଞ୍ଜାମ ହିଞ୍ଜିଳିକାଟୁରେ ବୀଭତ୍ସ ହତ୍ୟାକାଣ୍ଡ । ୪ ଜଣଙ୍କୁ ନିର୍ମମ ଭାବେ ହତ୍ୟା । ଶେରଗଡ଼ ଥାନା ଅଧିନସ୍ଥ ନରେନ୍ଦ୍ରପୁରରେ ୪ ଜଣଙ୍କୁ ହତ୍ୟା କରାଯାଇଛି । ମୃ୍‌ତକଙ୍କ ମଧ୍ୟରେ ୩ ଜଣ ଭାଇ ଓ ଜଣେ ପୁତୁରା ଅଛନ୍ତି । ଫଳରେ ଗୋଟିଏ ପରିବାର ଛାରଖାର ହୋଇଯାଇଛି । ଆଉ ଜଣେ ଗୁରୁତର ହୋଇ
Read More...

ଜେଲ ଗଲେ ଜଗଦ୍ଦେବ

ଜେଲ ଗଲେ ଚିଲିକାର ବିଧାୟକ ପ୍ରଶାନ୍ତ ଜଗଦ୍ଦେବ । ଜାମିନ ଆବେଦନ ଖାରଜ ପରେ ବାଣପୁର ଜେଲରେ ରାତି କାଟିଛନ୍ତି ଜଗଦ୍ଦେବ । ରାତି ୧୨ଟାରେ ବାଣପୁର ଜେଏମଏଫସି କୋର୍ଟରେ ତାଙ୍କୁ ହାଜର କରାଯାଇଥିଲା । ଏହା ପରେ ଜାମିନ ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିବା ପରେ ବାହୁବଳୀ ବିଧାୟକଙ୍କୁ ବାଣପୁର
Read More...

ଦ୍ୱିତୀୟ ଦିନରେ ପୁଣି ବଢିଲା ତୈଳ ଦର

ଦେଶରେ ଲଗାତର ଦ୍ୱିତୀୟ ଦିନରେ ବଢିଲା ତୈଳ ଦର । ପାଞ୍ଚ ରାଜ୍ୟରେ ବିଧାନସଭା ନିର୍ବାଚନ ସରିବାର କିଛି ଦିନ ପରେ ହିଁ ପେଟ୍ରୋଲ ଓ ଡିଜେଲ ଦରବଢିବା ଆରମ୍ଭ ହୋଇଯାଇଛି । ମାର୍ଚ୍ଚ ୧୦ରେ ନିର୍ବାଚନ ଫଳାଫଳ ଆସିବା ପରେ ୨୨ ମାର୍ଚ୍ଚରୁ ତୈଳ ଦର ବୃଦ୍ଧି ହୋଇଛି । ଆଜି ପୁଣି ଥରେ ପେଟ୍ରୋଲ ଓ ଡିଜେଲ
Read More...

ନେତାଙ୍କ ଆଚରଣରେ ରାଗିଗଲେଣି ବିଜେପି କର୍ମୀ

ପଞ୍ଚାୟତ ନିର୍ବାଚନ ସରିଥିଲା, ପୌର ନିର୍ବାଚନ ବି ଗଲାବିଜେପିର ତୁଙ୍ଗ ନେତାଙ୍କୁ ଦେଖପାରିଲେନି କର୍ମୀପ୍ରଚାରକୁ ଆସିଲେ ନାହିଁ କି ଭରସା ଦେଲେ ନାହିଁ ଭୁବନେଶ୍ବର: ପୌର ନିର୍ବାଚନ ପ୍ରଚାର ସରିଗଲା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ
Read More...

ପୁଲିସ କବଜାରେ ଶର୍ମିଷ୍ଠାଙ୍କ ଭାଇ

କ୍ୟାମେରାମ୍ୟାନ ମାନଓ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଭାଇକୁ ଉଠାଇ ଆଣିଲା ପୁଲିସ । ଶର୍ମିଷ୍ଠାଙ୍କ ଭାଇପରମେଶ୍ୱରଙ୍କୁ ଗିରଫ କରିଛି ପୁଲିସ । ଶର୍ମିଷ୍ଠାଙ୍କୁ ଫେରାର କରାଇବା ପଛରେ ତାଙ୍କ ଭାଇର ହାତ ଅଛି । ଶର୍ମିଷ୍ଠାଙ୍କ ଭାଇ ତାଙ୍କୁ ଫେରାଇ
Read More...