ପ୍ରମୁଖ ଖବର

ଦେହରେ ନିଆଁ ଲଗାଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
ଅନଲାଇନ ଗେମ୍ ଖେଳିବାକୁ ମନା କରିବାରୁ ଜୀବନ ହାରିଲେ ନାବାଳକ
ରାକ୍ଷୀରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ପିଉସା ସମେତ ୫ ଅଟକ
ସ୍ୱାଧୀନତା ଦିବସ ପାଇଁ ଜାରି ହେଲା ଟ୍ରାଫିକ୍‌ କଟକଣା
ଭୁବନେଶ୍ୱରର ଘରୋଇ କଲେଜ ପରିସରରେ ଯୁବକଙ୍କ ଆତ୍ମାହୁତି ଉଦ୍ୟମ
ସବୁ ସରକାରୀ କାର୍ଯ୍ୟାଳୟରେ ଲାଗିବ ଏଆଇ କ୍ୟାମେରା
ବିଧାନସଭା ଆଗରେ ୭ ବର୍ଷୀୟ ଝିଅ ସହ ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ

ଦୁର୍ନୀତି ଅଭିଯୋଗ ଆଣି ତଦନ୍ତ ଦାବି କଲା ବିଜେପି

ରାଜ୍ୟ ପ୍ରସଙ୍ଗ ଧରି କେନ୍ଦ୍ରରେ ଫେରାଦ ହେଲେ ସାଂସଦ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର, ବୈଷ୍ଣବ ବି ସାମିଲପିଏମଜିକେଏୱାଇ ଏବଂ ଏନଏଫଏସଏରେ ୧୫ଟି ଜିଲ୍ଲାରେ ୧୦%ରୁ କମ୍‌ ଖାଦ୍ୟଶସ୍ୟ ଉଠାଯାଇଛିପିଏମଜିକେଏୱାଇ ଯୋଜନା ଅଧୀନରେ ଏନଏଫଏସଏ କାର୍ଡଧାରୀଙ୍କୁ ମିଳୁନି ଖାଦ୍ୟଶସ୍ୟକରୋନା ମହାମାରୀରେ
Read More...

ବିଦ୍ୟାଭାରତୀଙ୍କ ହାତ ଲେଖା କହୁଛି ଅନେକ କଥା

ଭୁବନେଶ୍ବର: ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ କ୍ରାଇମବ୍ରାଞ୍ଚ ଓ ଗଜପତି ପୁଲିସ ଛାନଭିନ ଜାରି ରଖିଥିବା ବେଳେ ସାମନାକୁ ଆସିଛି ବିଦ୍ୟାଭାରତୀଙ୍କ ଆଉ ହାତ ଲେଖା। ପୂର୍ବରୁ ଗୋଟିଏ ଲେଖା ମିଳିଥିଲା। ଆଜି ଦ୍ୱିତୀୟଟି ସାମନାକୁ ଆସିଛି। ଏଥିରେ କୋହଭରା ଶଦ୍ଦରେ ବିଦ୍ୟାଭାରତୀ ଲେଖିଛନ୍ତି,
Read More...

ଜୁଲାଇ ୨୬ରେ କର୍ଣ୍ଣାଟକ ରାଜନୀତିରେ ପଟ୍ଟ ପରିବର୍ତ୍ତନ!

ବାଙ୍ଗାଲୁର: ଜୁଲାଇ ୨୬ ତାରିଖରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ପଦ ଛାଡିପାରନ୍ତି ବି ଏସ୍ ୟେଦୁରପ୍ପା। ସିଧାସଳଖ ନ କହିଲେ ବି ବୁଲେଇ ବଙ୍କେଇ ଆଜି ସେ ଏହି ସତ ଜଣାଇଛନ୍ତି। ଗଣମାଧ୍ୟମକୁ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଅମିତ ଶାହା ଏବଂ ଆମର ରାଷ୍ଟ୍ରୀୟ ରାଷ୍ଟ୍ରପତି ଜେପି
Read More...

ସୌମ୍ୟ ମାମଲା: ପୁଲିସ ମୁଖ୍ଯାଳୟ ଦ୍ବନ୍ଦ୍ବରେ ଅଛି କି?

ବିଦ୍ୟାଙ୍କ ଟେଲିଫୋନ୍ ବାର୍ତ୍ତାଳାପ, ହାତଲେଖା ଅନେକ କିଛି କହୁଛିପିଲାମାନେ ଅଶାନ୍ତିରେ ଯଦି ଥିଲେ, ପରିବାର ଲୋକଙ୍କ ଭୂମିକା କଣ ଥିଲା?ସୌମ୍ୟ କଥା ହେଉଥିବା ଝିଅ ପାଖରେ ପୁଲିସ ପହଞ୍ଚିଲାଣି ନା ନାହିଁ?କ୍ରାଇମବ୍ରାଞ୍ଚ ଓ ପୁଲିସ ଦୁଇଟି ସ୍ବତନ୍ତ୍ର ସଂସ୍ଥା, ଏକାଠି କେମିତି ତଦନ୍ତ
Read More...

ସ୍ମାରକ ପତ୍ରଟିଏ ଦେଇ ଦାୟିତ୍ବ ସାରିଦେଲେ ନିରଞ୍ଜନ!

ପେଗାସସ୍ ପ୍ରସଙ୍ଗରେ ରାଜ୍ୟ କଂଗ୍ରେସର ଆଚରଣ ଓ ଉଚ୍ଚାରଣକୁ ନେଇ ସବୁଠି ଚର୍ଚ୍ଚାକାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କୁ ଦାୟିତ୍ବ ଦେଇ ନିଜେ ଦୂରେଇ ରହିଲେ ନିରଞ୍ଜନରାଜନୈତିକ କାର୍ଯ୍ୟକ୍ରମ କଥା ଦୂୂରେଥାଉ, ଦଳ ସାମ୍ବାଦିକ ସମ୍ମିଳନୀଟିଏ ବି କଲାନାହିଁଏହି ପ୍ରସଙ୍ଗ ତୃଣମୂଳସ୍ତରକତୁ
Read More...

ପାଞ୍ଚ ଜିଲ୍ଲାରେ କରୋନା ଶତକ ମାରୁଛି

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହାର ସ୍ଥିର ରହିଛି। ଉପକୂଳବର୍ତୀ ଜିଲ୍ଲାରୁ ସଂକ୍ରମଣ ଏଯାଏ କମୁନି।ଦୈନିକ ସଂକ୍ରମଣ ୨ ହଜାର ପାଖାପାଖି ରହୁଥିବା ବେଳେ ଅଧିକାଂଶ ଆକ୍ରାନ୍ତ ଉପକୂଳବର୍ତ୍ତୀ ଜିଲ୍ଲାର। ମୃତ୍ୟୁ ସଂଖ୍ୟା ମଧ୍ୟ ୬୦ ଉପରେ ରହିଛି । ସେହିପରି ରାଜ୍ୟରେ ଦୈନିକ ଚିହ୍ନଟ
Read More...

… ଶେଷରେ ତମ୍ବୁଟାଣି ଶବକୁ ରାତିସାରା ଜଗିଲେ

କୁଆଖାଇ ନଦୀ ପଠାରେ ଅଜଣା ମୃତଦେହବାଲି ଖୋଳି ବାହାର କରାଯିବାକୁ ପ୍ରସ୍ତୁତି ଆରମ୍ଭରାତିସାରା ଜଗିବସିଥିଲା କମିସନରେଟ୍ ପୁଲିସ ଭୁବନେଶ୍ବର: କିଏ ମାରିଲା? କାହିଁକି ମାରିଲା? କାହାକୁ ମାରିଲା? କେବେଠୁ ମାରିଲାଣି? ଏଠି କାହିଁକି ମୃତଦେହ ପୋତିଲା? କେହି ଜାଣିପାରିଲେନି କେମିତି?
Read More...

ସାମ୍ନାକୁ ଆସିଲା ୧୧୨ନାମ, ସବୁଠି କମ୍ପନ

ଓଡ଼ିଶା ଠାରୁ ଦିଲ୍ଲୀ ସମସ୍ତେ ଡରିଲେଣିଘଣ୍ଟା ଘଣ୍ଟା ଗପୁଥିଲେ, ଏବେ ଥତମତ୨୮ରେ ସଂସଦୀୟ କମିଟିରେ ଆଲୋଚନା ନୂଆଦିଲ୍ଲୀ/ ଭୁବନେଶ୍ବର: ପେଗାସସ୍ ପ୍ରକଳ୍ପ ନେଇ ଦ ଓ୍ବେୟାର ଆଜି ଆଉ ପାଦେ ଆଗକୁ ଯାଇ ୧୧୨ ଜଣଙ୍କ ନାମ ତାଲିକା ଜାରି କରିଛି। ଏଥିରେ ରାଜନେତାଙ୍କ ଠାରୁ ଆରମ୍ଭ କରି ମନ୍ତ୍ରୀ,
Read More...

ରଥ ଉପରେ ଫଟୋ ଉଠାଇଥିବା ଦୁଇଯୁବକ କିଏ?

ଭୁବନେଶ୍ବର: ମହାମାରୀ କରୋନା ପାଇଁ କଡା କଟକଣାରେ ଚଳିତ ବର୍ଷ ବିନା ଭକ୍ତରେ ରଥଯାତ୍ରା ଓ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଛି। କର୍ଫ୍ୟୁ ମଧ୍ୟରେ ସଂପୂର୍ଣ୍ଣ ରଥଯାତ୍ରା ଓ ବାହୁଡାଯାତ୍ରା ହୋଇଥିବା ବେଳେ କେବେଳ ସେବାୟତମାନେ ରଥ ଟାଣିନେଇଛନ୍ତି। ବଡ଼ଦାଣ୍ଡର ଲୋକ ମଧ୍ୟ ରଥଯାତ୍ରା ଦେଖିବାରୁ
Read More...