ସ୍ମାର୍ଟସିଟି ବାବୁ, ଆର୍କେଡି ସରକାରରେ କାହାର ସଂପର୍କୀୟ ଲାଗନ୍ତି କି?
ଜନପଥ ସ୍ମାର୍ଟ କରିବାକୁ କରିତକର୍ମା ବାବୁ ଆଉ କେତେ ସମୟ ନେବେ?ଦିନ ପରେ ଦିନ ଗଡୁଛି, ଲୋକମାନଙ୍କର ଦୁର୍ଦଶା ବଢୁଛି, ନାକେଦମ ୪ବର୍ଷ ଲାଗିଗଲାଣି, ୫.୮ କିମି ରାସ୍ତା କାମ ଶେଷ ହୋଇପାରୁନାହିଁମୁଖ୍ୟମନ୍ତ୍ରୀ, ମୁଖ୍ୟସଚିବ, ଉନ୍ନୟନ କମିସନର, ୫ଟି ସଚିବ ସମସ୍ତେ ଚୁପ୍କାହା ଆଖିକୁ ନଜର!-->…
Read More...
Read More...