ପ୍ରମୁଖ ଖବର

ଶିଳ୍ପ ନିବେଶକୁ ବଡ଼ ପ୍ରୋତ୍ସାହନ, ୩୭ ପ୍ରକଳ୍ପ ପାଇଁ ଜମି ଆବଣ୍ଟନକୁ ମଞ୍ଜୁରି
ଓଡ଼ିଶାର ୧୪ ଓଏଏସ୍‌ ଅଧିକାରୀଙ୍କୁ ଆଇଏଏସ୍‌ ପଦୋନ୍ନତି
ରାଜ୍ୟର ସବୁ ସ୍କୁଲରେ ପାଳନ ହେବ ଗୁରୁ ଦିବସ
ଚେନ୍ନାଇରେ ହେବ ଅଲିମ୍ପିକ୍‌ ସିଟି ଓ ମୋଟୋରସ୍ପୋର୍ଟସ୍‌ ସିଟି, ଆସିବ ଫର୍ମୁଲା-୧ ରେସ୍‌
ସତ୍ୟେନ୍ଦ୍ର ଜୈନ୍‌ଙ୍କୁ STP ଘୋଟାଲା ମାମଲାରେ ଜାମିନ୍
ଡ୍ରାଫ୍ଟ ଭୋଟର ତାଲିକାରୁ ବାଦ ପଡିଲା ରାଘବ ଚଢ଼ାଙ୍କ ନାଁ

ଖାରକିଭ୍‌ରେ ଋଷର ବଡ଼ ଧରଣର ଆକ୍ରମଣ, ମାଟିରେ ମିଶିଲା ସ୍କୁଲ,ଚର୍ଚ୍ଚ

ୟୁକ୍ରେନ-ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ଅଷ୍ଟମ ଦିନ । ଋଷ ଘନ ଘନ ମିସାଇଲ ମାଡ଼ କରୁଛି । ୟୁକ୍ରେନର ଅକ୍ଟିର୍କା ଓ ଖାରକିଭରେ ଋଷର ଆକ୍ରମଣ ହେତୁ ବଡ଼ ଧରଣର କ୍ଷତି ହୋଇଛି । ୟୁକ୍ରେନ ଦାବି କରିଛି ଯେ, ଆକ୍ରମଣରେ ଖାରକିଭର ତିନୋଟି ସ୍କୁଲ ଓ ଚର୍ଚ୍ଚ ଧ୍ୱଂସ ହୋଇଯାଇଛି । ଅକ୍ଟିର୍କାରେ
Read More...

ମୋଦୀ -ପୁଟିନ ଆଲୋଚନା

ୟୁକ୍ରେନ ଉପରେ ଋଷର ପ୍ରଚଣ୍ଡ ଆକ୍ରମଣ ଜାରି ରହିଛି । ଏହାରି ମଧ୍ୟରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଯୁଦ୍ଧ ସମୟରେ ଏହା ପୁଟିନ ଓ ମୋଦୀଙ୍କ ମଧ୍ୟରେ ଦ୍ୱିତୀୟ ଥର କଥାବାର୍ତ୍ତା। ୟୁକ୍ରେନରେ ଫସିରହିଥିବା ଭାରତୀୟଙ୍କୁ ସୁରକ୍ଷିତ
Read More...

ୟୁପିରେ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ, ଯୋଗୀଙ୍କ ଭାଗ୍ୟ ପରୀକ୍ଷା

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ଷଷ୍ଠ ପର୍ଯ୍ୟାୟ ମତଦାନ। ସକାଳ ୭ରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ୧୦ଟି ଜିଲ୍ଲାର ୫୭ ବିଧାନସଭା ଆସନ ପାଇଁ ମତାଧିକାର ସାବ୍ୟସ୍ତ କରୁଛନ୍ତି ଭୋଟର। ୧୦ ଜିଲ୍ଲାର ୫୭ ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ୬୭୬ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ
Read More...

ବାରବାଟୀରେ ହେବ ଟି-୨୦ ମ୍ୟାଚ୍‌

ଓଡିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ପୁଣି ଫେରିଲା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏନେଇ ଘୋଷଣା କରିଛି । ଏହା ପୂର୍ବରୁ କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ
Read More...

ବାରବାଟୀରେ ହେବ ଟି-୨୦ ମ୍ୟାଚ୍‌

ଓଡିଶାର କ୍ରିକେଟ ପ୍ରେମୀଙ୍କ ପାଇଁ ଖୁସି ଖବର । ବାରବାଟୀକୁ ପୁଣି ଫେରିଲା ଟି୨୦ ଅନ୍ତର୍ଜାତୀୟ ମ୍ୟାଚ । ଜୁନ ୯ରେ ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି -୨୦ ମ୍ୟାଚ ଖେଳାଯିବ । ବିସିସିଆଇ ଏନେଇ ଘୋଷଣା କରିଛି । ଏହା ପୂର୍ବରୁ କରୋନା ମହାମାରୀ କାରଣରୁ ବାରବାଟୀ ଷ୍ଟାଡିୟମରେ
Read More...

ୟୁକ୍ରେନରେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ଋଷ –ୟୁକ୍ରେନ ମଧ୍ୟରେ ଘମାଘୋଟ ଯୁଦ୍ଧ ଚାଲିଥିବା ବେଳେ ଆଉ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତ ଛାତ୍ର ହେଲେ ପଞ୍ଜାବର। ପଞ୍ଜାବର ଚନ୍ଦନ ଜିନ୍ଦଲଙ୍କ ବ୍ରେନ ଷ୍ଟ୍ରୋକ ହେବାରୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି। ଚନ୍ଦନଙ୍କ ମୃତ
Read More...

ଋଷର ଚେତାବନୀ, ତୃତୀୟ ବିଶ୍ୱଯୁଦ୍ଧ ହେଲେ ପଡିବ ପରମାଣୁ ବୋମା

ଋଷ-ୟୁକ୍ରେନ ମଧ୍ୟରେ ମହାଯୁଦ୍ଧ ଆଜି ସପ୍ତମ ଦିନରେ ପହଞ୍ଚିଛି । ଖେରସନକୁ ଋଷ ସେନା ଦଖଲ କରିଥିବା ବେଳେ କିଭ୍‌କୁ କବଜା କରିବା ପାଇଁ ଋଷ ସେନା ଅଗ୍ରସର ହେଉଛନ୍ତି । ଖାରକିଭରେ ମଧ୍ୟ ଘନଘନ ବିସ୍ଫୋରଣ କରୁଛିୁ ଋଷ ସେନା। ଖାରକିଭରେ ସେନା ହସ୍ପିଟାଲ ଓ ସେନା ଏକାଡେମୀ ଉପରେ ଆକ୍ରମଣ କରି
Read More...

କଟକ ମେୟର ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ପୌର ନିର୍ବାଚନ ପାଖେଇ ଆସୁଥିବା ବେଳେ ଏନେଇ ସବୁ ଦଳ ଆରମ୍ଭ କରିଦେଲେଣି ରଣନୀତି । ଏହାରି ମଧ୍ୟରେ ଆଜି କଂଗ୍ରେସ କଟକ ମହାନଗର ନିଗମ ପାଇଁ ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଗିରିବାଳା ବେହେରାଙ୍କୁ କଟକ ମହାନଗର ନିଗମର ମେୟର ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ପୌର ନିର୍ବାଚନ
Read More...

ଖାରକିଭ୍‌ରେ ପଶିଲେ ଋଷ ସେନା, ବୋମାମାଡ଼ରେ ଉଡାଇଲେ ସେନା ହସ୍ପିଟାଲ

ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ଆଜି ହେଉଛି ସପ୍ତମ ଦିନ । ଦିନ ବଢିବା ସହ ଯୁଦ୍ଧ ଆହୁରି ତୀବ୍ର ହେବାରେ ଲାଗିଛି । ୟୁକ୍ରେନ ରାଜଧାନୀ କିଭ ନିକଟରେ ଋଷ ସେନା ପହଞ୍ଚି ସାରିଥିବା ବେଳେ ଖାରକିଭ ନିକଟରେ ମଧ୍ୟ ଋଷ ସେନା ଠୁଳ ହୋଇଛନ୍ତି । ଖେରସନ ସହରକୁ ମଧ୍ୟ ଋଷ ସେନା କବଜା କରିନେଇଛନ୍ତି ।
Read More...