ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ସ୍ବାମୀନାଥ୍‌ନ କମିଟି ରିପୋର୍ଟ ଲାଗୁ ଯାଏ ଲଢ଼ିବ ଓଡ଼ିଶା

ଭୂମିହୀନ କୃଷକ ପରିବାର ପାଇଲେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତାନବୀନ କହିଲେ, କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା୧୮ ଲକ୍ଷ ପରିବାରକୁ ୩୮୬ କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା'କୃଷି କ୍ଷେତ୍ରର ସଫଳତା ପଛରେ ରହିଛି ଭୂମିହୀନ ଚାଷୀର ତ୍ୟାଗ' ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ
Read More...

ଅଧା ଓଡ଼ିଶା ପାଇଁ ଘୋଟି ଆସିଲାଣି ବିପଦ

୧୧ ଜିଲ୍ଲାର ୧୫୨ ବ୍ଲକରେ ଚାଷ କାମ ପ୍ରଭାବିତ ହେଲାଣିଜୁନ ମାସରେ ରାଜ୍ୟରେ ୧୫ ପ୍ରତିଶତ କମ୍ ବର୍ଷା ରେକର୍ଡଲଘୁଚାପ ସୂଚନା ନାହିଁ, ୧୦ ତାରିଖ ଯାଏ ବର୍ଷା ସମ୍ଭାବନା କ୍ଷୀଣ ଭୁବନେଶ୍ବର: ରାଜ୍ୟରେ ମହାମାରୀ ସ୍ଥିତି ଗମ୍ଭୀର ରହିଛି। ଲୋକେ ଜୀବନ ଓ ଜୀବିକାକୁ ନେଇ ଚିନ୍ତାରେ ଅଛନ୍ତି।
Read More...

ଟିକା ସଂପର୍କରେ କେନ୍ଦ୍ର ସରକାର ଦେଲେ ନୂଆ ତଥ୍ୟ

ନୂଆଦିଲ୍ଲୀ: ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ ୩୩.୨୮ କୋଟି ଡୋଜ ଟିକା ବିନିଯୋଗ ହୋଇସାରିଲାଣି। ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ସୂଚନା ଦିଆଯାଇଛି। ସରକାର କହିଛନ୍ତି, ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ନୂତନ କରୋନା ମାମଲା ସଂଖ୍ୟା ୪୫,୯୫୧ ରହିଛି।
Read More...

୧୬ ତାରିଖ ଯାଏ ଆଂଶିକ କଟକଣା ଜାରି କଲେ ସରକାର

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଜୁଲାଇ ୧୬ ତାରିଖ ଯାଏ ଆଂଶିକ ଲକ୍‌ଡାଉନ୍ ଘୋଷଣା କରାଯାଇଛି। ଆର୍‌ଏନ୍‌ଏରେ ଆଜି ପୂର୍ବାହ୍ନରେ ଯେଭଳି ପୂର୍ବାନୁମାନ କରାଯାଇଥିଲା, ଠିକ୍‌ ସେମିତି ସରକାର ପଦକ୍ଷେପ ନେଇଛନ୍ତି। ଆଜି ଏ ସଂକ୍ରାନ୍ତରେ ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି
Read More...

ଜଙ୍ଗଲ ବାବୁଙ୍କ ଆଲୋଚନା ଅଧିକ, ନିଷ୍ପତ୍ତି କମ୍

ଘନ ଘନ ବୈଠକ କଲେ; କାଗଜପତ୍ରରେ ରଖିଦେଲେ ହାତୀ ଇଲାକା ବଢ଼ିବା ନିଷ୍ପତ୍ତି୨୪୭୨ ବର୍ଗ କିଲୋମିଟରକୁ ନେଇ ହୋଇଥାନ୍ତା ମହାନଦୀ ହାତୀ ସଂରକ୍ଷିତ ଅଞ୍ଚଳଡ. ରମଣ ସୁକୁମାର ଦେଇଥିଲେ ରିପୋର୍ଟ, ଦୁଇବର୍ଷ ହେଲାଣି ତର୍ଜମା ଚଳାଇଛନ୍ତି ବାବୁ ଭୁବନେଶ୍ବର: ହାତୀ ମୃତ୍ୟୁକୁ ନେଇ ଜାତୀୟସ୍ତରରେ
Read More...

କରୋନା କଟକଣା କମିବ କି ? ଆସୁଛି ନୂଆ ଘୋଷଣା

ଅପରାହ୍ନ ସାଢେ ଦୁଇଟାରେ ମୁଖ୍ୟଶାସନ ସଚିବ କରିବେ ବଡ଼ ଘୋଷଣାଆଜି ସବୁଠାରୁ ଅଧିକ ନମୁନା ପରୀକ୍ଷା, ମୃତ୍ୟୁ ସଂଖ୍ୟାରେ ବି ରେକର୍ଡରାଜ୍ୟର ମୋଟ କରୋନା ମୃତ୍ୟୁ ୪୦୦୦ ଡେଇଁଲା, ଖୋର୍ଧାରେ ସର୍ବାଧିକକେବଳ ଜୁନ ମାସରେ ୧୨୬୪ଜଣଙ୍କ ମୃତ୍ୟୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ଭୁବନେଶ୍ବର:
Read More...

ଅଧିକ ସଂକ୍ରମଣ ଥିବା ଜିଲ୍ଲାକୁ ଜଗ: ନବୀନ

ସଂକ୍ରମଣ ଅଧିକ ଥିବା ଜିଲ୍ଲାରେ କୋଭିଡ ନିୟମ କଡାକଡି ପାଳନ ନିର୍ଦେଶଘରକୁ ଘର ସର୍ଭେକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀଟିକାକରଣ ଓ ଶିଶୁ ମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ଉପରେ ବିଶେଷ ଗୁରୁତ୍ବ ଦେଲେ ଭୁବନେଶ୍ବର: ରାଜ୍ୟରେ କୋଭିଡ ସ୍ଥିତି ସଂପର୍କରେ
Read More...

ଜୁଲାଇ ୩୧ ସୁଦ୍ଧା ଗୋଟିଏ ଦେଶ, ଗୋଟିଏ ରାସନ୍ କାର୍ଡ

କୌଣସି ସରକାର ଭୁଲିବା ଉଚିତ୍ ନୁହେଁ ଯେ ଖାଦ୍ୟ ଅଧିକାର ଏକ ମୌଳିକ ଅଧିକାର: ସୁପ୍ରିମକୋର୍ଟକୌଣସି ଲୋକ ଭୋକରେ ରହିପାରିବେ ନାହିଁ, ଶୁଖିଲା ଖାଦ୍ୟ ଦିଅ, ନହେଲେ ରୋଷେଇ କର ନୂଆଦିଲ୍ଲୀ: ଗୋଟିଏ ଦେଶରେ ଗୋଟିଏ ରାସନ୍ କାର୍ଡ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ
Read More...

ଅଣ୍ଟାଭିଡ଼ିଲା ବିଜେପି: ‘ନୂଆ ଓଡ଼ିଶା ଗଢିବୁ, ଓଡ଼ିଆଙ୍କ ହକ୍ ପାଇଁ ଲଢିବୁ’

ଧାନ କିଣା, ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଦାବିରେ ପ୍ରତିବାଦ କରିବ ବିଜେପି :ସମୀର ମହାନ୍ତିଜୁଲାଇ ୧ ଓ ୨ରେ ଚାଷୀଙ୍କ ସହ ବିଜେପି କାର୍ଯ୍ୟକର୍ତାଙ୍କ ଧାନମଣ୍ଡି ଆଗରେ ଧାରଣାରାଜରାସ୍ତା ରୋକିବା ସହ ସିଏସଓ ଅଫିସ କାର୍ଯ୍ୟାଳୟ ସ୧ୁଖରେ ପ୍ରତିବାଦ କରିବେଯୋଗ୍ୟ ହତାଧିକାରୀଙ୍କୁ ପକ୍କା ଘର
Read More...

‘ଆମେ ଭୁଲ କରିନୁ, ଆପତ୍ତି ଥିଲେ ପରୀକ୍ଷା ଦିଅ’

ମାଟ୍ରିକ୍ ପରୀକ୍ଷା ମୂଲ୍ୟାୟନ ନେଇ ଛାତ୍ରଛାତ୍ରୀ ଆଜି ବି ପ୍ରତିବାଦ କରିଛନ୍ତିସ୍ପଷ୍ଟୀକରଣ ଦେଇଛି ବୋର୍ଡ, ୫ ତାରିଖରେ ଅଫ୍ ଲାଇନ୍ ପରୀକ୍ଷା ପାଇଁ ଫର୍ମ ଫିଲପ୍‌ଖୁବ୍ ଶୀଘ୍ର ମାଟ୍ରିକ ପରୀକ୍ଷା ତାରିଖ ଘୋଷଣା ହେବ, ତୁରନ୍ତ ପ୍ରକାଶ ପାଇବ ଫଳ ଭୁବନେଶ୍ବର: ମାଟ୍ରିକ ପରୀକ୍ଷା ଫଳକୁ
Read More...