ବିଜୟ ମାଲ୍ୟାଙ୍କ ହାତରୁ ଖସିପାରେ ଲଣ୍ଡନର ଆଲିଶାନ ବଙ୍ଗଳା
ସୁଇସ ବ୍ୟାଙ୍କ ୟୁବିଏସ ସହିତ ଦୀର୍ଘଦିନ ଧରି ଆଇନଗତ ଲଢେଇ ଜାରି ରହିଥିବା ବେଳେ ମାଲ୍ୟାଙ୍କୁ ଏହି ଘର ଖାଲି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଆଦେଶ ଉପରେ ରୋକ ଲଗାଇବା ନେଇ ଆବେଦନକୁ ଖାରଜ କରିଛନ୍ତି ବ୍ରିଟିଶ କୋର୍ଟ । ଲଣ୍ଡନ ହାଇକୋର୍ଟ ବିଚାରପତି ମାଥ୍ୟୁ କହିଛନ୍ତି ଯେ, ମାଲ୍ୟାଙ୍କ!-->…
Read More...
Read More...