ସୁରକ୍ଷା ଦାୟିତ୍ବ ପ୍ରତିହାରୀଙ୍କ ହାତରେ
ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ପ୍ରତିହାରୀ ସେବାୟତଙ୍କ ଉପରେ କାହିଁ କେଉଁ କାଳରୁ ନ୍ୟସ୍ତ ରହିଛି। ଆଜି ଭଳି ଯେତେବଳେ ମାଳ ମାଳ ପୁଲିସ, ଥାନା ଶ୍ରୀମନ୍ଦିର ପାଇଁ ନ ଥିଲା, ସେତେବେଳେ ଶହ ଶହ ବର୍ଷ ଧରି ଏମାନେ ହିଁ ମହାପ୍ରଭୁଙ୍କ ସେବା କରିଆସୁଥିଲେ। ଭୋରରୁ ଦ୍ବାର!-->!-->!-->…
Read More...
Read More...