ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ମୁଖ୍ୟମନ୍ତ୍ରୀ ଖାଇଲେ ମିଠା ଦହି..

ମିଠା ଦହି ଖାଇଲେ ମୁଖ୍ୟମନ୍ତ୍ରୀ । କଟକ ଅରିଲୋଠାରେ ଅତ୍ୟାଧୁନିକ ଓମଫେଡ ଡାଏରୀ ପ୍ଲାଣ୍ଟ ର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକାର୍ପଣ ପରେ ନବୀନ ବ୍ୟାଟେରୀ ଗାଡିରେ ପୁରା ପ୍ଲାଣ୍ଟ ବୁଲିକି ଦେଖିଥିଲେ । ଏହା ପରେ ନବୀନ ବ୍ୟାଟେରୀ ଗାଡିରେ ବସିଥିବା ସମୟରେ ପ୍ଲାଣ୍ଟ
Read More...

ଆତଙ୍କବାଦୀଙ୍କୁ ଖୋଜି ଖୋଜି ମାରିବେ..

ଆଉ ବରଦାସ୍ତ କରାଯିବନି । ଏବେ ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରିବେ ସେନା । ଜମ୍ମୁ କାଶ୍ମୀରରେ ସାଧାରଣ ଲୋକଙ୍କୁ ଆତଙ୍କବାଦୀ ବାରମ୍ବାର ଟାର୍ଗେଟ କରି ହତ୍ୟା କରିବା ପରେ ଏବେ କେନ୍ଦ୍ର ସରକାରଙ୍କ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି । ଗୃହମନ୍ତ୍ରାଳୟ ଜମ୍ମୁ କାଶ୍ମୀରକୁ ସିଆରପିଏଫର ୫
Read More...

ଟଙ୍କା ଗଣିବାକୁ ଲାଗିଲା ୨୪ ଘଣ୍ଟା

କୋଟିପତି ସରକାରୀ ବାବୁଙ୍କ ଘରେ ମଙ୍ଗଳବାରଠୁ ଚଢାଉ ଆରମ୍ଭ କରିଥିବା ଭିଜିଲାନ୍ସର ସରିଛି ରେଡ୍ । ଭିଜିଲାନ୍ସ ଚଢାଉ ପରେ ସରକାରୀ ବାବୁଙ୍କର ସମ୍ପତ୍ତି ର ଆକଳନ ଚାଲିଥିଲା । ଆଜି ସମ୍ପତ୍ତି ମୂଲ୍ୟାୟନ ସରିଛି । କୋଟି କୋଟି ଟଙ୍କାର ସମ୍ପତ୍ତି ଜବତ କରିବା ପରେ ଓଡିଶା ପୁଲିସ ହାଉସିଂ
Read More...

ଭାରତର କରୋନା ଟିକାକୁ ୯୬ଟି ରାଷ୍ଟ୍ରର ମାନ୍ୟତା

ନୂଆଦିଲ୍ଲୀ: ଭାରତର କରୋନା ଭ୍ୟାକ୍ସିନ କୋଭାକ୍ସିନ ଓ କୋଭିସିଲ୍ଡକୁ ୯୬ଟି ରାଷ୍ଟ୍ରର ମାନ୍ୟତା ମିଳିଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ଯେ, ୯୬ଟି ଦେଶ ଭାରତ ସହିତ କୋଭିଡ ଟିକାକରଣ ପ୍ରମାଣପତ୍ରକୁ ପାରସ୍ପରିକ ସ୍ୱୀକୃତି ଦେବାକୁ ରାଜି ହୋଇଛନ୍ତି। ବିଶ୍ୱ
Read More...

ଏକାଠି ହେବେ ୭ ଦେଶର ଏନଏସଏ

ଆଜି ଦିଲ୍ଲୀରେ ଏକାଠି ହେବେ ୭ଟି ଦେଶର ଜାତୀୟ ସୁରକ୍ଷା ପରାମର୍ଶଦାତା । ଭାରତର ଆମନ୍ତ୍ରଣ ପରେ ସମସ୍ତେ ଦିଲ୍ଲୀରେ ପହଂଚିଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ବୈଠକରେ ଆଫଗାନିସ୍ତାନର ସ୍ଥିତି ସହିତ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ପାକିସ୍ତାନର ଭୂମିକାକୁ ନେଇ ମଧ୍ୟ ଆଲୋଚନା ହେବ
Read More...

ବିବାହ କଲେ ମଲାଲା…

ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏନେଇ ମଲାଲା ୟୁସୁଫଜାଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ବର୍ମିଂହୋମ ସ୍ଥିତ ଘରେ ବିବାହ ଅବସରରେ ଏକ ଛୋଟ ସମାରୋହର ଆୟୋଜନ କରାଯାଇଥିଲା । ମଲାଲା ଟୁଇଟ କରି ଲେଖିଛନ୍ତି ଯେ,
Read More...

ଉଠିଲା କୋଟିଆ ପ୍ରସଙ୍ଗ..ମିଶିକି କରିବେ ସମାଧାନ

ଲୋକସେବା ଭବନରେ ଓଡିଶା ଓ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା ପରେ ଜାରି କରାଯାଇଛି ମିଳିତ ବିବୃତ୍ତି । ନବୀନ ଓ ଜଗନଙ୍କ ବୈଠକରେ ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦ, ଜଳ ବିବାଦ, ଶକ୍ତ ଓ ନକ୍ସଲ ପ୍ରସଙ୍ଗରେ ଆଲୋଚନା କରାଯାଇଛି । କିଭଳି ଦୁଇ ରାଜ୍ୟ ମଧ୍ୟରେ ଥିବା ବିବାଦର
Read More...

ଏଥର ବି ବାଲିଯାତ୍ରା ବନ୍ଦ

ଚଳିତ ବର୍ଷ ବି ହେବନି କଟକର ଏ୍ୟୖତିହାସିକ ବାଲିଯାତ୍ରା । କୋଭିଡକୁ ଦୃଷ୍ଟିରେ ରଖି ବାଲିଯାତ୍ରା ବନ୍ଦ ରଖିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । କୋଭିଡ ସଂକ୍ରମଣ କମିଥିଲେ ମଧ୍ୟ ଅଧିକ ଜନସମାଗମ ଦୃଷ୍ଟିରୁ ଯାତ୍ରା କରିବା ସମ୍ଭବ ନୁହେଁ । କଟକ ଜିଲ୍ଲାପାଳ ଭବାନୀଶଙ୍କର ଚଇନି ଏନେଇ
Read More...

ବାବୁ ଫିଙ୍ଗିଦେଲେ ବିଡ଼ାବିଡ଼ା ଟଙ୍କା!

ମଙ୍ଗଳବାର ଜଣେ ସରକାରୀ ବାବୁଙ୍କ ଘରେ ରେଡ୍ କରିଛି ଭିଜିଲାନ୍ସ । ଯାହାଙ୍କର ସମ୍ପତ୍ତି ଦେଖିଲେ ଆପଣଙ୍କ ହୋସ ଉଡିଯିବ । କୁବେର ସରକାରୀ ବାବୁଙ୍କର ରହିଛି କୋଟି କୋଟି ସମ୍ପତ୍ତି । ଏପରିକି ଭିଜିଲାନ୍ସ ଭୟରେ ଚଢାଉ ବେଳେ ବାବୁ ଜଣକ ଛାତ ଉପରକୁ ଯାଇ ବିଡା ବିଡା ଟଙ୍କା ଫୋପାଡିଦେଇଥିଲେ ।
Read More...

ଗୋଟେ ମିନିଟ୍‌ରେ କରନ୍ତୁ ଆଧାର କାର୍ଡ ସମସ୍ୟାର ସମାଧାନ…

ଯଦି ଆପଣଙ୍କର ଆଧାର କାର୍ଡରେ କୌଣସି ସମସ୍ୟା ଅଛି କିମ୍ବା ଆପଣଙ୍କୁ ଆଧାର କାର୍ଡ ଅପଡେଟ କରିବାକୁ ପଡୁଛି ତେବେ ଚିନ୍ତା କରନ୍ତୁ ନାହିଁ । ଆପଣ କେବେଳ ଗୋଟିଏ ନମ୍ବର ଡାଏଲ କରି ସମସ୍ତ ସମସ୍ୟାର ସମାଧାନ କରିପାରିବେ । ୟୁଆଇଡିଏଆଇ ତରଫରୁ ଏକ ନମ୍ବର ଜାରି କରାଯାଇଛି । ୟୁଆଇଡିଏଆଇ ଟୁଇଟ କରି
Read More...