ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ସୀମା ବିବାଦରେ ମୁଣ୍ତ ପୂରାଇଲେ ଧର୍ମେନ୍ଦ୍ର

କୋରାପୁଟ ଏବଂ ଗଜପତି ବିବାଦ ସମାଧାନ ପାଇଁ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେକୋରାପୁଟ ଓ ଗଜପତି ଲୋକଙ୍କ ଦୁର୍ଦ୍ଦଶା ଏବଂ ଚିନ୍ତାକୁ ନେଇ ଓଡ଼ିଆ ଭାବେ ମୁଁ ଦୁଃଖିତଓଡିଶାର ଲୋକଙ୍କ ସାମାଜିକ-ଆର୍ଥିକ ସ୍ୱାର୍ଥ ସହ ସାଲିସ୍ କରାନଯାଉରାଜ୍ୟର କଲ୍ୟାଣ ପାଇଁ ଯୁଗ୍ମ କାର୍ଯ୍ୟକାରୀ
Read More...

ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭଜିଲ୍ଲାରେ ସାଢେ ଚାରି ଲକ୍ଷ ପରିବାର ପାଇବେ ହେଲ୍‌ଥ କାର୍ଡଉତ୍ତମ ଚିକିତ୍ସା ସୁବିଧାରୁ କେହି ବଞ୍ଚିତ ନ ହେଉ, ଏହା ଆମର ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀପ୍ରସିଦ୍ଧ ହରିଶଙ୍କର ପୀଠର ବିକାଶ ପାଇଁ ଭିତ୍ତିପ୍ରସ୍ତର
Read More...

ମାନସୁଖ ମାଣ୍ଡଭିଆଙ୍କୁ ଧନ୍ୟବାଦ ଜଣାଇଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ

ନୂଆଦିଲ୍ଲୀ: ଆସନ୍ତା ମାସରୁ ରପ୍ତାନି ଆରମ୍ଭ କରିବାକୁ ଭାରତ ନିଷ୍ପତ୍ତି ନେଇଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆଙ୍କୁ ଆଜି ସକାଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର (WHO) ମୁଖ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି।ଭାରତ ବିଶ୍ବର ଫାର୍ମାସି ଆଖ୍ୟା ଅର୍ଜନ କରିଛି । ବିଶ୍ୱ
Read More...

ଅର୍ଜୁନ ବିଜଲାନି ଜିତିଲେ ଟ୍ରଫି

ପତ୍ନୀ ନେହା ଟ୍ରଫିର ଚିତ୍ର ସେୟାର କରିଛନ୍ତି ମୁମ୍ବାଇ: ଷ୍ଟଣ୍ଟ ଭିତ୍ତିକ ରିଅଲିଟି ସୋ କିଛି ମାସ ପୂର୍ବରୁ ଦକ୍ଷିଣ ଆଫ୍ରିକାର କେପ୍ ଟାଉନରେ ସୁଟିଂ କରାଯାଇଥିଲା। ଏହାର ଶେଷ ପର୍ଯ୍ୟାୟ ମୁମ୍ବାଇରେ ସୁଟିଂ କରାଯାଇଥିଲା। ଫାଇନାଲିଷ୍ଟ ଅର୍ଜୁନ ବିଜଲାନି, ଦିବ୍ୟଙ୍କା ତ୍ରିପାଠୀ,
Read More...

ନବୀନଙ୍କ ନିର୍ଦେଶକୁ ଫୁ: ବାବୁ ଭୁଲିଗଲେ, ମନ୍ତ୍ରୀମାନେ ବି

ତିନି ଚାରିଦିନ ଜିଲ୍ଲାରେ କଟାଇବେ ବୋଲି କୁହାଯାଇଥିଲାଅଚାନକ ଜିଲ୍ଲା ଗସ୍ତ ଉପରେ ଗୁରୁତ୍ବ ଦିଆଯାଇଥିଲାଆହାର କେନ୍ଦ୍ରରେ ଖାଇଥାନ୍ତେ, ଲୋକଙ୍କ ସହିତ କଥା ହୋଇଥାନ୍ତେମନ୍ତ୍ରୀମାନେ ଜିଲ୍ଲାଗସ୍ତ କରି ପ୍ରତିମାସ ୭ରେ ଦେଇଥାନ୍ତେ ରିପୋର୍ଟକରୋନା ଆଳରେ କାଗଜପତ୍ରରେ ରହିଗଲା ସବୁ
Read More...

ଧରାପଡିଲା ପାକିସ୍ତାନର ତାଲିବାନୀ ପ୍ରେମ, ବୈଠକ ବାତିଲ୍

ନୂଆଦିଲ୍ଲୀ:ଏହି ସପ୍ତାହରେ ନ୍ୟୁୟର୍କରେ ମିଳିତ ଜାତିସଂଘ ସାଧାରଣ ସଭା ଅଧିବେଶନ ପରିସରରେ ଆୟୋଜିତ ହେବାକୁ ଥିବା ସାର୍କ ବୈଦେଶିକ ମନ୍ତ୍ରୀଙ୍କ ବୈଠକକୁ ଶେଷ ମୁହୁର୍ତ୍ତରେ ବାତିଲ୍ କରିଦିଆଯାଇଛି। ପାକିସ୍ତାନର ଏକ ବଡ଼ ଧରଣର ଷଡ୍‌ଯନ୍ତ୍ର ଧରାପଡିିଯିବା ପରେ ଏଭଳି ନିଷ୍ପତ୍ତି ହୋଇଥିବା
Read More...

ମାଟିର ସୁରକ୍ଷା ପାଇଁ ବାଲେଶ୍ବରରୁ ଉଠିଲା ସ୍ବର

ଉଦୟପୁର ସୀମା ବିବାଦର ସ୍ଥାୟୀ ସମାଧାନ ପ୍ରସଙ୍ଗ ନେଇ ତୀବ୍ର ହେଲାଣି ଜନମତସ୍ବାଭିମାନୀ ଓଡ଼ିଆ ଭାବେ ନବୀନଙ୍କ ହସ୍ତକ୍ଷେପ ଲୋଡିଲେ ସାଧାରଣସେବୀ ଗୌତମବୁଦ୍ଧଦିନେ ଓଡ଼ିଆ ଭାଷା ଓ ମାଟିର ସୁରକ୍ଷା ପାଇଁ ବାଲେଶ୍ବରରୁ ଉଠିଥିଲା ସ୍ବର, ଜାଗିଥିଲା ଓଡି଼ଶା ଭୁବନେଶ୍ବର: ଓଡ଼ିଶା ସୀମା ଉପରେ
Read More...

ଜଳଦ ତ୍ରିପାଠୀ ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର

ରାଜ୍ୟପାଳଙ୍କ ଦସ୍ତଖତ ପରେ ପ୍ରକାଶ ପାଇବ ବିଜ୍ଞପ୍ତି ଭୁବନେଶ୍ୱର: ଅବସରପ୍ରାପ୍ତ ବରିଷ୍ଠ ଆଇପିଏସ୍ ଅଫିସର ଜଳଦ କୁମାର ତ୍ରିପାଠୀଙ୍କୁ ରାଜ୍ୟ ସରକାର ପରବର୍ତ୍ତୀ ମୁଖ୍ୟ ସୂଚନା କମିସନର ଭାବେ ନିଯୁ୍‌କ୍ତି ଦେବେ । ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଚୟନ କମିଟି ବୈଠକରେ
Read More...

ବଡ କଥାଟେ କହିଦେଲେ ୟେଦୁରପ୍ପା

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାକୁ ଆଧାର କରି ଭାରତୀୟ ଜନତା ପାର୍ଟି ନିର୍ବାଚନ ଲଢୁଛି ଏବଂ ଜିତୁଛି। ବିଜେପି ନେତାମାନେ ସେମାନଙ୍କର ସବୁ ଭଲ କାମକୁ ପଛରେ ପକାଇ ପ୍ରଧାନମନ୍ତ୍ରୀଙ୍କୁ ଆଗରେ ରଖିଆସିଛନ୍ତି। ଠିକ୍ ଏମିତି ସମୟରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ବି
Read More...

କଣ ପଢିଲେ ମିଳିବ ନିଯୁକ୍ତି; ଚିନ୍ତାରେ ଅଭିଭାବକ

ଭୁବନେଶ୍ବର: ଦେଶରେ ଏବେ ସବୁ ରାଜ୍ୟରେ ନାମଲେଖା ଋତୁ ଚାଲିଛି। କିଏ ମେଡିକାଲ ପ୍ରବେଶିକା ପରୀକ୍ଷା ଦେଇଛନ୍ତି ତ ଆଉ କିଏ ଓକିଲ ହେବା ପାଇଁ ଚାହୁଁଛନ୍ତି। କିଏ ଆଇଆଇଟି ପାଇଁ କସରତ କରୁଛନ୍ତି, ଆଉ କିଏ ସ୍ନାତକ ଶ୍ରେଣୀ ଅତିକ୍ରମ କରି ସିଭିଲ୍ ସର୍ଭିସ ପାଇଁ ନିଜକୁ ପ୍ରସ୍ତୁତ କରିବା ଲାଗି
Read More...