ବାପାର ସରିଯାଉଥିବା ଆୟୁଷକୁ ବଢାଇଛି ପୁଅ
ଜୟପୁର: ବାପା ତୁମେ ବଞ୍ଚିବ..ନିଶ୍ଚୟ ବଞ୍ଚିବ। କରୋନା ତୁମର କିଛି କରିପାରିବନି। ନିଅ ମୋ କଲିଜା ନିଅ…ଆଉ କିଛି ଦିନ ବଞ୍ଚିଯାଅ। ସରି ସରି ଆସୁଥିବା ବାପାର ଆୟୁଷକୁ ବଢାଇଦେଇଛି ପୁଅ। ପେଟ ଚିରି ଦେଇ ଦେଇଛି କଲିଜା। ବଂଚିଯାଇଛି ବାପା। ଆଉ ଲେଖାହୋଇଛି ଯୁଗଯୁଗ ପାଇଁ ବାପା,ପୁଅ ମଧ୍ୟରେ ଥିବା!-->…
Read More...
Read More...