ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ ଶାହା
ସିଆରପିଏଫ କ୍ୟାମ୍ପରେ ରାତି କାଟିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା । ଶାହା ତିନିଦିନିଆ ଜମ୍ମୁ କାଶ୍ମୀର ଗସ୍ତରେ ଥିବା ବେଳେ ପୁଲୱାମା ଲେଥପୁରା ରିଜର୍ଭ ପୁଲିସ କ୍ୟାମ୍ପରେ ସୋମବାର ରାତି ବିତାଇଛନ୍ତି । ଏହା ହେଉଛି ସେହି ସ୍ଥାନ ଯେଉଁଠାରେ ୨୦୧୯ରେ ପାକିସ୍ତାନ ପ୍ରାୟୋଜିତ!-->…
Read More...
Read More...